ଶ୍ରୀଦେବୀଙ୍କ ମୃତ୍ୟୁରେ ଏମିତି କାହିଁକି ଲେଖିଲେ ରାମ ଗୋପାଲ ?

ମୁମ୍ବାଇ: ଶନିବାର ବିଳମ୍ବିତ ରାତିରେ ବଲିଉଡ୍‌ର ‘ଚାନ୍ଦନୀ’ ଭାବେ ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ଛଡା ପୁରା ଦେଶ ସ୍ତବ୍ଧ ହେଇଯାଇଛି।ଦୁବାଇରେ ଅନୁଷ୍ଠିତ ଏକ ପରିବାରିକ ଉତ୍ସବରେ ଯୋଗଦେବା ଅବସରରେ ଶ୍ରୀଦେବୀଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଅନେକ ଷ୍ଟାର ,ରାଜନେତା ଟ୍ୱିଟ୍ ବାର୍ତ୍ତା ଜରିଆରେ  ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିଏ ଦୁଃଖରେ ମ୍ରିୟମାଣ ହୋଇଥିବା କଥା ଲେଖିଛନ୍ତି ତ କିଏ ଏହାକୁ ଦେଶର ଏକ ବଡ଼ କ୍ଷତି […]

ram-gopal-verma

ram-gopal-verma

Rakesh Mallick
  • Published: Monday, 26 February 2018
  • Updated: 26 February 2018, 05:48 PM IST

Sports

Latest News

ମୁମ୍ବାଇ: ଶନିବାର ବିଳମ୍ବିତ ରାତିରେ ବଲିଉଡ୍‌ର ‘ଚାନ୍ଦନୀ’ ଭାବେ ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ଛଡା ପୁରା ଦେଶ ସ୍ତବ୍ଧ ହେଇଯାଇଛି।ଦୁବାଇରେ ଅନୁଷ୍ଠିତ ଏକ ପରିବାରିକ ଉତ୍ସବରେ ଯୋଗଦେବା ଅବସରରେ ଶ୍ରୀଦେବୀଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଅନେକ ଷ୍ଟାର ,ରାଜନେତା ଟ୍ୱିଟ୍ ବାର୍ତ୍ତା ଜରିଆରେ  ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

tweetକିଏ ଦୁଃଖରେ ମ୍ରିୟମାଣ ହୋଇଥିବା କଥା ଲେଖିଛନ୍ତି ତ କିଏ ଏହାକୁ ଦେଶର ଏକ ବଡ଼ କ୍ଷତି ବୋଲି ଦର୍ଶାଇଛନ୍ତି। ହେଲେ ପ୍ରକ୍ଷାତ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମା “i hate sridevi...” ଲେଖି ଏବେ ଚର୍ଚ୍ଚାରେ । ତା ହେଲେ ଏମିତି କ’ଣ ହୋଇଥିଲା ଯେ, ଶୋକବାର୍ତ୍ତାରେ ଏମିତି ଲେଖିଲେ RGB(ରାମ ଗୋପାଲ ବର୍ମା ଏହି ନାମରେ ବଲିଉଡ୍‌ରେ ପ୍ରସିଦ୍ଧ) ?

ଆପଣ ଭାବୁଥିବେ ତାଙ୍କ ଦୁହିଁଙ୍କ ଭିତରେ କିଛି ବିବାଦ ଥିଲା ବୋଧହୁଏ। ହେଲେ ସେମିତି ଜମାନୁହେଁ। ପୁରା ଟୁଇଟ୍‌ ପଢିବା ପରେ ଆପଣ ବି ବୁଝିପାରିବେ RGB ଶ୍ରୀଦେବୀଙ୍କୁ କେତେ ସମ୍ନାନ ଦେଉଥିଲେ। ସେ ନିଜ ଟ୍ୱିଟ୍‌ ବାର୍ତ୍ତାରେ ଲେଖିଛନ୍ତି “i hate god, i hate sridevi for dying” । ଏହି ଲେଖାରୁ ଆପଣ ବୁଝିପାରୁଥିବେ ସେ କିଭଳି ମର୍ମାହତ । ବାସ୍ତବରେ ଶ୍ରୀଦେବୀଙ୍କ ଏହି ଦୁଃଖଦ ନିଧନ ପାଇଁ ସେ ଭଗବାନଙ୍କୁ ଘୃଣା କରିଛନ୍ତି ଓ ଅସମୟରେ ଛାଡ଼ି ଚାଲି ଯାଇଥିବାରୁ ଶ୍ରୀଦେବୀଙ୍କ ମଧ୍ୟ ଘୃଣା କରନ୍ତି ବୋଲି କହି ନିଜ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story