୫ ବର୍ଷ ପରେ ପୂରା ହେଲେ ବାହୁବଲୀ ପ୍ରଭାସଙ୍କ ସ୍ୱପ୍ନ, ମୁଣ୍ଡରୁ ଗଲା ବୋଝ

ମୁମ୍ବାଇ: ପ୍ରଥମେ ‘ବାହୁବଲୀ’ ଓ ଏବେ ଆସୁଛି ‘ବାହୁବଲୀ୨’। ଏଭଳି ଦୁଇଟି ବଡ଼ ବଡ଼ ଫିଲ୍ମରେ କାମ କରି ସାରିବା ପରେ ଆଉ କ’ଣ ସ୍ୱପ୍ନ ଥାଇପାରେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କର? ଯଦି ଆପଣମାନଙ୍କ ଭିତରୁ କେହି ଭାବୁ ଥାଆନ୍ତି ଯେ ‘ବାହୁବଲୀ ୨’ ସବୁଠୁ ବଡ୍ ହିଟ୍ ହେଉ ଅବା ଏହି ଫିଲ୍ମ ପାଇଁ ସେ ବହୁତ ପୁରସ୍କାର ପାଇବାର ଆଶା ରଖିଛନ୍ତି, ତା’ହେଲେ ଆପଣ ଭୁଲ୍ ଭାବୁଛନ୍ତି। ବାହୁବଲୀ ପ୍ରଭାସଙ୍କ ସ୍ୱପ୍ନ କିଛି ଅଲଗା […]

pravas5

pravas5

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 09:30 AM IST

Sports

Latest News

ମୁମ୍ବାଇ: ପ୍ରଥମେ ‘ବାହୁବଲୀ’ ଓ ଏବେ ଆସୁଛି ‘ବାହୁବଲୀ୨’। ଏଭଳି ଦୁଇଟି ବଡ଼ ବଡ଼ ଫିଲ୍ମରେ କାମ କରି ସାରିବା ପରେ ଆଉ କ’ଣ ସ୍ୱପ୍ନ ଥାଇପାରେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କର? ଯଦି ଆପଣମାନଙ୍କ ଭିତରୁ କେହି ଭାବୁ ଥାଆନ୍ତି ଯେ ‘ବାହୁବଲୀ ୨’ ସବୁଠୁ ବଡ୍ ହିଟ୍ ହେଉ ଅବା ଏହି ଫିଲ୍ମ ପାଇଁ ସେ ବହୁତ ପୁରସ୍କାର ପାଇବାର ଆଶା ରଖିଛନ୍ତି, ତା’ହେଲେ ଆପଣ ଭୁଲ୍ ଭାବୁଛନ୍ତି। ବାହୁବଲୀ ପ୍ରଭାସଙ୍କ ସ୍ୱପ୍ନ କିଛି ଅଲଗା ଥିଲା, ଯାହାକୁ ଜାଣି ଆପଣ ନ ହସି ରହି ପାରିବେ ନାହିଁ। ତାଙ୍କର ସ୍ୱପ୍ନ ଥିଲା- କେବେ ‘ବାହୁବଲୀ ୨’ର ସୁଟିଂ ଶେଷ ହେବ ଓ ସେ ତାଙ୍କ ଚୁଟି କାଟିବେ। ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି। ‘ବାହୁବଲୀ ୨’ର ସୁଟିଂ ଶେଷ ହୋଇଛି ଓ ସେ ତାଙ୍କ ଚୁଟି କାଟିଛନ୍ତି।

‘ବାହୁବଲୀ ୨’ର ଟ୍ରେଲର ରିଲିଜ୍ ବେଳେ ପ୍ରଭାସ ବିଲ୍‌କୁଲ୍ ନୂଆ ଲୁକ୍‌ରେ ମିଡିଆ ସମ୍ମୁଖକୁ ଆସିଥିଲେ। ନୂଆ ଲୁକ୍‌ରେ ପ୍ରଭାସଙ୍କ ମୁଣ୍ଡରେ ଛୋଟ ଛୋଟ ଚୁଟି ଥିଲା।

ପ୍ରଭାସ ଲଗାତାର ୫ ବର୍ଷ ହେଲା ବାହୁବଲୀ ଓ ବାହୁବଲୀ ୨ ପାଇଁ କାମ କରି ଆସୁଛନ୍ତି। ବାହୁବଲୀରେ ସେ ଲମ୍ବା ଚୁଟି ରଖିଥିଲେ। ବାହୁବଲୀ ୨ରେ ବି ସେ ଏହି ଲୁକ୍‌ରେ ଆସିବେ। ନିଜ ଲୁକ୍‌କୁ ମେଣ୍ଟେନ୍ କରିବା ପାଇଁ ସେ ୫ ବର୍ଷ ହେଲା ଲମ୍ବା ଚୁଟି ରଖି ଆସୁଥିଲେ।

ସେ କହିଛନ୍ତି,“ଲମ୍ବା ଚୁଟି ରଖି ରଖି ମୁଁ ଥକି ଯାଇଥିଲି। ତେଣୁ ମୋର ଇଚ୍ଛା ଥିଲା ବାହୁବଲୀ ୨ ସୁଟିଂ ଶେଷ ହେବା ମାତ୍ରେ ପ୍ରଥମେ ଚୁଟି କାଟିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story