ପ୍ରିୟଙ୍କା କାହିଁକି ଛାଡ଼ିଥିଲେ ୧୦ଟି ଫିଲ୍ମର ଅଫର?

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷ ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରା ବେଶ୍‌ ନାଁ କମେଇଛନ୍ତି। କେବଳ ବଲିଉଡ୍ ନୁହେଁ, ହଲିଉଡ୍‌ରେ ମଧ୍ୟ ଖୁବ୍‌ ସଫଳତା ପାଇଛନ୍ତି। ସଫଳତା ପାଇବା ପାଇଁ ସେ ବହୁତ ଷ୍ଟ୍ରଗଲ କରିଛନ୍ତି। ସେ ସବୁବେଳେ ନିଜ ସର୍ତ୍ତ ଓ ନିଜ ଇଛାରେ ଫିଲ୍ମ ଚୟନ କରିଛନ୍ତି। ତେବେ ତାଙ୍କ ସଂପର୍କରେ ଆଉ ଗୋଟେ କଥା ଆପଣମାନେ ଜାଣିନଥିବେ। ସେ ପାଖାପାଖି ୧୦ ଫିଲ୍ମ କରିବାକୁ ମନା କରି ଦେଇଥିଲେ। ତାଙ୍କ ମା’ ମଧୁ କପୁର […]

Priyanka

Priyanka

Rakesh Mallick
  • Published: Monday, 13 November 2017
  • Updated: 13 November 2017, 02:45 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷ ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରା ବେଶ୍‌ ନାଁ କମେଇଛନ୍ତି। କେବଳ ବଲିଉଡ୍ ନୁହେଁ, ହଲିଉଡ୍‌ରେ ମଧ୍ୟ ଖୁବ୍‌ ସଫଳତା ପାଇଛନ୍ତି। ସଫଳତା ପାଇବା ପାଇଁ ସେ ବହୁତ ଷ୍ଟ୍ରଗଲ କରିଛନ୍ତି। ସେ ସବୁବେଳେ ନିଜ ସର୍ତ୍ତ ଓ ନିଜ ଇଛାରେ ଫିଲ୍ମ ଚୟନ କରିଛନ୍ତି। ତେବେ ତାଙ୍କ ସଂପର୍କରେ ଆଉ ଗୋଟେ କଥା ଆପଣମାନେ ଜାଣିନଥିବେ। ସେ ପାଖାପାଖି ୧୦ ଫିଲ୍ମ କରିବାକୁ ମନା କରି ଦେଇଥିଲେ। ତାଙ୍କ ମା’ ମଧୁ କପୁର ନିକଟରେ ଏକ ଖବର କାଗଜକୁ ଦେଇଥିବା ସାକ୍ଷତକାରରେ ଏହା କହିଛନ୍ତି। ତେବେ ସେ କାହିଁକି ଏତେ ସବୁ ଫିଲ୍ମ ଛାଡ଼ିଥିଲେ ଜାଣିଛନ୍ତି? ତାଙ୍କ ମା’ ଏହାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, କାଷ୍ଟିଂ କାଉଚ୍‌ରୁ ବର୍ତ୍ତିବା ପାଇଁ ପ୍ରିୟଙ୍କାଙ୍କୁ ପାଖାପାଖି ୧୦ଟି ବଡ଼ ବଡ଼ ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା।

ଆରମ୍ଭରୁ ବଲିଉଡ୍‌ରେ ତିଷ୍ଠିବା ବହୁତ କଷ୍ଟକର ଥିଲା। ତଥାପି ନିଜ କ୍ୟାରିଅର ଆରମ୍ଭରୁ ପ୍ରିୟଙ୍କା ନିଜ ସ୍ୱାଭିମାନ ଓ ସମ୍ମାନ ସହିତ ବୁଝାମଣା କରି ନଥିଲେ।

ମଧୁ କହିଥିଲେ,“ପ୍ରିୟଙ୍କା ୧୭ ବର୍ଷର ହୋଇଥିବା ବେଳେ ଇଣ୍ଡଷ୍ଟ୍ରିକୁ ଆସିଥିଲେ। ସେଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତି ମିନିଟ୍‌ରେ ମୁଁ ତାଙ୍କ ସହିତ ରହିଥିଲି। ଥରେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦେଖା କରିବାକୁ ଓ ଫିଲ୍ମର କାହାଣୀ ଶୁଣେଇବାକୁ ଆସିଥିଲେ। ତେବେ ସେ ଚାହିଁଲେ ମୁଁ ସେମାନଙ୍କ ସହିତ ନବସେ। ପ୍ରିୟଙ୍କା କହିଥିଲେ ଯଦି କାହାଣୀଟିକୁ ମାଆ ଶୁଣିପାରିବେନି ତେବେ ସେହି ଫିଲ୍ମରେ ସେ କେମିତି ଅଭିନୟ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story