ଭକ୍ତ ସାଜିବେ ଦର୍ଶକ, ରାଧେ ମାଆ କରିବେ ଅଭିନୟ: ଆସୁଛି ‘ନୋ କାଷ୍ଟିଂ ନୋ କାଉଚ୍‌ ଓନ୍‌ଲି ଆଉଚ୍‌’

ଆତ୍ମଘୋଷିତ ଭଗବାନ ଏବେ କରିବେ ଅଭିନୟ। ଅର୍ଥାତ୍‌ ପ୍ରଥମେ ନିଜକୁ ଦେବୀ ବୋଲି ଅଭିହିତ କରି ଅଭିନୟ କରିବା ପରେ ଏବେ ରଙ୍ଗବୋଳି କ୍ୟାମେରା ଆଗରେ ଅଭିନୟ କରିବେ। ରାଧେ ମାଆ। ପୂର୍ବରୁ ଏ ମହିଳାଙ୍କ କାରନାମା ସାରା ଦେଶ ଦେଖିଛି। ଘଣ୍ଟା ଘଣ୍ଟା ଦିନ ଦିନ ଧରି ନ୍ୟୁଜ ଚ୍ୟାନେଲ ପାଇଁ ଖବର ବି ପାଲଟିଛନ୍ତି।  ରିଏଲ୍‌ ଲାଇଫରେ ସର୍ବଦା ଚର୍ଚ୍ଚାରେ ରହୁଥିବା ରାଧେମାଙ୍କୁ ଏବେ ରିଲ୍‌ ଲାଇଫରେ ଦେଖିବାକୁ ପାଇବେ ଦର୍ଶକ। ଯେଉଁ ମାନେ […]

radhee3_555_051717113610

radhee3_555_051717113610

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 06:25 PM IST

Sports

Latest News

ଆତ୍ମଘୋଷିତ ଭଗବାନ ଏବେ କରିବେ ଅଭିନୟ। ଅର୍ଥାତ୍‌ ପ୍ରଥମେ ନିଜକୁ ଦେବୀ ବୋଲି ଅଭିହିତ କରି ଅଭିନୟ କରିବା ପରେ ଏବେ ରଙ୍ଗବୋଳି କ୍ୟାମେରା ଆଗରେ ଅଭିନୟ କରିବେ। ରାଧେ ମାଆ। ପୂର୍ବରୁ ଏ ମହିଳାଙ୍କ କାରନାମା ସାରା ଦେଶ ଦେଖିଛି। ଘଣ୍ଟା ଘଣ୍ଟା ଦିନ ଦିନ ଧରି ନ୍ୟୁଜ ଚ୍ୟାନେଲ ପାଇଁ ଖବର ବି ପାଲଟିଛନ୍ତି।  ରିଏଲ୍‌ ଲାଇଫରେ ସର୍ବଦା ଚର୍ଚ୍ଚାରେ ରହୁଥିବା ରାଧେମାଙ୍କୁ ଏବେ ରିଲ୍‌ ଲାଇଫରେ ଦେଖିବାକୁ ପାଇବେ ଦର୍ଶକ। ଯେଉଁ ମାନେ ତାଙ୍କୁ ଦେଖିଲେ ମୁଣ୍ଡିଆ ମାରୁଥିଲେ, ଏବେ ସେମାନେ ଦର୍ଶକ ହୋଇ ତାଳି ମାରିବେ।

ଏକ ୱେବ୍‌ ସିରିଜ୍‌ ମାଧ୍ୟମରେ ସେ ଅଭିନୟରେ ପାଦ ଥାପିବାକୁ ଯାଉଛନ୍ତି। ତାଙ୍କର ପ୍ରଥମ ୱେବ ସିରିଜ୍‌ ନାଁ ହେଉଛି ‘ନୋ କାଷ୍ଟିଂ ନୋ କାଉଚ୍‌ ଓନ୍ଲି ଆଉଚ୍‌’। ପୂର୍ବରୁ ବିଜେପି ସାଂସଦ ତଥା ଅଭିନେତା ମୋନଜ ତିୱାରୀଙ୍କ ଠାରୁ ଆରମ୍ଭ କରି ଅଭିନେତା ରବି କିଷନ୍ ସିନେ ନିର୍ମାତା ସୁଭାଷ ଘାଇ ମଧ୍ୟ ରାଧେମାଙ୍କ ଭକ୍ତ ଥିବା ଚର୍ଚ୍ଚା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story