ପ୍ରିୟଙ୍କାଙ୍କ ପାଖରୁ ସାହାଯ୍ୟ ନେବାକୁ ମନା କଲେ ବୃଦ୍ଧା

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଏକ ସାକ୍ଷାତକାରରେ ନିଜର ଦୟା ମନୋଭାବ ସଂପର୍କରେ କହିଥିଲେ। ସୁନ୍ଦର ଅଭିନୟ ପରି ତାଙ୍କ ମନ ମଧ୍ୟ ସୁନ୍ଦର। ଥରେ ଜଣେ ବୃଦ୍ଧା ମହିଳା ବହୁ ଗୁଡ଼ିଏ ବ୍ୟାଗ୍‌ ବୋହି ନେଉ ଥିବାର ଦେଖି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ପ୍ରିୟଙ୍କା। ହେଲେ ପ୍ରିୟଙ୍କାଙ୍କ ସାହାଯ୍ୟକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ ବୃଦ୍ଧା। ସାହାଯ୍ୟ  ଗ୍ରହଣ ତ କରିନଥିଲେ ତା’ସହିତ ସେ ଏକା ସବୁ ବ୍ୟାଗ୍‌ ବୋହି ନେବାରେ ସକ୍ଷମ ବୋଲି […]

priyanka-chopra_

priyanka-chopra_

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 04:46 PM IST

Sports

Latest News

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଏକ ସାକ୍ଷାତକାରରେ ନିଜର ଦୟା ମନୋଭାବ ସଂପର୍କରେ କହିଥିଲେ। ସୁନ୍ଦର ଅଭିନୟ ପରି ତାଙ୍କ ମନ ମଧ୍ୟ ସୁନ୍ଦର। ଥରେ ଜଣେ ବୃଦ୍ଧା ମହିଳା ବହୁ ଗୁଡ଼ିଏ ବ୍ୟାଗ୍‌ ବୋହି ନେଉ ଥିବାର ଦେଖି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ପ୍ରିୟଙ୍କା। ହେଲେ ପ୍ରିୟଙ୍କାଙ୍କ ସାହାଯ୍ୟକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ ବୃଦ୍ଧା। ସାହାଯ୍ୟ  ଗ୍ରହଣ ତ କରିନଥିଲେ ତା’ସହିତ ସେ ଏକା ସବୁ ବ୍ୟାଗ୍‌ ବୋହି ନେବାରେ ସକ୍ଷମ ବୋଲି କହିଥିଲେ। ବୃଦ୍ଧାଙ୍କ ଏପରି କଥା ଶୁଣି ଦେଶୀ ଗାର୍ଲ ଆଶ୍ଚର୍ଯ୍ୟ ହୋଇ ଭୁଲ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story