ସୋସିଆଲ୍ ମିଡିଆରେ ପ୍ରିୟଙ୍କାଙ୍କୁ ଗାଳି: କିଏ କହିଲା ପାଗଳ, କିଏ କହିଲା ସଂସ୍କାରୀ ଝିଅ ଏମିତି ପୋଷାକ ପିନ୍ଧନ୍ତି ନାହିଁ

ମୁମ୍ବାଇ: ସୋସିଆଲ୍‌ ମିଡିଆରେ କଳାକାରମାନେ ଟ୍ରୋଲ୍‌ ହେବା କିଛି ନୂଆ କଥା ନୁହେଁ। ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କଳାକାର ପୃଥକ ପୃଥକ କାରଣରୁ ଟ୍ରୋଲ୍ ହୋଇଛନ୍ତି ଓ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନଙ୍କଠାରୁ କଟୁ କଥା ଶୁଣିଛନ୍ତି।  ଏସବୁ ନିତି ଦିନିଆ ହୋଇଗଲାଣି କହିଲେ ଚଳେ। ନିକଟରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ରୋଲ୍ ହୋଇଛନ୍ତି ଓ ତାଙ୍କୁ ଏମିତି ସବୁ କଥା କୁହାଯାଇଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ […]

priyanka_1

priyanka_1

Rakesh Mallick
  • Published: Friday, 04 May 2018
  • Updated: 04 May 2018, 02:35 PM IST

Sports

Latest News

ମୁମ୍ବାଇ: ସୋସିଆଲ୍‌ ମିଡିଆରେ କଳାକାରମାନେ ଟ୍ରୋଲ୍‌ ହେବା କିଛି ନୂଆ କଥା ନୁହେଁ। ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କଳାକାର ପୃଥକ ପୃଥକ କାରଣରୁ ଟ୍ରୋଲ୍ ହୋଇଛନ୍ତି ଓ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନଙ୍କଠାରୁ କଟୁ କଥା ଶୁଣିଛନ୍ତି।  ଏସବୁ ନିତି ଦିନିଆ ହୋଇଗଲାଣି କହିଲେ ଚଳେ। ନିକଟରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ରୋଲ୍ ହୋଇଛନ୍ତି ଓ ତାଙ୍କୁ ଏମିତି ସବୁ କଥା କୁହାଯାଇଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଲନ୍ତୁ ଜାଣିବା ପ୍ରିୟଙ୍କାଙ୍କୁ କାହିଁକି ଓ କ’ଣ କହି ଟ୍ରୋଲ୍ କରାଯାଇଛି।

ପ୍ରିୟଙ୍କା ନିଜର ଅନ୍ତର୍ଜାତୀୟ ଶୋ’ ‘କ୍ୱାଣ୍ଟିକୋ-୩’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ବୁଧବାର ଏକ ପ୍ରମୋସନ୍‌ ଇଭେଣ୍ଟରେ ସେ ଏକ ନୀଳ ରଙ୍ଗର Dion Lee ଡ୍ରେସ୍‌ ପିନ୍ଧିଥିଲେ।  ଏହି ଆଉଟ୍‌ଫିଟ୍‌ ଦେଖି ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ୍‌ କରାଯାଇଛି। ଏହାର କାରଣ ସେହି ଆଉଟ୍ ଫିଟ୍‌ ବା ଡ୍ରେସ୍‌ରେ ଥିବା କଟ୍‌। ଡ୍ରେସ୍‌ର ଦୁଇଟି ସ୍ଥାନରେ ଏହି କଟ୍ ରହିଛି। ଏହାକୁ କିଛି ଲୋକ ପ୍ରଶଂସା କରିଛନ୍ତି। କିନ୍ତୁ ଆଉ କିଛି ଲୋକ ଏହାକୁ ଗ୍ରହଣ କରିପାରି ନାହାଁନ୍ତି। ସେମାନେ ତାଙ୍କ ଆଉଟ୍ ଫିଟ୍‌ର ଯେଉଁ ଅଂଶରେ ଏହି କଟ୍ ରହିଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଏହାକୁ ନାପସନ୍ଦ କରି କଟୁ ମନ୍ତବ୍ୟ ଦେଇଛନ୍ତି। କିଛି ଲୋକ କହିଛନ୍ତି,“ସେଠାରେ କ’ଣ ଏମିତି ପୋଷାକ ପିନ୍ଧିବା ନିହାତି ଜରୁରୀ। ସଂସ୍କାରୀ ଝିଅମାନେ ଏମିତି କପଡ଼ା ପିନ୍ଧନ୍ତି ନାହିଁ।” ଆଉ କିଛି ଲୋକ କହିଛନ୍ତି ଯେ ପ୍ରିୟଙ୍କା ବୋଧେ ପାଗଳ ହୋଇଯାଇଛନ୍ତି।

ପ୍ରିୟଙ୍କା ଏବେ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫରଙ୍କ ଫିଲ୍ମ ‘ଭାରତ’ ଜରିଆରେ ବଲିଉଡ୍‌କୁ କମ୍‌ ବ୍ୟାକ୍‌ କରୁଛନ୍ତି। ଏହି ଫିଲ୍ମରେ ସେ ସଲମାନଙ୍କ ବିପକ୍ଷରେ ଅଭିନୟ କରିବେ।

୨୦୧୭ରେ ତାଙ୍କର ହଲିଉଡ୍‌ ଫିଲ୍ମ  ‘ବେୱାଞ୍ଚ’ ରିଲିଜ୍‌ ହୋଇଥିଲା।  ସେଥିରେ ତାଙ୍କ କୋଆକ୍ଟର ତଥା ଅନ୍ତର୍ଜାତୀୟ ସୁପରଷ୍ଟାର ଡୱେନ୍‌ ଜନ୍‌ସନ୍‌ ଥିଲେ। ଫିଲ୍ମରେ ପ୍ରିୟଙ୍କା ନେଗେଟିଭ୍ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କର ଆଗାମୀ ହଲିଉଡ୍‌ ଫିଲ୍ମ ହେଉଛି ‘ଏ କିଡ୍‌ ଲାଇକ୍‌ ଜେକ୍‌’ । ଫିଲ୍ମଟି ଜୁନ୍‌୧ରେ ୟୁଏସ୍‌ଏରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story