ପୁଣି ଥରେ ଲିପ୍‌ଲକ୍‌ କରିବେ ରାମ ଓ ସାକ୍ଷୀ

୬ ବର୍ଷ ତଳେ ରାମ କପୁର ଓ ସାକ୍ଷୀ ତନୱାର ସିରିୟଲ ‘ବଡେ ଅଛେ ଲଗ୍‌ତେ ହେ’ରେ ଅନ୍ତରଙ୍ଗ ଦୃଶ୍ୟ ଦେଖାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ସେହି ସମୟରେ ଏହା ଥିଲା ସବୁଠାରୁ ବୋଲ୍ଡ ସିନ୍‌। ରାମ ଓ ସାକ୍ଷୀ ପୁଣି ଥରେ ଲିପ୍‌ଲକ୍‌ କରିବାର ଦେଖିବେ ଦର୍ଶକ। ALT Balajij ର ୱେବ୍‌ ସିରିଜ୍‌ ‘କରଲେ ତୁ ମୋହବତ୍‌’ର ସିଜିନ୍‌-୨ରେ ଅନ୍ତରଙ୍ଗ ହେବାର ଦୃଶ୍ୟରେ ଏହି ଯୋଡିକୁ ଦେଖିବାକୁ ପାଇବେ ଦର୍ଶକେ। ସିଜିନ୍‌-୨ର ଟ୍ରେଲର୍‌ ଆଉଟ୍‌ […]

ram-sakshi

ram-sakshi

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 02:43 PM IST

Sports

Latest News

୬ ବର୍ଷ ତଳେ ରାମ କପୁର ଓ ସାକ୍ଷୀ ତନୱାର ସିରିୟଲ ‘ବଡେ ଅଛେ ଲଗ୍‌ତେ ହେ’ରେ ଅନ୍ତରଙ୍ଗ ଦୃଶ୍ୟ ଦେଖାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ସେହି ସମୟରେ ଏହା ଥିଲା ସବୁଠାରୁ ବୋଲ୍ଡ ସିନ୍‌। ରାମ ଓ ସାକ୍ଷୀ ପୁଣି ଥରେ ଲିପ୍‌ଲକ୍‌ କରିବାର ଦେଖିବେ ଦର୍ଶକ। ALT Balajij ର ୱେବ୍‌ ସିରିଜ୍‌ ‘କରଲେ ତୁ ମୋହବତ୍‌’ର ସିଜିନ୍‌-୨ରେ ଅନ୍ତରଙ୍ଗ ହେବାର ଦୃଶ୍ୟରେ ଏହି ଯୋଡିକୁ ଦେଖିବାକୁ ପାଇବେ ଦର୍ଶକେ।

ସିଜିନ୍‌-୨ର ଟ୍ରେଲର୍‌ ଆଉଟ୍‌ ହୋଇସାରିଲାଣି। ସୁତ୍ର ଅନୁସାରେ ଏକତା କପୁର ଏହି ସିରିଜ୍‌କୁ ଅଧିକ ରୋମାଞ୍ଚକ କରିବାକୁ ଇଚ୍ଛା ରଖିଛନ୍ତି। ନିକଟରେ ଏହି ସିରିଜ୍‌ର ସୁଟିଂ ସରିଛି। ସିଜନ୍‌ ୧ରେ ମଧ୍ୟ  ରାମ ଓ ସାକ୍ଷୀଙ୍କ ମଧ୍ୟରେ ଲଭ୍‌ ସିନ୍‌ କରିବାର ଥିଲା, ମାତ୍ର କୌଣସି କାରଣରୁ ଉଭୟେ ସିନ୍‌ ଦେବାକୁ ମନା କରିଦେଇଥିଲେ।

‘ବଡେ ଅଛେ ଲଗତେ ହେ’ରେ ରାମ ଓ ସାକ୍ଷୀଙ୍କ ହଟ୍ ସିନ୍‌କୁ ଏକତା କପୁର ନିଜ ଜୀବନର ବଡ଼ ଭୁଲ ବୋଲି ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ। ଏହାର କାରଣ ଏହି ସିନ୍‌ ପରେ ବଡେ ଅଛେ ଲଗ୍‌ତେ ହେ’ର ଟିଆରପି ୬ରୁ ଖସି ୨କୁ ଆସିଥିଲା। ଦେଖାଯାଉ ‘କରଲେ ତୁ ମୋହବତ୍‌’ ସିଜିନ୍‌ ୨ ଦର୍ଶକଙ୍କୁ କେତେ ଆକୃଷ୍ଟ କରିପାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story