ପରଦାରେ ବେଶ୍ୟା

ସିନେମାରେ ଏମିତି କିଛି ଚରିତ୍ର ଅଛି ଯାହାକୁ ଅଭିନୟରେ ଫୁଟାଇବା  ଖୁବ୍ କଷ୍ଠକର। ସେମିତି କିଛି ଚରିତ୍ର ହେଉଛି ବେଶ୍ୟା, କର୍ଲଗାର୍ଲ ଏବଂ ରକ୍ଷିତା। ଯୌନକର୍ମୀ ବା ସେକ୍ସ ୱାର୍କର ଚରିତ୍ରକୁ ନେଇ ବଲିଉଡରେ ଅନେକ ସିନେମା ତିଆରି ହୋଇଛି। କେବେ ବିଦ୍ୟାବାଲନ ତ’ କେବେ କରୀନା କପୁର ଏହି  ଚରିତ୍ରରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁପାରିଛନ୍ତି। ଏହିପରିପ୍ରକ୍ଷୀରେ ଆସନ୍ତା ଏପ୍ରିଲରେ ବିଦ୍ୟାବାଲନଙ୍କ ଅଭିନୀତ ‘ବେଗମ ଜାନ’ ରିଲିଜ୍ ହେବାକୁ ଯାଉଛି। ଏଥିରେ ସେ […]

cenema

cenema

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 09:22 PM IST

Sports

Latest News

ସିନେମାରେ ଏମିତି କିଛି ଚରିତ୍ର ଅଛି ଯାହାକୁ ଅଭିନୟରେ ଫୁଟାଇବା  ଖୁବ୍ କଷ୍ଠକର। ସେମିତି କିଛି ଚରିତ୍ର ହେଉଛି ବେଶ୍ୟା, କର୍ଲଗାର୍ଲ ଏବଂ ରକ୍ଷିତା। ଯୌନକର୍ମୀ ବା ସେକ୍ସ ୱାର୍କର ଚରିତ୍ରକୁ ନେଇ ବଲିଉଡରେ ଅନେକ ସିନେମା ତିଆରି ହୋଇଛି। କେବେ ବିଦ୍ୟାବାଲନ ତ’ କେବେ କରୀନା କପୁର ଏହି  ଚରିତ୍ରରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁପାରିଛନ୍ତି। ଏହିପରିପ୍ରକ୍ଷୀରେ ଆସନ୍ତା ଏପ୍ରିଲରେ ବିଦ୍ୟାବାଲନଙ୍କ ଅଭିନୀତ ‘ବେଗମ ଜାନ’ ରିଲିଜ୍ ହେବାକୁ ଯାଉଛି। ଏଥିରେ ସେ ଜଣେ ସେକ୍ସ ୱାର୍କର ଭୂମିକାକରେ ଅଭିନୟ କରିଛନ୍ତି। ତେବେ ଆସନ୍ତୁ ସେହିଭଳି କିଛି ଚ୍ଚଳଚିତ୍ର ଏବଂ ଏଥିରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ସମ୍ପର୍କରେ ଜାଣିବା।

କରୀନା କପୁର: ବଲିଓଡର ହଟ୍‌ ନାୟିକା ଭାବେ ପରିଚିଚ କରୀନା କପୁର ୨୦୦୪ ଚମେଲି ଚ୍ଚଳିଚିତ୍ରରେ କର୍ଲଗାର୍ଲ ଭୂମିକାରେ ଆସିଥିଲେ। ସେହିପରି ୨୦୧୨ରେ  ତଲାସ ସିନେମାରେ ମଧ୍ୟ କରୀନା ସେକ୍ସ ୱାର୍କର ଭୂମିକାରେ ଅଭିନୟ କରିଥିଲେ।

ତବୁ: ମୁମ୍ବାଇରେ ଅଣ୍ଡରୱାର୍ଲଡର ରହସ୍ୟକୁ ନେଇ ସିନେମା ଚାନ୍ଦିନିବାର ତିଆରି ହୋଇଥିଲା ଏଥିରେ ବାର ଡ୍ୟାନ୍ସର ଏବଂ ସେକ୍ସ ୱାର୍କରମାନେ କିଭଳି ଯୌନ ଶୋଷଣର ଶିକାର ହେଉଛନ୍ତି ତହା ସ୍ଥାନ ପାଇଥିଲା। ତେବେ ଏଥିରେ ତବୁଙ୍କ ଅଭିନୟ ଖୁବ୍ ଉଚ୍ଚକୋଟୀର ଥିଲା। ଏଥିପାଇଁ ତାଙ୍କୁ ବହୁ ପୁରସ୍କାର ମିଲିଛି।

