ପ୍ରିୟଙ୍କାଙ୍କ ବୋଲ୍ଡ ଅବତାର; ଫ୍ୟାସନ୍‌ ମାଗାଜିନ୍‌ ପାଇଁ ଫଟୋ ସୁଟ୍‌

ମୁମ୍ୱାଇ: ବୋଲ୍ଡ ଅବତାରରେ କ୍ରିସ୍‌ ଗର୍ଲ ପ୍ରିୟଙ୍କା ଚୋପ୍ରା । ବଲିଉଡ୍‌ କିମ୍ୱା ହଲିଉଡ୍‌ ଫିଲ୍ମରେ ନୁହେଁ, ଏକ ଫ୍ୟାସନ୍‌ ମାଗାଜିନ୍‌ର  ଜୁନ୍‌ ମାସର ସଂସ୍କରଣ ପାଇଁ ବୋଲ୍ଡ ଫଟୋ ସୁଟ୍ କରିଛନ୍ତି ପ୍ରିୟଙ୍କା। ଏହି ଫଟୋ ସୁଟ୍‌ର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ସେୟାର କରାଯାଇଛି।

ସେବାଷ୍ଟିୟନ୍‌ କିମ୍ ପ୍ରିୟଙ୍କା ଏହି ସବୁ ଫଟୋ ଉଠାଇଛନ୍ତି।  ବୋକ ହି  ତାଙ୍କର ହେୟାର ଷ୍ଟାଇଲିସ୍‌ କରିଥିବା ବେଳେ ୟୁମି ମୋରୀ ତାଙ୍କର ମେକ୍‌ଅପ୍‌ ଆର୍ଟିଷ୍ଟ୍‌ ଥିଲେ।