ମାସକୁ ୨୦୦୦ ଟଙ୍କାରେ କ୍ୟାରିୟର ଆରମ୍ଭ କରିଥିଲେ ପରିଣୀତି

ମୁମ୍ବାଇ:ଖୁବ୍‌ଶୀଘ୍ର ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରା ଫିଲ୍ମ ‘ନମେସ୍ତ ଇଂଲଣ୍ଡ’ରେ ଏକାଠି ନଜରରେ ଆସିବେ। ଏହି ଦୁଇ ଫିଲ୍ମ ତାରକା ଆଜତକ୍‌ର କବି ସମ୍ମିଳନୀର ନିଜର ଫିଲ୍ମ ପ୍ରମୋସନ ପାଇଁ ପହଞ୍ଚିଥିଲେ। କାର୍ଯ୍ୟକ୍ରମର ଉପସ୍ଥାପକ କୁମାର ବିଶ୍ୱାସ ପରିଣୀତିଙ୍କ ସହ ପ୍ରଫେସନାଲ ଲାଇଫ୍‌କୁ ନେଇ ଆଲୋଚନା କଲାବେଳେ ସେ ତାଙ୍କର ବିଗତ ଦିନର ଅନୁଭୂତିକୁ ଶେୟାର କରିଥିଲେ। ତାଙ୍କ ପାଖରେ ଅନେକ ଡିଗ୍ରୀ ଥାଇ ମଧ୍ୟ ତାଙ୍କୁ କେମିତି କାମ ମିଳୁ ନଥିଲା, ପରିଣୀତି ସେ ସମ୍ପର୍କରେ […]

hot-Parineeti-Chopra-movies

hot-Parineeti-Chopra-movies

Tapas Behera
  • Published: Sunday, 21 October 2018
  • Updated: 21 October 2018, 06:54 PM IST

ମୁମ୍ବାଇ:ଖୁବ୍‌ଶୀଘ୍ର ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରା ଫିଲ୍ମ ‘ନମେସ୍ତ ଇଂଲଣ୍ଡ’ରେ ଏକାଠି ନଜରରେ ଆସିବେ। ଏହି ଦୁଇ ଫିଲ୍ମ ତାରକା ଆଜତକ୍‌ର କବି ସମ୍ମିଳନୀର ନିଜର ଫିଲ୍ମ ପ୍ରମୋସନ ପାଇଁ ପହଞ୍ଚିଥିଲେ। କାର୍ଯ୍ୟକ୍ରମର ଉପସ୍ଥାପକ କୁମାର ବିଶ୍ୱାସ ପରିଣୀତିଙ୍କ ସହ ପ୍ରଫେସନାଲ ଲାଇଫ୍‌କୁ ନେଇ ଆଲୋଚନା କଲାବେଳେ ସେ ତାଙ୍କର ବିଗତ ଦିନର ଅନୁଭୂତିକୁ ଶେୟାର କରିଥିଲେ। ତାଙ୍କ ପାଖରେ ଅନେକ ଡିଗ୍ରୀ ଥାଇ ମଧ୍ୟ ତାଙ୍କୁ କେମିତି କାମ ମିଳୁ ନଥିଲା, ପରିଣୀତି ସେ ସମ୍ପର୍କରେ କହିଥିଲେ।

ସେହିପରି ସେ ମାସକୁ ଇଣ୍ଟର୍ନସିପ୍‌ ବେଳେ ୨୦୦୦ ଟଙ୍କାରେ କାମ କରିଥିବା କହିଥିଲେ। ପରିଣୀତି କହିଥିଲେ ସେ ପାଠ ପଢ଼ି ଅନେକ ଡିଗ୍ରୀ ହାସଲ କରିଥିଲେ ସତ ହେଲେ  ଯେତବେଳେ କାମ କଥା ଉଠିଲା ତାଙ୍କୁ ଅନେକ ନିରାଶ ହେବାକୁ ପଡ଼ିଥିଲା। ଥରେ ସେ ତାଙ୍କ ଭଉଣୀ ସହ କୌଣସି ଏକ କାମରେ ଷ୍ଟୁଡିଓ ଯାଇଥିଲେ। ସେଠାରେ ତାଙ୍କୁ କିଛି କାମ ମିଳିବ କି ବୋଲି ସେ ପ୍ରଶ୍ନ କରିଥିଲେ।

ଉତ୍ତର ଆସିଥିଲା କାମ ତ’ ମିଳିବନି କିନ୍ତୁ ମାସକୁ ଇଣ୍ଟର୍ନସିପ୍‌ ବାବଦରେ ୨୦୦୦ ଟଙ୍କା ମିଳିବ। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଏହି ପରିମାଣ ପରିଣୀତିଙ୍କ ପାଇଁ ଖୁବ୍‌ କମ ଥିଲା ବୋଲି ସେ ଅନୁଭବ କରିଥିଲେ। କିନ୍ତୁ ସେ ସମୟରେ ପରିଣୀତିଙ୍କ ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା। ତେଣୁ ସେ ୨୦୦୦ ଟଙ୍କାରେ କାମ କରିବା ପାଇଁ ରାଜି ହୋଇଯାଇଥିଲେ। ସେ ଭାବିଲେ ଏହି ମଉକାରେ କିଛି ଗୋଟେ କରିବାର ଆରମ୍ଭ ତ’ ହୋଇଗଲା। ପରେ ଏମିତି କାମ କରୁ କରୁ ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story