ନୂଆ ଲୁକ୍‌ରେ ରେଖା

ମୁମ୍ବାଇ: ରେଖା ନିଜ ଫିଲ୍ମ ପାଇଁ ଯେତେ ପ୍ରସିଦ୍ଧ ନିଜ ଷ୍ଟାଇକୁ ନେଇ ତା’ଠାରୁ ଅଧିକ ପ୍ରସିଦ୍ଧ। ସବୁବେଳେ କାଞ୍ଜିବରମ୍‌ ଶାଢୀରେ ଦେଖିବାକୁ ମିଳୁଥିବା ରେଖାଙ୍କୁ କିଚିଦିନ ପୂର୍ବେ ଶାଢୀ ସହ ସ୍ପୋର୍ଟ୍ସ ଜୋତାରେ ଦେଖିବାକୁ ମିଳିଥିଲା। ରେଖା ଯେତେବେଳେ ଏୟାପୋର୍ଟରୁ ବାହାରକୁ ଆସୁଥିଲେ ତାଙ୍କର ଏହି ଫଟୋ ନିଆଯାଇଥିଲା। ଏହି ସମୟରେ ରେଖା ସନ୍‌ଗ୍ଲାସ୍‌ ଲଗାଇଥିଲେ।

rekha

rekha

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 10:17 PM IST

Sports

Latest News

ମୁମ୍ବାଇ: ରେଖା ନିଜ ଫିଲ୍ମ ପାଇଁ ଯେତେ ପ୍ରସିଦ୍ଧ ନିଜ ଷ୍ଟାଇକୁ ନେଇ ତା’ଠାରୁ ଅଧିକ ପ୍ରସିଦ୍ଧ। ସବୁବେଳେ କାଞ୍ଜିବରମ୍‌ ଶାଢୀରେ ଦେଖିବାକୁ ମିଳୁଥିବା ରେଖାଙ୍କୁ କିଚିଦିନ ପୂର୍ବେ ଶାଢୀ ସହ ସ୍ପୋର୍ଟ୍ସ ଜୋତାରେ ଦେଖିବାକୁ ମିଳିଥିଲା।

ରେଖା ଯେତେବେଳେ ଏୟାପୋର୍ଟରୁ ବାହାରକୁ ଆସୁଥିଲେ ତାଙ୍କର ଏହି ଫଟୋ ନିଆଯାଇଥିଲା। ଏହି ସମୟରେ ରେଖା ସନ୍‌ଗ୍ଲାସ୍‌ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos