ଏଇ ଡ୍ରେସ୍‌ରେ ପ୍ରିୟଙ୍କା ବନାଇଲେ ନୂଆ ରେକର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନେ ନିଜର ଫ୍ୟାସନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲପାଇଥାନ୍ତି । ଏହି ଅଭିନେତ୍ରୀଙ୍କ ମଧ୍ୟରୁ ଦେଶୀ ଗର୍ଲ ପ୍ରିୟଙ୍କା ଚ୍ରୋପା ଜଣେ। ମେଟ୍‌ ଗାଲା ୨୦୧୭ରେ ଟ୍ରେଞ୍ଚ୍‌ କୋଟ୍‌ରେ ଧୂମ ମଚାଇଥିଲେ ପ୍ରିୟଙ୍କା। ମେଟ୍ରୋପୋଲିଟନ୍‌ ମ୍ୟୁଜିୟମ ଅର୍ଫ ଆର୍ଟସ କଷ୍ଟୟ୍ୟୁମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆୟୋଜିତ ଏକ ଇଭେଣ୍ଟକୁ ଯେତେବେଳେ ପ୍ରିୟଙ୍କା ରାଲ୍‌ଫ ଲୋରେନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ଟ୍ରେଞ୍ଚ୍ କୋଟ୍‌ ପିନ୍ଧି ପ୍ରବେଶ କଲେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ।  ପ୍ରିୟଙ୍କା ଏହି […]

-priyanka_chopra_

-priyanka_chopra_

Rakesh Mallick
  • Published: Friday, 05 May 2017
  • Updated: 05 May 2017, 08:56 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନେ ନିଜର ଫ୍ୟାସନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲପାଇଥାନ୍ତି । ଏହି ଅଭିନେତ୍ରୀଙ୍କ ମଧ୍ୟରୁ ଦେଶୀ ଗର୍ଲ ପ୍ରିୟଙ୍କା ଚ୍ରୋପା ଜଣେ।

ମେଟ୍‌ ଗାଲା ୨୦୧୭ରେ ଟ୍ରେଞ୍ଚ୍‌ କୋଟ୍‌ରେ ଧୂମ ମଚାଇଥିଲେ ପ୍ରିୟଙ୍କା। ମେଟ୍ରୋପୋଲିଟନ୍‌ ମ୍ୟୁଜିୟମ ଅର୍ଫ ଆର୍ଟସ କଷ୍ଟୟ୍ୟୁମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆୟୋଜିତ ଏକ ଇଭେଣ୍ଟକୁ ଯେତେବେଳେ ପ୍ରିୟଙ୍କା ରାଲ୍‌ଫ ଲୋରେନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ଟ୍ରେଞ୍ଚ୍ କୋଟ୍‌ ପିନ୍ଧି ପ୍ରବେଶ କଲେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ।  ପ୍ରିୟଙ୍କା ଏହି ଟ୍ରେଞ୍ଚ୍ କୋର୍ଟ ବିଶ୍ୱର ସବୁଠୁ ଲମ୍ବା ଟ୍ରେଞ୍ଚ କୋଟ୍‌ର ମାନ୍ୟତା ପାଇଛି। ବିଦେଶୀ ମିଡିଆ ତାଙ୍କର ଏହି ଆଉଟ୍‌ଫିଟ୍‌କୁ ବହୁତ ପ୍ରଶଂସା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos