୮୦ ବର୍ଷରେ ଏମିତି ଦେଖାଯିବେ ବି ଟାଉନ୍‌ର ଏହି ସେଲେବ୍ରିଟି

ମୁମ୍ବାଇ: ପୁରୁଷ ହୁଅନ୍ତୁ ବା ମହିଳା, ପ୍ରାୟ ସମସ୍ତେ ନିଜ ବୟସ ଲୁଚାଇବାକୁ ପସନ୍ଦ କରନ୍ତି। ଯାହାକୁ ଯେତେ ବୟସ ହୋଇଥାଏ, ସେ ସେଥିରୁ ଟିକେ କମ୍ ବୟସର ଦେଖାଯିବା ପାଇଁ ପ୍ରୟାସ କରନ୍ତି। ବଲିଉଡ୍‌ ସେଲେବ୍ରିଟିମାନେ ତ ଏ କ୍ଷେତ୍ରରେ ସର୍ବାଗ୍ରେ ରହନ୍ତି। ବିଶେଷ କରି ଅଭିନେତ୍ରୀଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ସେମାନେ ସବୁବେଳେ ହେଭି ମେକ୍‌ଅପ୍‌ ଦ୍ୱାରା ନିଜ ବୟସକୁ ଲୁଚାଇବାକୁ ଚେଷ୍ଟା କରନ୍ତି। ତେଣୁ ବୁଢ଼ୀ ହେଲେ ସେମାନେ କେମିତି […]

sonam-20

sonam-20

Niharika Rout
  • Published: Monday, 15 July 2019
  • Updated: 15 July 2019, 01:34 PM IST

Sports

Latest News

ମୁମ୍ବାଇ: ପୁରୁଷ ହୁଅନ୍ତୁ ବା ମହିଳା, ପ୍ରାୟ ସମସ୍ତେ ନିଜ ବୟସ ଲୁଚାଇବାକୁ ପସନ୍ଦ କରନ୍ତି। ଯାହାକୁ ଯେତେ ବୟସ ହୋଇଥାଏ, ସେ ସେଥିରୁ ଟିକେ କମ୍ ବୟସର ଦେଖାଯିବା ପାଇଁ ପ୍ରୟାସ କରନ୍ତି। ବଲିଉଡ୍‌ ସେଲେବ୍ରିଟିମାନେ ତ ଏ କ୍ଷେତ୍ରରେ ସର୍ବାଗ୍ରେ ରହନ୍ତି। ବିଶେଷ କରି ଅଭିନେତ୍ରୀଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ସେମାନେ ସବୁବେଳେ ହେଭି ମେକ୍‌ଅପ୍‌ ଦ୍ୱାରା ନିଜ ବୟସକୁ ଲୁଚାଇବାକୁ ଚେଷ୍ଟା କରନ୍ତି। ତେଣୁ ବୁଢ଼ୀ ହେଲେ ସେମାନେ କେମିତି ଦେଖାଯିବେ, ସେ କଥା ସେମାନେ କେବେ ବି କଳ୍ପନା କରିବାକୁ ଚାହିଁବେନି କି ସ୍ୱପ୍ନରେ ମଧ୍ୟ ଦେଖିବାକୁ ଚାହିଁବେନି। ତେବେ ଏ କ୍ଷେତ୍ରରେ ସୋନମ୍‌ କପୁର ପୂରା ଭିନ୍ନ।

ବି ଟାଉନ୍‌ର ଏହି ମୋଷ୍ଟ୍‌ ଷ୍ଟାଇଲିଶ୍‌ ହିରୋଇନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ (ଉପରେ ଥିବା ଫଟୋ) ଶେଆର କରିଛନ୍ତି, ଯାହାକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏହା ତାଙ୍କ ଫଟୋ। ତେବେ ତାଙ୍କର କୌଣସି ନୂଆ ଫିଲ୍ମର ଲୁକ୍‌ ନୁହେଁ। ସୋନମ  ୭୫-୮୦ ବର୍ଷର ହୋଇଗଲେ କିପରି ଦେଖାଯିବେ, ଏହା ହେଉଛି ତାହାରି ଫଟୋ।

ପ୍ରକୃତରେ କିଛି ଦିନ ତଳେ ସୋନମଙ୍କ ଜଣେ ଫ୍ୟାନ୍‌ ଏହି ଫଟୋଟି ଶେଆର କରିଥିଲେ। ଏହି ଫଟୋର କ୍ୟାପସନ୍‌ରେ ସେ ଲେଖିଥିଲେ, ବୁଢ଼ୀ ହୋଇଗଲେ ବି ସୋନମ ବାସ୍ତବରେ ଖୁବ୍‌ ସୁନ୍ଦର ଦେଖାଯିବେ। ପୂରା ବିୟୁଟି କୁଇନ୍‌। ସୋନମ ଏହି ଫଟୋଟି ଦେଖି ବେଶ୍ ଖୁସି ହୋଇଥିଲେ ଓ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ।

ସୂଚନାଯୋଗ୍ୟ, ସୋନମ ଏବେ ଅପ୍‌ କମିଙ୍ଗ୍ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ରେ କାମ କରୁଛନ୍ତି। ଅନୁଜା ଚୌହାନଙ୍କ ଲିଖିତ ପୁସ୍ତକ ‘ଜୋୟା ଫ୍ୟାକ୍ଟର’ ଉପରେ ଫିଲ୍ମଟି ଆଧାରିତ। ଏହି ଫିଲ୍ମରେ ସୋନମଙ୍କ ଅପୋଜିଟ୍‌ରେ ସାଉଥ୍‌ ସୁପରଷ୍ଟାର ଦୁଲ୍‌କର୍‌ ସଲମାନ ଅଭିନୟ କରିବେ। ଏହାର ନିର୍ଦ୍ଦେଶନା ଦେବେ ଅଭିଷେକ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story