ଏହି କଳାକାରଙ୍କ ଖାଇବା ପିଇବାର ଧ୍ୟାନ ରଖନ୍ତି ରଜନୀକାନ୍ତ

ମୁମ୍ବାଇ: ତେଲୁଗୁ ତଥା ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ କଳାକାର ରଜନୀକାନ୍ତ। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘କାଲା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ସମୟରେ ସେ ଜଣେ କଳାକାରଙ୍କର ସ୍ୱତନ୍ତ୍ର ଧ୍ୟାନ ରଖୁଥିବାର ଖବର ମିଳୁଛି। ସେ କିଏ ଜାଣନ୍ତି? ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ‘କାଲା’ ଫିଲ୍ମରେ ତାଙ୍କର ସାଥୀ କଳାକାର ପଂକଜ ତ୍ରିପାଠୀ। ଫିଲ୍ମ ‘କାଲା’ରେ ରଜନୀକାନ୍ତ ଓ ପଂକଜକୁ ଦେଖିବାକୁ ମିଳିବ। ଫିଲ୍ମରେ ପଂକଜ ଜଣେ ପୁଲିସ […]

rajini---exlarge

rajini---exlarge

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 04:13 PM IST

Sports

Latest News

ମୁମ୍ବାଇ: ତେଲୁଗୁ ତଥା ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ କଳାକାର ରଜନୀକାନ୍ତ। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘କାଲା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ସମୟରେ ସେ ଜଣେ କଳାକାରଙ୍କର ସ୍ୱତନ୍ତ୍ର ଧ୍ୟାନ ରଖୁଥିବାର ଖବର ମିଳୁଛି। ସେ କିଏ ଜାଣନ୍ତି? ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ‘କାଲା’ ଫିଲ୍ମରେ ତାଙ୍କର ସାଥୀ କଳାକାର ପଂକଜ ତ୍ରିପାଠୀ। ଫିଲ୍ମ ‘କାଲା’ରେ ରଜନୀକାନ୍ତ ଓ ପଂକଜକୁ ଦେଖିବାକୁ ମିଳିବ। ଫିଲ୍ମରେ ପଂକଜ ଜଣେ ପୁଲିସ କର୍ମଚାରୀଙ୍କ ଭୂମିକାରେ ନଜର ଆସିବେ।
ପଂକଜ କହିଛନ୍ତି, “ରଜନୀ ସାରଙ୍କ ସହ ଅଭିନୟ କରିବାର ଅନୁଭୂତି ନିଆରା । ସେ ବହୁତ ନମ୍ର। ସେ ସବୁବେଳେ ଏ କଥାର ଧ୍ୟାନ ରଖନ୍ତି ଯେ ମୁଁ ଠିକ୍‌ ସମୟରେ ଖାଇଲି କି ନାହିଁ। ଆମେ ଅଭିନୟ, ଆଧ୍ୟାତ୍ମିକତା ଏବଂ ଫିଲ୍ମ ଉଦ୍ୟୋଗ ବିଷୟରେ ଆଲୋଚନା କରୁ। ”
ସେ ଆହୁରି କହିଛନ୍ତି “ରଜନୀ କ୍ୟାମେରା ସାମ୍ନାରେ ପୂରା ଭିନ୍ନ। ତାଙ୍କ ସହ କାମ କରି ମୁଁ ବହୁତ କିଛି ଶିଖିଲି। ମୁଁ ଜାଣିଥିଲି ଦିନେ ମୁଁ ଏମିତି ଏକ ଫିଲ୍ମର ଅଂଶ ହେବି ଯେଉଁଥିରେ ମୋତେ ଏମିତି ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହ କାମ କରିବାର ସୁଯୋଗ ମିଳିବ। ତେଣୁ ଯେତେବେଳେ ମୋତେ ଏ ଫିଲ୍ମ କରିବାର ପ୍ରସ୍ତାବ ମିଳିଲା ମୁଁ ତୁରନ୍ତ ହଁ କହିଦେଲି। ”
‘କାଲା’ ଫିଲ୍ମ ୨୭ ଏପ୍ରିଲରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହେଉଛନ୍ତି ପା.ରଞ୍ଜିତ। ପିଲ୍ମରେ ନାନା ପାଟକର ଓ ହୁମା କୁରେସିଙ୍କୁ ମଧ୍ୟ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story