ଭାଇରାଲ୍‌ ହେଲା ପ୍ରିୟା ପ୍ରକାଶଙ୍କର ଲିପ୍‌ଲକ୍‌ ଭିଡିଓ

ମୁମ୍ୱାଇ: ରାତାରାତି ଇଣ୍ଟରନେଟ୍‌ର ସେନ୍‌ସେସନ୍‌ ଗାର୍ଲ ହୋଇଥିବା ପ୍ରିୟା ପ୍ରକାଶ ୱାରିୟର୍‌ ପୁଣିଥରେ ଚର୍ଚ୍ଚାରେ । ତାଙ୍କର ଫିଲ୍ମ ‘ଉରୁ ଅଦାର୍‌ ଲବ୍’ ୧୪ ଫେବୃଆରୀ ଭାଲେନ୍‌ଟାଇନ୍ସ ଡେ’ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ସହିତ ଜଡ଼ିତ ଥିବା ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି। ଏଥିରେ ପ୍ରିୟା ପ୍ରକାଶ ତାଙ୍କ କୋ-ଷ୍ଟାର୍‌ ରୋଶନ ଅବଦୁଲ୍‌ ରଉଫ୍‌ଙ୍କ ସହିତ ଲିପ୍‌ କିସ୍‌ କରୁଛନ୍ତି। https://youtu.be/eewLv2yZAtg ଦୁହେଁ କଲେଜ୍‌ ୟୁନିଫର୍ମରେ ଥିବାର ଦେଖିବାକୁ ମିଳିଛି […]

priya7

priya7

Puspanjali Panda
  • Published: Thursday, 07 February 2019
  • Updated: 07 February 2019, 03:54 PM IST

Sports

Latest News

ମୁମ୍ୱାଇ: ରାତାରାତି ଇଣ୍ଟରନେଟ୍‌ର ସେନ୍‌ସେସନ୍‌ ଗାର୍ଲ ହୋଇଥିବା ପ୍ରିୟା ପ୍ରକାଶ ୱାରିୟର୍‌ ପୁଣିଥରେ ଚର୍ଚ୍ଚାରେ । ତାଙ୍କର ଫିଲ୍ମ ‘ଉରୁ ଅଦାର୍‌ ଲବ୍’ ୧୪ ଫେବୃଆରୀ ଭାଲେନ୍‌ଟାଇନ୍ସ ଡେ’ରେ ରିଲିଜ୍‌ ହେବାକୁ ଯାଉଛି।

ଏହି ଫିଲ୍ମ ସହିତ ଜଡ଼ିତ ଥିବା ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି। ଏଥିରେ ପ୍ରିୟା ପ୍ରକାଶ ତାଙ୍କ କୋ-ଷ୍ଟାର୍‌ ରୋଶନ ଅବଦୁଲ୍‌ ରଉଫ୍‌ଙ୍କ ସହିତ ଲିପ୍‌ କିସ୍‌ କରୁଛନ୍ତି।

https://youtu.be/eewLv2yZAtg

ଦୁହେଁ କଲେଜ୍‌ ୟୁନିଫର୍ମରେ ଥିବାର ଦେଖିବାକୁ ମିଳିଛି ଏବଂ ଦୁହିଁଙ୍କର କିସିଂ ସିନ୍‌ ଚର୍ଚ୍ଚାରେ ରହିଛି।

ପୂର୍ବରୁ ଏହି ଫିଲ୍ମର ଗୋଟିଏ ସିନ୍‌ ପ୍ରିୟା ପ୍ରକାଶ ଇଣ୍ଟରନେଟ୍‌ର ସେନ୍‌ସେସନ୍‌ ହୋଇ ଯାଇଥିଲେ। ଗତବର୍ଷ ଭାଲେନ୍‌ଟାଇନ୍‌ ଡେରେ ଏହି ଫିଲ୍ମର ଗୋଟିଏ ଗୀତ ‘Manikya Malaraya Poovi’ ରିଲିଜ୍‌ ହୋଇଥିଲା।

ଏଥିରେ ପ୍ରିୟା ପ୍ରକାଶଙ୍କର ଏକ୍ସପ୍ରେସନ୍‌କୁ ଅନେକ ପ୍ରଶଂସା କରାଯାଇଥିଲା। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରିୟା ପ୍ରକାଶ ଚର୍ଚ୍ଚାରେ ରହିଥିଲେ।

‘ଉରୁ ଅଦାର୍‌ ଲବ୍’ ଫିଲ୍ମ ଏକ ରୋମାଣ୍ଟିକ୍ ଡ୍ରାମା । ଯେଉଁଥିରେ ହାଇ ସ୍କୁଲ୍‌ ରୋମାନ୍ସ ଦେଖିବାକୁ ମିଳିବ। ଏହି ମାଲାୟାଲାମ୍‌ ଫିଲ୍ମଟିକୁ ତେଲୁଗୁ ଓ କନ୍ନଡରେ ମଧ୍ୟ ଡବିଂ କରାଯିବ। ଏହି ଫିଲ୍ମଟି ପ୍ରିୟାପ୍ରକାଶଙ୍କର ଡେବ୍ୟୁ ଫିଲ୍ମ। ତେବେ କୋ-ଷ୍ଟାର୍‌ ରୋଶନ ଅବଦୁଲ୍‌ ରଉଫ୍‌ଙ୍କ ସହିତ ପ୍ରିୟାପ୍ରକାଶଙ୍କର କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।

ତେବେ ବର୍ତ୍ତମାନ ପ୍ରିୟାପ୍ରକାଶ ବଲିଉଡ୍‌ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ରେ ଅଭିନୟ କରୁଛନ୍ତି। ଯାହାର ଟିଜର୍‌ ରିଲିଜ୍‌ ହୋଇସାରିଛି। ଏହା ପ୍ରିୟାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story