ଓସ୍କାର ପୁରସ୍କାର: ହଲିଉଡ୍‌ ଫିଲ୍ମ ‘ମୁନ ଲାଇଟ’ ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ୨୦୧୬ ପାଇଁ ଓସ୍କାର ପୁରସ୍କାର ଘୋଷଣା ହୋଇଛି। ଫିଲ୍ମ ‘ମୁନ ଲାଇଟ’କୁ ଚଳିତବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିଛି। ଇମା ଷ୍ଟୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି। ଫିଲ୍ମ‘ ଲାଲା ଲ୍ୟାଣ୍ଡ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଫିଲ୍ମ ‘ମଞ୍ଚେଷ୍ଟର ବାଇ ଦି ସି’ ପାଇଁ କ୍ୟାସେ ଆଫ୍ଲେକଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଶ୍ରେଷ୍ଠ ଯୁବ ନିର୍ଦ୍ଦେଶକ ଭାବେ ଡାମିଏନ୍‌ ଛାଜେଲଙ୍କୁ ପୁରସ୍କୃତ କରାଯାଇଛି। ଚଳିତବର୍ଷ ଫିଲ୍ମ ‘ଲାଲା ଲ୍ୟାଣ୍ଡ’ […]

moon ligt

moon ligt

Rakesh Mallick
  • Published: Monday, 27 February 2017
  • Updated: 27 February 2017, 02:46 PM IST

Sports

Latest News

ମୁମ୍ବାଇ: ୨୦୧୬ ପାଇଁ ଓସ୍କାର ପୁରସ୍କାର ଘୋଷଣା ହୋଇଛି। ଫିଲ୍ମ ‘ମୁନ ଲାଇଟ’କୁ ଚଳିତବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିଛି।

ଇମା ଷ୍ଟୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି। ଫିଲ୍ମ‘ ଲାଲା ଲ୍ୟାଣ୍ଡ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଫିଲ୍ମ ‘ମଞ୍ଚେଷ୍ଟର ବାଇ ଦି ସି’ ପାଇଁ କ୍ୟାସେ ଆଫ୍ଲେକଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଶ୍ରେଷ୍ଠ ଯୁବ ନିର୍ଦ୍ଦେଶକ ଭାବେ ଡାମିଏନ୍‌ ଛାଜେଲଙ୍କୁ ପୁରସ୍କୃତ କରାଯାଇଛି।

ଚଳିତବର୍ଷ ଫିଲ୍ମ ‘ଲାଲା ଲ୍ୟାଣ୍ଡ’ ୬ଟି ବିଭାଗରେ ପୁରସ୍କାର ହାତେଇ ନେଇଥିବା ବେଳେ ‘ମୁନ୍ ଲାଇଟ’ ଏବଂ ‘ହକସ ରିଜ୍‌’ ଦୁଇଟି ଲେଖାଏଁ ପୁରସ୍କାର ହାସଲ କରିଛନ୍ତି।

ବଲିଉଡର ଚୁଲବୁଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରୋ ୮୯ତମ ଓସ୍କାର ପୁରସ୍କାର ଉତ୍ସବରେ ରେଡ୍‌ କାର୍ପେଟରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story