ଆଜି ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ  

ମୁମ୍ବାଇ: ‘ଦେଶୀ ଗାର୍ଲ୍‌’ ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କ ନିର୍ବନ୍ଧ ଆଜି ହେଉଛି। ଖବର ଅନୁୟାୟୀ, ଏହି ନିର୍ବନ୍ଧ ମୁମ୍ବାଇରେ ହିଁ ହେଉଛି। ଏଥିପାଇଁ ସକାଳୁ ପ୍ରିୟଙ୍କାଙ୍କ ଘରେ ଗହଳ ଚହଳ ଦେଖିବାକୁ ମିଳିଛି। ନିକ୍‌ ନିଜ ବାପା ମା’ଙ୍କ ସହ ଗତକାଲି ମୁମ୍ବାଇ ପହଞ୍ଚିଥିଲେ। ବିମାନବନ୍ଦରରେ ସେମାନଙ୍କ ଦେଖା ମିଳିବା ପରେ ପୂର୍ବାନୁମାନ କରା ଯାଉଥିଲଆ ଯେ ନିର୍ବନ୍ଧ ପାଇଁ ହିଁ ନିକ୍‌ଙ୍କ ମାତାପିତା ମୁମ୍ବାଇ ଆସିଛନ୍ତି। ତେଣୁ ଶନିବାର ସକାଳୁ […]

priya1

priya1

Jitendra Garnayak
  • Published: Saturday, 18 August 2018
  • Updated: 18 August 2018, 09:51 AM IST

ମୁମ୍ବାଇ: ‘ଦେଶୀ ଗାର୍ଲ୍‌’ ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କ ନିର୍ବନ୍ଧ ଆଜି ହେଉଛି। ଖବର ଅନୁୟାୟୀ, ଏହି ନିର୍ବନ୍ଧ ମୁମ୍ବାଇରେ ହିଁ ହେଉଛି। ଏଥିପାଇଁ ସକାଳୁ ପ୍ରିୟଙ୍କାଙ୍କ ଘରେ ଗହଳ ଚହଳ ଦେଖିବାକୁ ମିଳିଛି।

ନିକ୍‌ ନିଜ ବାପା ମା’ଙ୍କ ସହ ଗତକାଲି ମୁମ୍ବାଇ ପହଞ୍ଚିଥିଲେ। ବିମାନବନ୍ଦରରେ ସେମାନଙ୍କ ଦେଖା ମିଳିବା ପରେ ପୂର୍ବାନୁମାନ କରା ଯାଉଥିଲଆ ଯେ ନିର୍ବନ୍ଧ ପାଇଁ ହିଁ ନିକ୍‌ଙ୍କ ମାତାପିତା ମୁମ୍ବାଇ ଆସିଛନ୍ତି। ତେଣୁ ଶନିବାର ସକାଳୁ ପ୍ରିୟଙ୍କାଙ୍କ ଘର ତଳେ ମିଡିଆର ଭିଡ଼ି ଜମି ଯାଇଛି।

priyyy

ନିର୍ବନ୍ଧ ପାଇଁ ପ୍ରିୟଙ୍କାଙ୍କ ଘରକୁ ରଙ୍ଗବେରଙ୍ଗର ଲାଇଟ୍‌ ଓ ଦାମୀ ଫୁଲରେ ସଜା ହେଉଛି। ଏହି ସାଜସଜାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ୍‌ ହୋଇଛି। ଶୁଣିବାକୁ ମିଳୁଛି, ଏହି ନିର୍ବନ୍ଧ ଉତ୍ସବରେ କେବଳ ପ୍ରୟଙ୍କାଙ୍କ କିଛି ଖାସ୍‌ ବନ୍ଧୁ ଓ ସମ୍ପର୍କୀୟ ସାମିଲ ହେବେ।

ଏହାକୁ ମିଶାଇ ନିକ୍‌ ଦ୍ୱିତୀୟ ଥର ପାଇଁ ଭାରତ ଆସିଛନ୍ତି। ପୂର୍ବରୁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରାଙ୍କୁ ଭେଟିବାକୁ ନିକ୍ ପ୍ରଥମ ଥର ପାଇଁ  ଭାରତ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story