ରାଣୀ ମୁଖାର୍ଜୀ: ୨୦୦୭ରେ ରିଲିଜ  ହୋଇଥିଲା ସାୱରିଆ ଏବଂ ଲଗା ଚୁନେରିମେ ଦାଗ। ଏହି ଚ୍ଚଳଚିତ୍ରରେ ରାଣୀ ମୁଖାର୍ଜୀଙ୍କ ବଳିଷ୍ଟ ଅଭିନୟ ଦର୍ଶକଙ୍କୁ ଚକିତ କରିଦେଇଥିଲ।

ପ୍ରିତି ଜିଣ୍ଟା: ୨୦୦୧ରେ ପରଦାକୁ ଆସିଥିଲା ଚୋରି ଚୋରି ଚୁପ୍‌କେ ଚୁପ୍‌କେ। ଏହି ସିନେମାରେ ଅଭିନେତ୍ରୀ ପ୍ରିତିଜିଣ୍ଟା ରକ୍ଷିତା ରୋଲ କରିଥିଲେ।

କଳକୀ କୋଚଲିନ୍: ୨୦୦୯ରେ ରିଲିଜ୍‌ ହୋଇଥିଲା ଦେଭ ଡି । ଏଥିରେ ଅଭିନେତ୍ରୀ କଳକୀ କୋଚଲିନ୍ ଖୁବ୍ ଦମଦାର ଅଭିନୟ କରିଥିଲେ।

ମନିଷା କୋଇରାଲା: ୨୦୦୩ରେ ଆସିଥିଲା ମାର୍କେଟ । ଏହି ସିନେମାରେ ମନିଷା କୋଇରାଲାଙ୍କ ଅଭିନୟ ଦର୍ଶକଙ୍କୁ ପାଗଳ କରିଦେଇଥିଲା।

ନେହା ଧୂପିଆ: ୨୦୦୪ରେ ପରଦାକୁ ଆସିଥିଲା ଜୁଲି। ୨୦୦୨ରେ ଫେମିନା ମିସ୍ ଇଣ୍ଡିଆ ଆୱାର୍ଡ଼ ପାଇବା ପରେ ବଲିଉଡକୁ ଏଣ୍ଟି କରିଥିଲେ ନେହା। ୨୦୦୪ରେ ଫିଲ୍ମ ଜୁଲିରେ ସେକ୍ସ ୱାର୍କର ଭୂମିକାରେ ନିଜକୁ ଏକ୍ସପେରିମେଣ୍ଟ କରିଥିଲେ ନେହା।

କଙ୍ଗନା ରାଣାୱତ୍: ୨୦୧୩ରେ ରିଲିଜ୍‌ ହୋଇଥିଲା ରଜ୍ଜୋ ଚ୍ଚଳଚିତ୍ର। ଏହି ସିନେମାରେ ସେକ୍ସ ୱାର୍କର ଚରିତ୍ରରେ ଆସିଥିଲେ କଙ୍ଗନା ରଣାୱତ୍।

ବିପାସା ବସୁ : ୨୦୦୫ରେ ବଡ଼ପରଦାକୁ  ଆସିଥିଲା ନୋ ଏଣ୍ଟ୍ରି । ଜଣେ କଲଗାର୍ଲ ଭାବେ ଏଥିରେ ଅଭନୟ କରିଥିଲେ ବିପାଶା।

ହୁମା କୁରେସି: ୨୦୧୫ରେ  ରିଲିଜ୍ ହୋଇଥିଲା ବଦଲାପୁର। ଏଥିରେ ଖୁବ୍ ଭଲ ଅଭିନୟ କରିଥିଲେ ହୁମା। ଏହି ସିନେମା ହିଁ  ହୁମାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏଥିରେର  ଅଭିନୟ କରି ଆଇଫା ଆୱାର୍ଡ଼ ଲାଗି ସଫଳତା ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story