ଓଡ଼ିଶା ସିନେଆର୍ଟିଷ୍ଟ ଆସୋସିଏସନ୍‌ର ବାର୍ଷିକୋତ୍ସବ; ପ୍ରଶାନ୍ତ ନନ୍ଦଙ୍କୁ ଭୂମିପୁତ୍ର ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଓଡ଼ିଶା ସିନେଆର୍ଟିଷ୍ଟ ଆସୋସିଏସନ୍‌ର ୧୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସିନେମା ପାଇଁ ଜୀବନବ୍ୟାପୀ ଅବଦାନ ପାଇଁ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ଭୂମିପୁତ୍ର ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଦେବୀ ଓ ମନୋରମା ଦେବୀଙ୍କୁ ପେନସନ୍‌ ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ଆକାରରେ ସେମାନଙ୍କୁ ପ୍ରଦାନ କରିବ ଓଡ଼ିଶା ସିନେ ଆର୍ଟିଷ୍ଟ […]

prasantananda

prasantananda

Rakesh Mallick
  • Published: Monday, 13 March 2017
  • Updated: 13 March 2017, 08:07 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଓଡ଼ିଶା ସିନେଆର୍ଟିଷ୍ଟ ଆସୋସିଏସନ୍‌ର ୧୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସିନେମା ପାଇଁ ଜୀବନବ୍ୟାପୀ ଅବଦାନ ପାଇଁ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ଭୂମିପୁତ୍ର ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଦେବୀ ଓ ମନୋରମା ଦେବୀଙ୍କୁ ପେନସନ୍‌ ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ଆକାରରେ ସେମାନଙ୍କୁ ପ୍ରଦାନ କରିବ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍‌। ଏହି ଉତ୍ସବରେ ସିନେ ଜଗତର ସମସ୍ତ କଳାକାର ଯୋଗଦେବା ସହିତ ନୃତ୍ୟ, ସଂଗୀତ ଓ କେମଡି ପରିବେଷଣ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos