ଦେଶର ୩୫୦୦ ହଲରେ ରିଲିଜ ହେବ ‘ରଇସ’ର ଟ୍ରେଲର

 ମୁମ୍ବାଇ: ‘ରଇସ୍’କୁ ନେଇ ଶାହାରୁଖ ଏବେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ଏବେ ସୁଦ୍ଧା ଫିଲ୍ମର ପୋଷ୍ଟର ବ୍ୟତୀତ ଗୋଟିଏ ଡାଇଲଗ୍‌ ରିଲିଜ କରାଯାଇଛି। ଡାଇଲଗ ପରେ ଏବେ ଟ୍ରେଲର ରିଳିଜର ତାରିଖ ମଧ୍ୟ ଠିକ୍‌ ହୋଇଯାଇଛି। ଡିସେମ୍ବର ୭ରେ ଫିଲ୍ମର ଟ୍ରେଲର ଦେଶର ୩୫୦୦ ହଲରେ ଏକା ସମୟରେ ରିଲିଜ କରାଯିବ। କେବଳ ସେତିକି ନୁହେଁ ଫିଲ୍ମର ଲିଡ୍‌ ଅଭିନେତା ଶାହାରୁଖ ମଧ୍ୟ ଟ୍ରେଲର ଲଞ୍ଚରେ ଉପସ୍ଥିତ ରହିବେ। ଭିଡ଼ଓ କନଫରେନସିଂ ଜରିଆରେ ୯ଟି ସହରର ଦର୍ଶକଙ୍କ […]

raees-poster

raees-poster

Rakesh Mallick
  • Published: Saturday, 26 November 2016
  • Updated: 26 November 2016, 04:54 PM IST

Sports

Latest News

 ମୁମ୍ବାଇ: ‘ରଇସ୍’କୁ ନେଇ ଶାହାରୁଖ ଏବେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ଏବେ ସୁଦ୍ଧା ଫିଲ୍ମର ପୋଷ୍ଟର ବ୍ୟତୀତ ଗୋଟିଏ ଡାଇଲଗ୍‌ ରିଲିଜ କରାଯାଇଛି। ଡାଇଲଗ ପରେ ଏବେ ଟ୍ରେଲର ରିଳିଜର ତାରିଖ ମଧ୍ୟ ଠିକ୍‌ ହୋଇଯାଇଛି। ଡିସେମ୍ବର ୭ରେ ଫିଲ୍ମର ଟ୍ରେଲର ଦେଶର ୩୫୦୦ ହଲରେ ଏକା ସମୟରେ ରିଲିଜ କରାଯିବ।

କେବଳ ସେତିକି ନୁହେଁ ଫିଲ୍ମର ଲିଡ୍‌ ଅଭିନେତା ଶାହାରୁଖ ମଧ୍ୟ ଟ୍ରେଲର ଲଞ୍ଚରେ ଉପସ୍ଥିତ ରହିବେ। ଭିଡ଼ଓ କନଫରେନସିଂ ଜରିଆରେ ୯ଟି ସହରର ଦର୍ଶକଙ୍କ ସହ ସେ ସିଧାସଳଖ କଥା ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story