ଆଖି ମାରି ଦିୱାନା କରିଥିଲେ,ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଛାଇଲେଣି

ମୁମ୍ୱାଇ: ମଲାଲୟମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ କିଏ ଅବା ନ ଜାଣେ। ମାତ୍ର ୨୬ସେକେଣ୍ଡ ଭିଡିଓରେ ଆଖିମାରି ରାତାରାତି ଷ୍ଟାର ପାଲଟିଥିବା ପ୍ରିୟା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ନିଜର ଏକ ଫଟୋକୁ ନେଇ। ନିକଟରେ ନିଜରଏକ ବ୍ଲାକ୍‌ ଆଣ୍ଡ୍‌ ହ୍ୱାଇଟ୍‌ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ। ଯାହା ଏବେ ଭାଇରାଲ ହେବାକୁ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋରେ ୮ଲକ୍ଷରୁ ଅଧିକ  ଲାଇକ୍‌ ମିଳିବା ସହ ୭ ହଜାରରୁ ଅଧିକ କମେଣ୍ଟ୍‌ ମିଳିସାରିଛି। ପ୍ରିୟା ପ୍ରକାଶ […]

priya-instagram_650x400_81520409279

priya-instagram_650x400_81520409279

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 01:15 PM IST

Sports

Latest News

ମୁମ୍ୱାଇ: ମଲାଲୟମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ କିଏ ଅବା ନ ଜାଣେ। ମାତ୍ର ୨୬ସେକେଣ୍ଡ ଭିଡିଓରେ ଆଖିମାରି ରାତାରାତି ଷ୍ଟାର ପାଲଟିଥିବା ପ୍ରିୟା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ନିଜର ଏକ ଫଟୋକୁ ନେଇ।

ନିକଟରେ ନିଜରଏକ ବ୍ଲାକ୍‌ ଆଣ୍ଡ୍‌ ହ୍ୱାଇଟ୍‌ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ। ଯାହା ଏବେ ଭାଇରାଲ ହେବାକୁ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋରେ ୮ଲକ୍ଷରୁ ଅଧିକ  ଲାଇକ୍‌ ମିଳିବା ସହ ୭ ହଜାରରୁ ଅଧିକ କମେଣ୍ଟ୍‌ ମିଳିସାରିଛି।

ପ୍ରିୟା ପ୍ରକାଶ ୱାରିୟରଙ୍କ ବୟସ ମାତ୍ର ୧୮। ସେ କରେଳର ତ୍ରିଶୂରରେ ରହନ୍ତି। ସେ ଏବେ ବିମଲା କଲେଜେ ବି.କମ୍‌ କରୁଛନ୍ତି। ଫେବ୍ରୁଆରୀ ଆରମ୍ଭରେ ପ୍ରୀୟା ଇନ୍‌ଷ୍ଟାଗ୍ରମରେ ଜଏନ୍ କରିଥିଲେ। ଜଏନ୍‌ କରିବାର ୨୪ ଘଣ୍ଟା ମଧ୍ୟରେ ୧.୧୫ମିଲିଅନ୍‌ରୁ ଅଧିକ ଲୋକ ତାଙ୍କୁ ଫଲୋ କରିବକୁ ଲାଗିଲେ। ପ୍ରିୟା ଏଯାଏଁ ୧୦୧ଟି ଫଟୋ ସେୟାର କରିଥିବା ବେଳେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ପହଞ୍ଚିଛି ୫.୧ ମିଲିୟନ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos