ଫିଲ୍ମ୍‌ ରିଲିଜ୍‌ ପୂର୍ବରୁ ‘ରାଜ: ରିବୁଟ୍‌’ ଅନ୍‌ଲାଇନ୍‌ରେ ଲିକ୍‌

ମୁମ୍ୱାଇ: ବଲିଉଡ୍‌ରେ ଫିଲ୍ମ ରିଲିଜ ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌ ହେବାର ନାଁ ଧରୁନି। ଏବେ ଏହାର ଶିକାର ହୋଇଛନ୍ତି କିସିଂ ବୟ ଇମ୍ରାନ୍‌ ହାସମୀ। ତାଙ୍କ ଫିଲ୍ମ ‘ରାଜ: ରିବୁଟ୍‌’ ୧୬ ସେପ୍ଟେମ୍ୱରରେ ରିଲିଜ୍‌ ହେବା ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଯାଇଛି। ଏଥିପାଇଁ ଇମ୍ରାନ୍‌ ଟ୍ୱିଟ୍‌ ମାଧ୍ୟମରେ ଦୁଃଖ ପ୍ରକାଶ କରିବା ସହିତ ଫିଲ୍ମକୁ ହଲ୍‌ରେ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କାରିଛନ୍ତି। ଚଳିତ ବର୍ଷ ଇମ୍ରାନ୍‌ଙ୍କ ‘ରାଜ: ରିବୁଟ୍‌’ ପରି ସଲମାନ୍‌ ଖାନଙ୍କ “ସୁଲତାନ୍‌”, ସୁପରଷ୍ଟାର ରଜନୀକାନ୍ତଙ୍କ […]

raaz

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 06:13 PM IST

ମୁମ୍ୱାଇ: ବଲିଉଡ୍‌ରେ ଫିଲ୍ମ ରିଲିଜ ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌ ହେବାର ନାଁ ଧରୁନି। ଏବେ ଏହାର ଶିକାର ହୋଇଛନ୍ତି କିସିଂ ବୟ ଇମ୍ରାନ୍‌ ହାସମୀ। ତାଙ୍କ ଫିଲ୍ମ ‘ରାଜ: ରିବୁଟ୍‌’ ୧୬ ସେପ୍ଟେମ୍ୱରରେ ରିଲିଜ୍‌ ହେବା ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଯାଇଛି। ଏଥିପାଇଁ ଇମ୍ରାନ୍‌ ଟ୍ୱିଟ୍‌ ମାଧ୍ୟମରେ ଦୁଃଖ ପ୍ରକାଶ କରିବା ସହିତ ଫିଲ୍ମକୁ ହଲ୍‌ରେ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କାରିଛନ୍ତି।

ଚଳିତ ବର୍ଷ ଇମ୍ରାନ୍‌ଙ୍କ ‘ରାଜ: ରିବୁଟ୍‌’ ପରି ସଲମାନ୍‌ ଖାନଙ୍କ “ସୁଲତାନ୍‌”, ସୁପରଷ୍ଟାର ରଜନୀକାନ୍ତଙ୍କ “କବାଲି” ଅନ୍‌ଲାଇନ୍‌ରେ ଲିକ୍‌ ହୋଇଥିଲା। ସେହିପରି ରିଲିଜ୍‌ ପୂର୍ବରୁ “ଉଡ୍‌ତା ପଞ୍ଜାବ” ଓ “ଗ୍ରେଟ୍‌ ଗ୍ରାଣ୍ଡ ମସ୍ତି” ଫିଲ୍ମ ମଧ୍ୟ ଲିକ୍‌ ହୋଇଥିଲା।

Related story