ଓଡିଶାରେ ଆଇଟମ୍ ଗାର୍ଲ ରାକ୍ଷୀ ସାୱନ୍ତ

ଭୁବନେଶ୍ୱର: ଓଡିଶାରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ନିର୍ମାଣାଧୀନ ଓଡିଆ ଫିଲ୍ମ ‘ଗଡ ଫ।ଦର’ର ଏକ ଆଇଟମ୍ ସଙ୍ଗ୍ ସୁଟିଂ ପାଇଁ ରାକ୍ଷୀ ଓଡିଶା ଆସିଛନ୍ତି। ରବିବାର ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବା ପରେ ରାକ୍ଷୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ତିନି ଦିନ ଧରି ରାକ୍ଷୀ ଓଡିଶାରେ ରହି ସୁଟିଂ କରିବେ।

Rakhi_Sawant

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 01:53 PM IST

Related story