ଚିହ୍ନା ଚିହ୍ନା ଲାଗୁଛି କି ଏହି ଚେହେରା? କହିଲେ ଦେଖି ଇଏ କିଏ

ମୁମ୍ବାଇ: ଦେଖିବାକୁ ଟିକେ ଅଜବ। ଗୋଟିଏ ଆଖି ଦେଖାଯାଉଛି। ଆଉଏକ ଆଖି ଲୁଚି ରହିଛି ପଗଡ଼ି ତଳେ। ନିଶ ଦାଢ଼ି ପାଚି ଯାଇଛି। ଚେହେରା ସଂପୂର୍ଣ୍ଣ ବୁଢ଼ାଟିଏ ପରି। ବୟସ ୬୦ ପାର ହେଇଥିବ ନିଶ୍ଚୟ। ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଫଟୋ। ଫଟୋଟି ଦେଖିଥିବା ଲୋକେ ବହୁତ କମେଣ୍ଟ ମଧ୍ୟ ଦେଉଛନ୍ତି। ଏହାର କାରଣ, ଫଟୋ ଦିଶୁଛି ଅବିକଳ ବିଗ୍‌-ବି ଅମିତାଭ ବଚ୍ଚନଙ୍କ ପରି। ଫଟୋଟି ଅମିତାଭ୍‌ଙ୍କ ପରି ଦିଶୁଛି ନା […]

amitav

amitav

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 02:33 PM IST

Sports

Latest News

ମୁମ୍ବାଇ: ଦେଖିବାକୁ ଟିକେ ଅଜବ। ଗୋଟିଏ ଆଖି ଦେଖାଯାଉଛି। ଆଉଏକ ଆଖି ଲୁଚି ରହିଛି ପଗଡ଼ି ତଳେ। ନିଶ ଦାଢ଼ି ପାଚି ଯାଇଛି। ଚେହେରା ସଂପୂର୍ଣ୍ଣ ବୁଢ଼ାଟିଏ ପରି। ବୟସ ୬୦ ପାର ହେଇଥିବ ନିଶ୍ଚୟ। ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଫଟୋ। ଫଟୋଟି ଦେଖିଥିବା ଲୋକେ ବହୁତ କମେଣ୍ଟ ମଧ୍ୟ ଦେଉଛନ୍ତି। ଏହାର କାରଣ, ଫଟୋ ଦିଶୁଛି ଅବିକଳ ବିଗ୍‌-ବି ଅମିତାଭ ବଚ୍ଚନଙ୍କ ପରି। ଫଟୋଟି ଅମିତାଭ୍‌ଙ୍କ ପରି ଦିଶୁଛି ନା ଏହା ସତରେ ତାଙ୍କ ଫଟୋ ତାକୁ ନେଇ ଦୁଇପ୍ରକାର ମତ ଆସୁଛି। କିଏ କହୁଛି ଫଟୋଟି ଅସିଲି ତ କିଏ କହୁଛି ନକଲି। ତାକୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି କମେଣ୍ଟ ଯୁଦ୍ଧ।

amitabସେମିତିରେ ବି ଅଭିନେତାମାନେ ନିଜ ଚରିତ୍ରକୁ ଆଧାର କରି ବେଳେବେଳେ ଏମିତି ଲୁକ୍‌ ନେଇଥାନ୍ତି, ଯେଉଁଥିରେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼େ। ଯଦି ଆପଣ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପା’ ଦେଖିଥିବେ ଏହା ନିଶ୍ଚିତ ଜାଣି ପାରୁଥିବେ। ଫିଲ୍ମ ଉପରେ ଧାରଣା ରଖୁ ନଥିବା ଲୋକେ ଯଦି ‘ପା’ରେ ଅମିତାଭଙ୍କ ମେକ୍‌ଅପ୍‌ ଦେଖିବେ କେବେବି ଭାବି ନଥିବେ, ବ୍ୟକ୍ତି ଜଣଙ୍କ ହେଉଛନ୍ତି ନିଜେ ବିଗ୍‌-ବି। କେବଳ ଅମିତାଭ ନୁହଁନ୍ତି, ଏମିତି ବହୁ କଳାକାର ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ଲୁକ୍‌ ଚେଞ୍ଜ କରିଥାନ୍ତି।

ଏହାକୁ ଆଧାର କରି କିଛି ସୋସିଆଲ ମିଡିଆର କିଛି ୟୁଜର କହୁଛନ୍ତି, ଭାଇରାଲ ହେଉଥିବା ଫଟୋଟି ଅମିତାଭ ବଚ୍ଚନଙ୍କର। ଏହା ସୁଟିଂ ଚାଲିଥିବା ତାଙ୍କ ନୂଆ ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ବଚ୍ଚନଙ୍କ ନୂଆ ଲୁକ୍। କାରଣ ଏମିତି ଲୁକ୍‌ ଦେବା ଅମିତାଭଙ୍କ ପାଇଁ କିଛି ବଡ଼କଥା ନୁହେଁ। କିଛି ସୋସିଆଲ ମିଡିଆ ୟୁଜର କହୁଛନ୍ତି, ଅସୁସ୍ଥ ହୋଇ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ଫିଲ୍ମର ସୁଟିଂ ବନ୍ଦ କରିଥିବା ଅମିତାଭ ପୁଣି ସେଟ୍‌କୁ ଫେରିଛନ୍ତି। ଏହା ହେଉଛି ସେହି ଫିଲ୍ମରେ ତାଙ୍କ ଚରିତ୍ରର ନୂଆ ଲୁକ୍‌।

amitabh-bachchanବହୁ ଖୋଳତାଡ଼ ପରେ, ଶେଷରେ ଚର୍ଚ୍ଚାରେ ଥିବା ଏ ଫଟୋଟିର ଅସଲ ଗୁମର କିଛି ଲୋକ ଖୋଜି ବାହାର କରିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅମିତାଭ ବଚ୍ଚନଙ୍କ ପରି ଅବିକଳ ଦିଶୁଥିବା ଏ ଫଟୋରେ ବାସ୍ତବରେ ତାଙ୍କର ନୁହେଁ। ଫଟୋଟି ଆଫଗାନିସ୍ତାନରେ ଜଣେ ଶରଣାର୍ଥୀଙ୍କର ବୋଲି ଜଣାପଡ଼ିଛି। ଷ୍ଟିଭ୍‌ ମେକରୀ ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଫଟୋ ସହ ଜଡ଼ିତ ସମସ୍ତ ତଥ୍ୟ ରହିଛି। ସେଥିରେ ଲେଖା ହୋଇଛି, ଫଟୋଟି ହେଉଛି ୬୮ ବର୍ଷୀୟ ଶାହବାଜଙ୍କର। ପାକିସ୍ତାନ୍‌ର ବେଲୁଚିସ୍ତାନରେ ୧୯୮୧ରେ ଏ ଫଟୋଟି ଉଠାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story