ପ୍ରିୟଙ୍କାଙ୍କ ଗାଉନ୍‌ର ଦାମ୍‌ ୮ ଲକ୍ଷ

ମୁମ୍ୱାଇ: ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାଶନ୍‌ ସେନ୍ସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ନିକ୍‌ ଜୋନସ୍‌ଙ୍କ ସହିତ ବିବାହ ସମୟରେ ମେଟ୍‌ ଗାଲା ପ୍ରି-ୱେଡିଂ ଓ ହନିମୁନ୍‌ ଆଉଟ୍‌ଫିଟ୍‌କୁ ସମସ୍ତେ ପସନ୍ଦ କରିଥିଲେ। ଆଉ ଏବେ ପୁଣି ଆଉ ଗୋଟିଏ ଦାମିକିଆ ଗାଉନ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା। ନିକଟରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କ ସହିତ ୱିଣ୍ଟର ଗାଲା ୨୦୧୯ ପାର୍ଟିରେ ଏକ ସୁନ୍ଦର ଗାଉନ୍‌ରେ ଉଭା ହୋଇଥିଲେ। ତାଙ୍କର ଏହି ଆଉଟ୍‌ଫିଟ୍‌ ବର୍ତ୍ତମାନ ଚର୍ଚ୍ଚାରେ। ୨୦୧୯ର ସ୍ପ୍ରିଙ୍ଗ୍‌ […]

priyanka

priyanka

Puspanjali Panda
  • Published: Saturday, 02 February 2019
  • Updated: 02 February 2019, 03:06 PM IST

Sports

Latest News

ମୁମ୍ୱାଇ: ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାଶନ୍‌ ସେନ୍ସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ନିକ୍‌ ଜୋନସ୍‌ଙ୍କ ସହିତ ବିବାହ ସମୟରେ ମେଟ୍‌ ଗାଲା ପ୍ରି-ୱେଡିଂ ଓ ହନିମୁନ୍‌ ଆଉଟ୍‌ଫିଟ୍‌କୁ ସମସ୍ତେ ପସନ୍ଦ କରିଥିଲେ। ଆଉ ଏବେ ପୁଣି ଆଉ ଗୋଟିଏ ଦାମିକିଆ ଗାଉନ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା। ନିକଟରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କ ସହିତ ୱିଣ୍ଟର ଗାଲା ୨୦୧୯ ପାର୍ଟିରେ ଏକ ସୁନ୍ଦର ଗାଉନ୍‌ରେ ଉଭା ହୋଇଥିଲେ। ତାଙ୍କର ଏହି ଆଉଟ୍‌ଫିଟ୍‌ ବର୍ତ୍ତମାନ ଚର୍ଚ୍ଚାରେ।

୨୦୧୯ର ସ୍ପ୍ରିଙ୍ଗ୍‌ ଆର୍‌ଟିଡବ୍ଲୁ କଲେକସନ୍‌ର ଏହି ଦାମୀ ଗାଉନ୍‌କୁ ପିନ୍ଧିଥିଲେ ପ୍ରିୟଙ୍କା । ଯାହାର ଦାମ୍‌ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଗାଉନ୍‌ର ଦାମ୍‌ ୧୧୪୧୦ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮ ଲକ୍ଷ ଟଙ୍କା। ଏହି ଡ୍ରେସ୍‌ ପାଇଁ ପ୍ରିୟଙ୍କାକୁ ସେଲେବ୍‌ ଷ୍ଟାଇଲ୍‌ ମିମି କଟରେଲ୍‌ ବେଶରେ ସଜା ଯାଇଥିଲା।

View this post on Instagram

Priyanka and Nick attend Learning Lab Ventures annual gala tonight in Beverly Hills #priyankachopra #nickjonas

A post shared by Priyanka-Chopra.us (@priyankacentral) on

ପ୍ରିୟଙ୍କାଙ୍କର ଏହି ଦାମୀ ଆଉଟ୍‌ଫିଟ୍‌ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। ପ୍ରିୟଙ୍କା ତାଙ୍କ ନୂଆ ହଲିଉଡ୍‌ ଫିଲ୍ମର ପ୍ରଚାର ପାଇଁ ନିକଟରେ ଏଲେନ୍ ଡିଜାଇନର୍ସ ଶୋ’ରେ ପହଞ୍ଚିଥିଲେ। ଏହି ଫିଲ୍ମର ନାମ ‘ଇସେଣ୍ଟ୍‌-ଇଟ୍‌-ରୋମାଣ୍ଟିକ୍‌’ ରହିଛି।

ଆଗକୁ ପ୍ରିୟଙ୍କା ଆନନ୍ଦ ଶୀଲାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ବୋଲି ଏକ ସାକ୍ଷାତକାରରେ ମଧ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story