ଏହି ବଲିଉଡ୍‌ ଅଭିନେତାଙ୍କୁ ବଦଳାଇ ଦେଲା ସମୟ, ଏବେ ଆଉ ଚିହ୍ନି ହେଉନି

ମୁମ୍ବାଇ: ଦିନେ ସିଲ୍‌ଭର ସ୍କ୍ରିନ୍‌ରେ ଚମକୁ ଥିଲା ତାଙ୍କ ସୁନ୍ଦର ଚେହେରା।  ସେ ସଂଳାପ କହିଲେ ହଲି ଯାଉଥିଲା ହଲ୍‌। ତାଙ୍କ ଅଭିନୟରେ ମଜି ଯାଉଥିଲେ ଦର୍ଶକ। ତାଙ୍କ ରୂପ ଆଉ ଯୌବନ ପ୍ରେମରେ ପଡ଼ି କେତେ ସୁନ୍ଦରୀ ଫିଦା ହୋଇଯାଉଥିଲେ। ହେଲେ ସେଦିନ ଆଉ ନାହିଁ। ସମୟ ସ୍ରୋତରେ ସବୁ କିଛି ଫିକା ପଡ଼ି ଯାଇଛି। ସଫା ଓ ଗୋରା ଚେହେରା ସକାଳର ସୂର୍ଯ୍ୟକିରଣ ପରି  ଝଲସୁଥିବା ସେହି ଚେହେରାରେ ଏବେ ଅନେକ ପରିବର୍ତ୍ତନ ଆସିଛି। […]

bijaya

bijaya

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 11:46 AM IST

Sports

Latest News

ମୁମ୍ବାଇ: ଦିନେ ସିଲ୍‌ଭର ସ୍କ୍ରିନ୍‌ରେ ଚମକୁ ଥିଲା ତାଙ୍କ ସୁନ୍ଦର ଚେହେରା।  ସେ ସଂଳାପ କହିଲେ ହଲି ଯାଉଥିଲା ହଲ୍‌। ତାଙ୍କ ଅଭିନୟରେ ମଜି ଯାଉଥିଲେ ଦର୍ଶକ। ତାଙ୍କ ରୂପ ଆଉ ଯୌବନ ପ୍ରେମରେ ପଡ଼ି କେତେ ସୁନ୍ଦରୀ ଫିଦା ହୋଇଯାଉଥିଲେ। ହେଲେ ସେଦିନ ଆଉ ନାହିଁ। ସମୟ ସ୍ରୋତରେ ସବୁ କିଛି ଫିକା ପଡ଼ି ଯାଇଛି। ସଫା ଓ ଗୋରା ଚେହେରା ସକାଳର ସୂର୍ଯ୍ୟକିରଣ ପରି  ଝଲସୁଥିବା ସେହି ଚେହେରାରେ ଏବେ ଅନେକ ପରିବର୍ତ୍ତନ ଆସିଛି। ତାଙ୍କ ମୁହଁରେ ଏବେ ବଡ଼ ବଡ଼ ଦାଢି। ଚେହେରାରେ ଉଦାସର ପ୍ରତିଛବି। ଦେଖିଲେ ବି ଚିହ୍ନି ହେବନି କି ଜାଣି ହେବନି।

ସେ ଅଭିନେତା ଜଣକ ହେଉଛନ୍ତି ବଲିଉଡ୍‌ ଅଭିନେତା ବିଜୟ ଆନନ୍ଦ।  ୧୯୯୮ ମସିହାରେ  କାଜୋଲ ଓ ଅଜୟ ଦେବଗନଙ୍କ ଫିଲ୍ମ ‘ପ୍ୟାର୍‌ ତୋ ହୋନା ହି ଥା’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ କାଜୋଲଙ୍କ  ଭାବୀ ସ୍ୱାମୀ  ରାହୁଲ ଚରିତ୍ରରେ ନଜର ଆସିଥିଲେ ବିଜୟ ଆନନ୍ଦ। ଏବେ ୨୦ ବର୍ଷପରେ ହୁଏତ କାଜୋଲ ଯେମିତି ସେମିତି । କିନ୍ତୁ ବିଜୟଙ୍କୁ ଦେଖିଲେ ହୁଏତ କେହି କହି ପାରିବେନି ସେ ରାହୁଲ କି  ଆଉ କିଏ।

ମୁମ୍ବାଇରେ ଜନ୍ମିତ  ବିଜୟ ଆନନ୍ଦ ସମୟକ୍ରମେ ଅଭିନୟ ଦୁନିଆରୁ ବିଦାୟ ନେଇଗଲେ  କାହିଁକି ନା ବିଜୟଙ୍କ ଅଭିନୟ କ୍ୟାରିୟର ଏତେ ଭଲ ଚାଲି ନ ଥିଲା। ଏକ ସାକ୍ଷତକାରରେ ସେ ଏହି ବିଷୟରେ କହିଥିଲେ। ସେ କହିଥିଲେ, ମୋ ଫିଲ୍ମ ‘ଫ୍ୟାର୍‌ ତୋ ହୋନା ହି ଥା’ ହିଟ୍‌ ହେବା ପରେ  ମୋତେ ପାଖା ପାଖି ୨୨ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। କିନ୍ତୁ ମୁଁ ସବୁବେଳେ ଅଶାନ୍ତି ଭିତରେ ରହୁଥିଲି। ତେଣୁ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ମନ ବଳାଇ ସାରିଥିଲି। ମୁଁ ଜୀବନର ଗରିବି ଓ ସଂଘର୍ଷ ସବୁ ଦେଖିଛି। ଅଭିନୟ ଦୁନିଆରେ କିଛି ଲୋକପ୍ରିୟତା ମଧ୍ୟ ହାସଲ କରିଛି। କିନ୍ତୁ ମୋତେ ଲାଗିଲା ଏସବୁ ନିରର୍ଥକ ତେଣୁ  ଏହି ସବୁ ପରିସ୍ଥିତିରେ ମୋ ମନ ଶାନ୍ତି ଖୋଜୁଥିଲା। ଏମିତିରେ ମୁଁ ଯୋଗ ଓ ଆଧ୍ୟାତ୍ମିକ ଆଡକୁ ପାଦ ବଢାଇଲି। ସେ ଗୋଲ୍ଡେନ୍‌ ବ୍ରିଜ୍‌ ଯୋଗରୁ ଯୋଗାଭ୍ୟାସର ପ୍ରଶିକ୍ଷଣ ନେଇଥିଲେ। ଆଜି ବିଜୟ ଜଣେ ପ୍ରତିଷ୍ଠିତ ଯୋଗ ଶିକ୍ଷକ।

ବିଜୟ ଆନନ୍ଦ ଅଭିନୟ ଦୁନିଆରୁ ବିଦାୟ ନେଇଗଲା ପରେ ପୁଣି ସେ ଏକ ଟିଭି ଧାରାବାହିକ ମାଧ୍ୟମରେ କମ୍‌ ବ୍ୟାକ୍‌ କରିଥିଲେ ।  ସେ ଟିଭି ସିରିଏଲ୍‌ ‘ସିୟା କି ରାମ୍‌’ରେ ରାଜା ଜନକ ହୋଇଥିଲେ।

ଅଭିନେତ୍ରୀଙ୍କୁ କରିଥିଲେ ବିବାହ: ବିଜୟ ବିବାହିତ।  ସେ ମରାଠି ଫିଲ୍ମ ଓ ଟିଭି ଅଭିନେତ୍ରୀ ସୋନାଲୀ ଖେର୍‌ଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ଝିଅ ବି ଅଛନ୍ତି। ତାଙ୍କ ନାଁ ସନାୟା ଆନନ୍ଦ।

ନିଜକୁ ପରିବର୍ତ୍ତନ କରିଥିଲେ: କଥା ହେଉଛି ୨୬ ବର୍ଷ ବୟସରେ  ସେ ଆଣ୍ଠୁ ଗଣ୍ଠି ଦର୍ଜ ରୋଗରେ ଆକ୍ରାନ୍ତ ହୋଇଥିଲେ।  ସେ ଚିନ୍ତା କଲେ ଯେ, ଯୋଗ କରି ନିଜକୁ ସୁସ୍ଥ ରଖିବେ। ତା’ପରେ ସେ ନିଜ ଶରୀର ସୁସ୍ଥ ରଖିବା ସହ ନିଜ ଲୁକ୍‌ରେ ବି ପରିବର୍ତ୍ତନ ଆଣିଥିଲେ।

ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍‌ ଆକ୍ଟିଭ୍‌ ବିଜୟ: ବିଜୟ ସୋସିଆଲ ମିଡ଼ିଆରେ ଖାସ୍‌ କରି ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି।

ଟିଭି ଦୁନିଆରେ ଅଫର: ଟିଭି ଦୁନିଆରେ କମ୍‌ବ୍ୟାକ୍‌ କରିବା ପରେ ତାଙ୍କୁ ଏବେ ଟିଭି ସିରିଏଲ୍‌ରେ ଅଭିନୟ କରିବା ପାଇଁ ଆହୁରି ଅନେକ ଅଫର ଆସୁଛି। କିଛିଦିନ ପୂର୍ବରୁ କପୁର ଘୋଷଣା କରିଥିଲେ ‘କଭି ଖୁସି ଗମ୍‌ ନାମକ’ ଏକ ସିରିଏଲ୍‌ ପ୍ରସ୍ତୁତ କରିବେ।  ସେଥିରେ ବିଜୟ ଆନନ୍ଦଙ୍କୁ କାଷ୍ଟ କରାଯିବାର ଯୋଜନା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story