ରାମ କପୁରଙ୍କ ପୁଅକୁ ମିଳିଲା ଓସ୍କାର!

ମୁମ୍ବାଇ: ଅଭିନେତା ରାମ କପୁର ଜଣେ ଦକ୍ଷ ଅଭିନେତା। ସିରିଏଲ୍‌ ହେଉ କି ଫିଲ୍ମ, ଦୁଇଟି ଯାକ କ୍ଷେତ୍ରରେ ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି, କେବଳ ରାମ ନୁହଁନ୍ତି ତାଙ୍କ ୯ ବର୍ଷର ପୁଅ ଅକ୍ସ ମଧ୍ୟ ଅଭିନୟରେ ବେଶ୍‌ ପାରଙ୍ଗମ। ସେଥିପାଇଁ ତାଙ୍କ ପୁଅକୁ ଓସ୍କାର ଆୱାର୍ଡ ମିଳିଛି। ଏହି କଥା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ। ପ୍ରକୃତ ଘଟଣା ହେଉଛି, ନିକଟରେ ରାମ କପୁରଙ୍କ […]

ram

ram

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 10:57 AM IST

Sports

Latest News

ମୁମ୍ବାଇ: ଅଭିନେତା ରାମ କପୁର ଜଣେ ଦକ୍ଷ ଅଭିନେତା। ସିରିଏଲ୍‌ ହେଉ କି ଫିଲ୍ମ, ଦୁଇଟି ଯାକ କ୍ଷେତ୍ରରେ ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି, କେବଳ ରାମ ନୁହଁନ୍ତି ତାଙ୍କ ୯ ବର୍ଷର ପୁଅ ଅକ୍ସ ମଧ୍ୟ ଅଭିନୟରେ ବେଶ୍‌ ପାରଙ୍ଗମ। ସେଥିପାଇଁ ତାଙ୍କ ପୁଅକୁ ଓସ୍କାର ଆୱାର୍ଡ ମିଳିଛି। ଏହି କଥା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ।

ପ୍ରକୃତ ଘଟଣା ହେଉଛି, ନିକଟରେ ରାମ କପୁରଙ୍କ ପୁଅ ଅକ୍ସଙ୍କୁ ଅଭିନୟ ପାଇଁ ସ୍କୁଲରେ ଏକ ସାର୍ଟିଫିକେଟ୍‌ ମିଳିଛି।  ସେହି ସାର୍ଟିଫିକେଟ୍‌ର ଉପରେ ଓସ୍କାର ବୋଲି ଲେଖାଯାଇଛି। ଏପିରିକି ଏଥିରେ ଓସ୍କାର ଆୱାର୍ଡରେ ଦିଆଯାଉଥିବା ଟ୍ରଫିର ଚିତ୍ର ବି ରହିଛି।   ଅକ୍ସ ସେହି ସାର୍ଟିଫିକେଟ୍‌ ରାମକୁ ଦେଖାଇଲେ ଓ କହିଲେ, ‘‘ମୋ ପାଖରେ ଓସ୍କାର ଅଛି, ତୁମ ପାଖରେ ନାହିଁ।’’

oscarରାମ ଏହି ସାର୍ଟିଫିକେଟ୍‌କୁ  ନିଜ ଟ୍ୱିଟର ପେଜ୍‌ରେ ସେୟାର କରିଛନ୍ତି।  କ୍ୟାପସନ୍‌ ଦେଇଛନ୍ତି ‘‘ମୋ ପାଖରେ ଓସ୍କାର ଅଛି, ତୁମ ପାଖରେ ନାହିଁ।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story