ମନୋଜ ବାଜପେୟୀଙ୍କ ଜୋତା ନେଇ ଯାଇଥିଲେ ପଙ୍କଜ

ମୁମ୍ବାଇ: ମନୋଜ ବାଜପେୟୀ ହେଉଛନ୍ତି ବଲିଉଡ୍‌ର ଅନ୍ୟତମ ଦକ୍ଷ ଅଭିନେତା। ଆଉ ତାଙ୍କରି ରାଜ୍ୟ ବିହାରରୁ ଆସିଥିବା ପଙ୍କଜ ତ୍ରିପାଠୀ ମଧ୍ୟ କିଛି କମ୍ ନୁହନ୍ତି। ଆଉ ଆପଣମାନେ ‘ଦ କପିଲ୍ ଶର୍ମା ଶୋ’ର ଆଗାମୀ ଏପିସୋଡ୍‌ରେ ଏ ଦୁହିଁଙ୍କୁ ଏକାଠି ଦେଖିପାରିବେ। ଆପଣମାନେ ବୋଧହୁଏ ଜାଣିଥିବେ, ମନୋଜଙ୍କୁ ଗୁରୁ ଭଳି ମାନନ୍ତି ପଙ୍କଜ। ସେ ତାଙ୍କୁ ବହୁତ ଭଲ ପାଆନ୍ତି। ଶୋ’ରେ ବି ଏହା ଦେଖିବାକୁ ମିଳିଥିଲା। ଶୋ’ରେ କଥାବାର୍ତ୍ତା ବେଳେ କପିଲ୍ ଶର୍ମା ଏକ […]

70

70

Jitendra Garnayak
  • Published: Friday, 20 September 2019
  • Updated: 20 September 2019, 02:07 PM IST

Sports

Latest News

ମୁମ୍ବାଇ: ମନୋଜ ବାଜପେୟୀ ହେଉଛନ୍ତି ବଲିଉଡ୍‌ର ଅନ୍ୟତମ ଦକ୍ଷ ଅଭିନେତା। ଆଉ ତାଙ୍କରି ରାଜ୍ୟ ବିହାରରୁ ଆସିଥିବା ପଙ୍କଜ ତ୍ରିପାଠୀ ମଧ୍ୟ କିଛି କମ୍ ନୁହନ୍ତି। ଆଉ ଆପଣମାନେ ‘ଦ କପିଲ୍ ଶର୍ମା ଶୋ’ର ଆଗାମୀ ଏପିସୋଡ୍‌ରେ ଏ ଦୁହିଁଙ୍କୁ ଏକାଠି ଦେଖିପାରିବେ। ଆପଣମାନେ ବୋଧହୁଏ ଜାଣିଥିବେ, ମନୋଜଙ୍କୁ ଗୁରୁ ଭଳି ମାନନ୍ତି ପଙ୍କଜ। ସେ ତାଙ୍କୁ ବହୁତ ଭଲ ପାଆନ୍ତି। ଶୋ’ରେ ବି ଏହା ଦେଖିବାକୁ ମିଳିଥିଲା।

ଶୋ’ରେ କଥାବାର୍ତ୍ତା ବେଳେ କପିଲ୍ ଶର୍ମା ଏକ ପୁରୁଣା କଥା ମନେ ପକାଇ ପଙ୍କଜ କିପରି ମନୋଜ ଜୋତା ନେଇ ଯାଇଥିଲେ କହିଥିଲେ। ଏହି କଥାକୁ ଆଗକୁ ବଢ଼ାଇ ମନୋଜ କହିଥିଲେ ଯେ ‘ଗ୍ୟାଙ୍ଗସ ଅଫ୍‌ ୱାସିପୁର୍‌’ ଫିଲ୍ମର ଶୁଟିଂ ବେଳେ ସେ ଏ ବିଷୟରେ ଜାଣିଥିଲେ। କାରଣ ପଙ୍କଜ ନିଜେ ତାଙ୍କୁ ଏ କଥା କହିଥିଲେ।

ଏ ଘଟଣା ବହୁ ବର୍ଷ ତଳର। ସେତେବେଳେ ପଙ୍କଜ ଫିଲ୍ମ ଦୁନିଆରେ ପାଦ ଥାପି ନଥିଲେ ଓ ବିହାରର ରାଜଧାନୀ ପାଟନାର ହୋଟେଲ୍ ମୟୂରରେ ସେ କିଚେନ୍ ସୁପର୍‌ଭାଇଜର୍ ଭାବେ କାମ କରୁଥିଲେ। ଥରେ କୌଣସି କାମରେ ମନୋଜ ବାଜପେୟୀ ପାଟନା ଆସିଥିବା ବେଳେ ସେହି ହୋଟେଲ୍‌ରେ ରହିଥିଲେ। ତେବେ ହୋଟେଲ୍ ଛାଡ଼ିବା ବେଳେ ସେ ତାଙ୍କ ଚପଲ ଛାଡ଼ି ପଳାଇଥିଲେ। ଆଉ ସେହି ଚପଲକୁ ପଙ୍କଜ ରଖି ନେଇଥିଲେ। ପଙ୍କଜ ଲୋଭରେ ଏହାକୁ ନେଇ ଯାଇ ନଥିଲେ। ସେତେବେଳେ ବି ସେ ମନୋଜଙ୍କ ଆକ୍ଟିଂରେ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ଗୁରୁ ଭଳି ମାନୁଥିଲେ। ସେହି ଚପଲ ପିନ୍ଧି ସେ ଗୁରୁଙ୍କ ଭଳି ହେବାକୁ ଚାହୁଁଥିଲେ।

ଶୋ’ରେ ପଙ୍କଜ କହିଥିଲା,“ଜଣେ କିଚେନ୍ ଷ୍ଟାଫ୍ ଫୋନ୍ କରି ମୋତେ କହିଥିଲେ ଯେ ମନୋଜଜୀ ହୋଟେଲ୍‌ରେ ଅଛନ୍ତି। କାରଣ ସେତେବେଳେ ମୁଁ ଥିଏଟରରେ ଅଭିନୟ କରୁଥିବା ନେଇ କିଚେନ୍‌ର ସବୁ କର୍ମଚାରୀ ଜାଣିଥିଲେ। ତା’ପରେ ମୁଁ ସେମାନଙ୍କୁ କହିଥିଲି ଯେ ଯେତେବେଳେ ମନୋଜଜୀ କିଛି ଖାଇବା ଅର୍ଡର କରିବେ, ତା’ହେଲେ ମୋତେ କହିବ ମୁଁ ଖାଇବା ନେଇ ତାଙ୍କ ରୁମ୍‌କୁ ଯିବି। ଏଭଳି ଭାବେ ମୁଁ ତାଙ୍କୁ ହୋଟେଲ୍‌ରେ ଭେଟିଥିଲି ଓ ଥିଏଟର୍‌ରେ କାମ କରେ ବୋଲି କହିଥିଲି। ପରଦିନ ସେ ପଳାଇ ଯାଇଥିଲେ। କିନ୍ତୁ ତାଙ୍କ ହାୱାଇ ଚପଲ ଛାଡ଼ି ଯାଇଥିଲେ। ହାଉସ୍‌କିପିଂ ସୁପର୍‌ଭାଇଜର୍‌ଙ୍କଠାରୁ ଏ କଥା ଜାଣିବା ପରେ ମୁଁ ତାଙ୍କୁ ଚପଲ ନ ଫେରାଇବା ପାଇଁ କହିଥିଲି ଓ ନିଜେ ନେଇ ଯାଇଥିଲି।”

ଏ କଥା କହିବା ବେଳେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା ଓ ସେ ଏହାକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ମନୋଜଙ୍କ ପ୍ରତି ତାଙ୍କର ଏଭଳି ଭଲ ପାଇବା ଦେଖି ଉପସ୍ଥିତ ଦର୍ଶକ ବହୁତ ଖୁସି ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story