ଆଗକୁ 'ଗଙ୍ଗୁ ବାଈ' ସାଜିବେ ପ୍ରିୟଙ୍କା

ମୁମ୍ୱାଇ: ବଲିଉଡ୍‌ ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଯୋଧପୁରରେ ନିକ୍‌ ଜୋନସ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି। ଡିସେମ୍ୱର ୧ରେ ଉମେଦ୍‌ ଭବନ ପ୍ୟାଲେସ୍‌ରେ ଉଭୟେ ପ୍ରଥମେ ଖ୍ରୀଷ୍ଟିଆନ୍‌ ବିଧିରେ ବିବାହ କରିଥିବାବେଳେ ଡିସେମ୍ୱର ୨ ଅର୍ଥାତ୍‌ ରବିବାର ହିନ୍ଦୁ ରୀତିନୀତିରେ ବାହା ହୋଇଛନ୍ତି। ତେବେ ବିବାହ ପରେ ପ୍ରିୟଙ୍କା ବିଧିବଦ୍ଧ ଭାବେ ଆମେରିକାରେ ରହିବେ ବୋଲି ଅନୁମାନ କରି ‘ଦେଶୀ ଗର୍ଲ’ଙ୍କ ଫ୍ୟାନ୍‌ମାନେ ମନ ମାରିଥିବା ଶୁଣିବାକୁ ମିଳିଛି। ତେବେ ତାଜା ତଥ୍ୟ […]

priyanka-final

priyanka-final

Puspanjali Panda
  • Published: Monday, 03 December 2018
  • Updated: 03 December 2018, 01:32 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ 'ଦେଶୀ ଗର୍ଲ' ପ୍ରିୟଙ୍କା ଚୋପ୍ରା ଯୋଧପୁରରେ ନିକ୍‌ ଜୋନସ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି। ଡିସେମ୍ୱର ୧ରେ ଉମେଦ୍‌ ଭବନ ପ୍ୟାଲେସ୍‌ରେ ଉଭୟେ ପ୍ରଥମେ ଖ୍ରୀଷ୍ଟିଆନ୍‌ ବିଧିରେ ବିବାହ କରିଥିବାବେଳେ ଡିସେମ୍ୱର ୨ ଅର୍ଥାତ୍‌ ରବିବାର ହିନ୍ଦୁ ରୀତିନୀତିରେ ବାହା ହୋଇଛନ୍ତି।

ତେବେ ବିବାହ ପରେ ପ୍ରିୟଙ୍କା ବିଧିବଦ୍ଧ ଭାବେ ଆମେରିକାରେ ରହିବେ ବୋଲି ଅନୁମାନ କରି 'ଦେଶୀ ଗର୍ଲ'ଙ୍କ ଫ୍ୟାନ୍‌ମାନେ ମନ ମାରିଥିବା ଶୁଣିବାକୁ ମିଳିଛି।

ତେବେ ତାଜା ତଥ୍ୟ ଅନୁସାରେ, ପ୍ରିୟଙ୍କା ବିବାହ ପରେ ସିଧାସଳଖ ବଲିଉଡ୍‌କୁ ହିଁ ଫେରିବେ। ଆଉ ଏହି ବିବାହ ପର କମ୍‌ବ୍ୟାକ୍‌ରେ ସେ ଧମାକା ରଚିବାର ଯୋଜନା ବି କରିଛନ୍ତି।

ରିପୋର୍ଟ ଅନୁସାରେ, ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ସହ ପ୍ରିୟଙ୍କା ଏଥର ପୁଣି କାମ କରିବେ। କିନ୍ତୁ ଏନେଇ ଏଯାଏ ବିଧିବଦ୍ଧ ଘୋଷଣା ହୋଇନାହିଁ। ତେବେ ସୂଚନା ଅନୁସାରେ, ଭନ୍‌ସାଲୀଙ୍କ ଆଗାମୀ ଫିଲ୍ମ 'ହୀରା ମଣ୍ଡି'ରେ ପ୍ରିୟଙ୍କା ‘ଗଙ୍ଗୁ ବାଈ’ ଚରିତ୍ରରେ ନଜର ଆସିବେ। ଫିଲ୍ମର ଏହା ହେଉଛି ମୁଖ୍ୟ ଚରିତ୍ର।

ପୂର୍ବରୁ ଶେଷ ଥର ପାଇଁ ପ୍ରିୟଙ୍କା ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ କାମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story