ଦିନେ ଆତ୍ମହତ୍ୟା ପାଇଁ ଚିନ୍ତା କରୁଥିଲେ ଏ.ଆର୍‌ ରହମାନ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍‌ ରହମାନ୍‌ ବିଶ୍ୱର ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଓସ୍କର ବିଜେତା ରହମାନ୍‌ଙ୍କ ଜୀବନରେ କିନ୍ତୁ ଏମିତି ଏକ ସମୟ ଆସିଥିଲା, ଯେବେ ବଞ୍ଚିବା ପାଇଁ ତାଙ୍କର ସମସ୍ତ ମୋହ ଛାଡ଼ି ଯାଇଥିଲା। ଏପରିକି ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରୁଥିଲେ। ଗତ ଶନିବାର ଉନ୍ମୋଚିତ ରହମାନ୍‌ଙ୍କ ବାୟୋଗ୍ରାଫି ‘Notes of a Dream: The Authorized Biography […]

rehemaan

rehemaan

Chinmayee Roy
  • Published: Monday, 05 November 2018
  • Updated: 05 November 2018, 02:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍‌ ରହମାନ୍‌ ବିଶ୍ୱର ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି।

ଓସ୍କର ବିଜେତା ରହମାନ୍‌ଙ୍କ ଜୀବନରେ କିନ୍ତୁ ଏମିତି ଏକ ସମୟ ଆସିଥିଲା, ଯେବେ ବଞ୍ଚିବା ପାଇଁ ତାଙ୍କର ସମସ୍ତ ମୋହ ଛାଡ଼ି ଯାଇଥିଲା। ଏପରିକି ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରୁଥିଲେ। ଗତ ଶନିବାର ଉନ୍ମୋଚିତ ରହମାନ୍‌ଙ୍କ ବାୟୋଗ୍ରାଫି ‘Notes of a Dream: The Authorized Biography of A.R. Rahman’ ରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରହମାନ୍‌ ଏକ ନିର୍ଦ୍ଦିଷ୍ଟ ସମୟରେ ନିଜକୁ ସବୁଠୁ ଅସଫଳ ବ୍ୟକ୍ତି ବୋଲି ମାନୁଥିଲେ। ଆଉ ଏହି ଭାବନା ତାଙ୍କୁ ଏତେମାତ୍ରାରେ ଭାଙ୍ଗି ଦେଇଥିଲା ଯେ ସେ 'ଡିପ୍ରେଶନ୍‌'କୁ ଚାଲି ଯାଇଥିଲେ। ଏପରିକି ଏହି ମାନସିକ ଅବସାଦ ଯୋଗୁ ସେ ସେତେବେଳେ ପ୍ରତିଦିନ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ତେବେ ଜୀବନର ଏହି କଠିନ ସମୟକୁ ଅତିକ୍ରାନ୍ତ କରିଥିବାରୁ ଏବେ ସେ ବେଶ୍‌ ମଜଭୁତ୍‌ ହୋଇପାରିଛନ୍ତି। ବହିରେ  'ଏଆର୍'  ନିଜ ଜୀବନର ଏହି ସମୟ ଓ ଅନ୍ୟ ବହୁ ଘଟଣା ସମ୍ପର୍କରେ କହିଛନ୍ତି। ଏହି ବହିକୁ କୃଷ୍ଣା ତ୍ରିଲୋକ ଲେଖିଛନ୍ତି।

ନିଜ ବାୟୋଗ୍ରାଫିରେ ରହମାନ୍‌ କହିଛନ୍ତି ଯେ ତାଙ୍କୁ୨୫ ବର୍ଷ ହେବା ପର୍ଯ୍ୟନ୍ତ ସେ ଆତ୍ମହତ୍ୟାର ଚିନ୍ତା କରୁଥିଲେ। କାରଣ ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ଘଟି ସାରିଥିଲା ଏବଂ ସେ ଏକ ପ୍ରକାରର ଏକା ହୋଇଯାଇଥିଲେ, ନିଜକୁ ବେସାହାରା ମନେ କରୁଥିଲେ। ତାଙ୍କ ସହ ଅନେକ କିଛି ଘଟୁଥିଲା। ଏପରିକି ସେ ଅଧିକ ଫିଲ୍ମ ମଧ୍ୟ କରିପାରୁ ନଥିଲେ। ତାଙ୍କୁ ସେତେବେଳେ ୩୫ଟି ଫିଲ୍ମର ଅଫର ମିଳିଥିଲା, ହେଲେ ସେ ମାତ୍ର ୨ଟିରେ ହିଁ କାମ କରିଥିଲେ। ତେବେ ସମୟକ୍ରମେ ଏହି ଚାପ ଓ ଜୀବନର ଗତିଶୀଳତା ତାଙ୍କୁ ଭୟଶୂନ୍ୟ କରିଦେଇଥିଲା।

ଏହି ପ୍ରସିଦ୍ଧ ସଙ୍ଗୀତଜ୍ଞ ତାଙ୍କ ଜୀବନୀ ପୁସ୍ତକରେ କହିଛନ୍ତି, ମୃତ୍ୟୁ ସୁନିଶ୍ଚିତ । ପୃଥିବୀରେ ଯେଉଁ ବି ଜିନିଷ ଆସୁଛି ତାହାର ଅନ୍ତିମ ତିଥି ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି, ତା'ହେଲେ ଆଉ କ’ଣ ଡର!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story