ବଲିଉଡ ଫିଲ୍ମ ‘ୟେ ରିସ୍ତେ ହେଁ ପ୍ୟାର କେ’ରେ ନଜର ଆସିବେ ଫୱାଦ

ମୁମ୍ବାଇ:  ଉରୀ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ କରିବାକୁ ଦାବି ଜୋର ଧରିବାରେ ଲାଗିଛି। ବିଭିନ୍ନ ମହଲରୁ ପାକିସ୍ତାନୀ କଳାକାରଙ୍କୁ ବିରୋଧ କରାଯାଉଛି। ଏପରି ସ୍ଥିତିରେ ପାକିସ୍ତାନୀ କଳାକାର ଫୱାଦ ଖାନ୍‌ଙ୍କ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୀଘ୍ର ଫୱାଦଙ୍କୁ ଏକ ବଲିଉଡ୍‌ ଫିଲ୍ମରେ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁସାରେ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ ଫୱାଦଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ […]

fawad

fawad

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 05:21 PM IST

Sports

Latest News

ମୁମ୍ବାଇ:  ଉରୀ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ କରିବାକୁ ଦାବି ଜୋର ଧରିବାରେ ଲାଗିଛି। ବିଭିନ୍ନ ମହଲରୁ ପାକିସ୍ତାନୀ କଳାକାରଙ୍କୁ ବିରୋଧ କରାଯାଉଛି। ଏପରି ସ୍ଥିତିରେ ପାକିସ୍ତାନୀ କଳାକାର ଫୱାଦ ଖାନ୍‌ଙ୍କ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୀଘ୍ର ଫୱାଦଙ୍କୁ ଏକ ବଲିଉଡ୍‌ ଫିଲ୍ମରେ ଦେଖିବାକୁ ମିଳିବ।

ମିଳିଥିବା ସୂଚନା ଅନୁସାରେ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ ଫୱାଦଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ ଭାରତ ଓ ପାକିସ୍ତାନର କଳା ଓ ସଂସ୍କୃତିକୁ ନେଇ ନିର୍ମାଣ କରାଯିବ। ଏହାର ନାଁ ‘ୟେ ରିସ୍ତେ ହେଁ ପ୍ୟାର କେ’ ରଖାଯାଇଛି। ହର୍ଷ ନାରାୟଣ ଏହାର ନିର୍ଦ୍ଦେଶନା ଦେବେ। ଫୱାଦ ଏଥିରେ ସଙ୍ଗୀତକାର ଭୁମିକାରେ ନଜରକୁ ଆସିବେ।

ସଲମାନ ଖାନ, ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଓ ଶ୍ୟାମ ବେନେଗଲ ପାକସ୍ତାନୀ କଳାକାରଙ୍କୁ ବ୍ୟାନ କରାଯିବାକୁ ନାପସନ୍ଦ କରିବା ସହ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପାକିସ୍ତାନୀ କଳାକାରଙ୍କୁ ବହିଷ୍କାର କରିଦେଲେ ଆତଙ୍କବାଦୀ ସମସ୍ୟାର ସମାଧାନ ହୋଇଯିବ ନାହିଁ ବୋଲି ଏମାନେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story