ନିର୍ମାତାଙ୍କୁ ମାରିବାକୁ ମଡେଲ୍‌ ଦେଇଥିଲେ ସୁପାରୀ: ପ୍ରୀତି ଜୈନ୍‌ଙ୍କୁ ୩ବର୍ଷ ଜେଲ୍‌

ମୁମ୍ବାଇ: ସିନେ ନିର୍ମାତା ମଧୁର ଭଣ୍ଡାରକରଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ମଡେଲ୍‌ ତଥା ଅଭିନେତ୍ରୀ ପ୍ରୀତି ଜୈନ୍‌ଙ୍କୁ ୩ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ କୋର୍ଟ ଅନ୍ୟ ୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ପ୍ରୀତିଙ୍କ ନାଁରେ ଅଭିଯୋଗ ଥିଲା ଯେ ସେ ୨୦୦୫ରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ଅରୁଣ ଗାଭାଲିଙ୍କୁ ମଧୁର ଭଣ୍ଡାରକରଙ୍କ ହତ୍ୟା ପାଇଁ ୭୦ ହଜାର ଟଙ୍କା ସୁପାରୀ ଦେଇଥିଲେ। […]

mahdur_story_1_110512024325_1493371131_749x421

Rakesh Mallick
  • Published: Friday, 28 April 2017
  • Updated: 28 April 2017, 04:52 PM IST

Sports

Latest News

ମୁମ୍ବାଇ: ସିନେ ନିର୍ମାତା ମଧୁର ଭଣ୍ଡାରକରଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ମଡେଲ୍‌ ତଥା ଅଭିନେତ୍ରୀ ପ୍ରୀତି ଜୈନ୍‌ଙ୍କୁ ୩ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ କୋର୍ଟ ଅନ୍ୟ ୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ପ୍ରୀତିଙ୍କ ନାଁରେ ଅଭିଯୋଗ ଥିଲା ଯେ ସେ ୨୦୦୫ରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ଅରୁଣ ଗାଭାଲିଙ୍କୁ ମଧୁର ଭଣ୍ଡାରକରଙ୍କ ହତ୍ୟା ପାଇଁ ୭୦ ହଜାର ଟଙ୍କା ସୁପାରୀ ଦେଇଥିଲେ। ରହସ୍ୟର ଖୁଲାସା ସେତେବେଳେ ହୋଇଥିଲା, ଯେତେବେଳେ ପ୍ରୀତି ଭଣ୍ଡାରକରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।  ଯାହାକୁ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story