ନିଜ ସ୍ୱାମୀ ନିକ୍‌ କେମିତିକା ? ୩ଟି ଶବ୍ଦରେ ପ୍ରକାଶ କଲେ ପ୍ରିୟଙ୍କା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ସ୍ୱାମୀ ନିକ୍‌ ଜୋନସଙ୍କ ସହ ଏବେ ଇଂଲଣ୍ଡରେ ଛୁଟି କାଟିବାକୁ ଯାଇଛନ୍ତି। ଏହା ପୂର୍ବରୁ ଉଭୟେ ନ୍ୟୁୟର୍କ ବୁଲିବାକୁ ଯାଇଥିଲେ। ଜଣେ ବିଦେଶୀଙ୍କୁ ପ୍ରେମ ବିବାହ କରିଥିବା ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କ ପ୍ରତି କେତେ ଭଲ ପାଇବା ଅଛି ତାହା ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରନ୍ତି। ତେଣୁ ଅନେକ ସମୟରେ ଉଭୟଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ ଭିନ୍ନ ଭିନ୍ନ ପୋଜ୍‌ରେ ଦେଖିବାକୁ ମିଳିଥାଏ। ଯେତେବେଳେ ନିଜ ସ୍ୱାମୀ […]

h-99

h-99

Tapas Behera
  • Published: Wednesday, 09 January 2019
  • Updated: 09 January 2019, 08:00 PM IST

Sports

Latest News

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ସ୍ୱାମୀ ନିକ୍‌ ଜୋନସଙ୍କ ସହ ଏବେ ଇଂଲଣ୍ଡରେ ଛୁଟି କାଟିବାକୁ ଯାଇଛନ୍ତି। ଏହା ପୂର୍ବରୁ ଉଭୟେ ନ୍ୟୁୟର୍କ ବୁଲିବାକୁ ଯାଇଥିଲେ। ଜଣେ ବିଦେଶୀଙ୍କୁ ପ୍ରେମ ବିବାହ କରିଥିବା ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କ ପ୍ରତି କେତେ ଭଲ ପାଇବା ଅଛି ତାହା ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରନ୍ତି। ତେଣୁ ଅନେକ ସମୟରେ ଉଭୟଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ ଭିନ୍ନ ଭିନ୍ନ ପୋଜ୍‌ରେ ଦେଖିବାକୁ ମିଳିଥାଏ।

ଯେତେବେଳେ ନିଜ ସ୍ୱାମୀ ତାଙ୍କୁ କେତେ ଭଲ ପାଆନ୍ତି ବୋଲି ପ୍ରିୟଙ୍କା ପ୍ରଶ୍ନ ହେବାରୁ ସେ ଏହାର ଉତ୍ତର ରଖିଥିଲେ। ନିକ୍‌  କେମିତିକା ତାହା ପ୍ରିୟଙ୍କା ୩ଟି ଶବ୍ଦରେ ପ୍ରକାଶ କରିଥିଲେ । କହିଥିଲେ, ସ୍ୱାମୀ, ଶାନ୍ତ ଓ ପ୍ରେମୀ। କୁହାଯାଉଛି ଦୁହେଁ ଏକ ସନ୍ତାନ ଜନ୍ମ ପାଇଁ ବହୁ ଉତ୍ସୁକ ଅଛନ୍ତି। ନୂଆ ନୂଆ ବିବାହ କରି ଦୁହେଁ ପ୍ରେମ ରାଇଜରେ ମାତିଥିବା ବେଳେ ନିକଟରେ ପ୍ରିୟଙ୍କାଙ୍କୁ ଆଉ ଏକ ସଫଳତା ମିଳିଛି।

୨୦୧୭ -୧୮ ପାଇଁ ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ୧୦୦ ମହିଳାଙ୍କ ତାଲିକା ପ୍ରକାଶ ପାଇଥିଲା। ଏଥିରେ ଭାରତୀୟ ଅଭିନେତ୍ରୀ ତଥା ନ୍ୟୁଲି ମ୍ୟାରେଡ୍‌ ବଲିଉଡ୍‌ ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ୧୫ ତମ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story