ରବୀନାଙ୍କୁ ଘାରେ ଝିଅଙ୍କ ସୁରକ୍ଷା ଚିନ୍ତା, ଭଗବାନଙ୍କୁ କରନ୍ତି ପ୍ରାର୍ଥନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ନିଜ ଆଗାମୀ ଫିଲ୍ମ ‘ମାତୃ- ଦ ମଦର’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ ବେଳେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯେଉଁଦିନଠାରୁ ଝିଅମାନେ ତାଙ୍କ ଜୀବନକୁ ଆସିଛନ୍ତି ସେହିଦିନଠାରୁ ସେମାନଙ୍କ ସୁରକ୍ଷା ଚିନ୍ତା ତାଙ୍କୁ ଘାରୁଛି। ରବୀନା କହିଛନ୍ତି,“ମୋତେ ସବୁ ଦିନେ ସବୁ ସମୟରେ ମୋ ଝିଅମାନଙ୍କ ସୁରକ୍ଷା ଚିନ୍ତା ଘାରେ। ମୋର ତିନିଟି ଝିଅ। ଘରୁ ବାହାରକୁ ଆସିବା ବେଳେ ଭଗବାନଙ୍କୁ […]

rabina

rabina

Rakesh Mallick
  • Published: Monday, 10 April 2017
  • Updated: 10 April 2017, 08:45 AM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ନିଜ ଆଗାମୀ ଫିଲ୍ମ ‘ମାତୃ- ଦ ମଦର’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ ବେଳେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯେଉଁଦିନଠାରୁ ଝିଅମାନେ ତାଙ୍କ ଜୀବନକୁ ଆସିଛନ୍ତି ସେହିଦିନଠାରୁ ସେମାନଙ୍କ ସୁରକ୍ଷା ଚିନ୍ତା ତାଙ୍କୁ ଘାରୁଛି।

ରବୀନା କହିଛନ୍ତି,“ମୋତେ ସବୁ ଦିନେ ସବୁ ସମୟରେ ମୋ ଝିଅମାନଙ୍କ ସୁରକ୍ଷା ଚିନ୍ତା ଘାରେ। ମୋର ତିନିଟି ଝିଅ। ଘରୁ ବାହାରକୁ ଆସିବା ବେଳେ ଭଗବାନଙ୍କୁ ପ୍ରାର୍ଥନା କରେ ମୋ ଝିଅମାନେ ସୁରକ୍ଷିତ ଥାଆନ୍ତୁ।”

ଫିଲ୍ମ ‘ମାତୃ- ଦ ମଦର’ରେ ରବୀନା ଜଣେ ମା’ ଭୂମିକାରେ ଆସୁଛନ୍ତି। ଏଥିରେ ତାଙ୍କ ଝିଅ ସାମୂହିକ ବଳାତ୍କାରର ଶିକାର ହୋଇଛି। ତା’ପରେ ତାକୁ ହତ୍ୟା କରାଯାଇଛି। ନ୍ୟାୟ ପାଇଁ ରବୀନା ଲଢ଼େଇ କରୁଛନ୍ତି। ପୋଲିସ୍ କିନ୍ତୁ ତାଙ୍କୁ ସାହାଯ୍ୟ କରୁ ନାହିଁ। ମାମଲା ଫେରାଇ ନେବାକୁ ଧମକ ମିଳିବା ପରେ ଆଇନ ଉପରୁ ତାଙ୍କ ବିଶ୍ୱାସ ଉଠିଯାଏ। ତା’ପରେ ନିଜ ଢଙ୍ଗରେ ସେ ଦୋଷୀମାନଙ୍କୁ ସଜ୍ଜା ଦେଇଛନ୍ତି।

‘ମାତୃ-ଦ ମଦର’ ଏପ୍ରିଲ ୨୧ ତାରିଖରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଶରତ ସୈୟଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story