ରଣବୀର ଜୀବନରେ ପୁଣି ଜଣେ ଚୁଲବୁଲି ନାୟିକାଙ୍କ ଏଣ୍ଟ୍ରି

ମୁମ୍ବାଇ: ରଣବୀର କପୁରଙ୍କୁ ବଲିଉଡ୍‌ ଲଭର ବୟ କହିଲେ ଅତ୍ୟୁକ୍ତି ହେବନାହିଁ। ସେଥିପାଇଁ ବୋଧେ ଅଭିନୟରୁ ଅଧିକ ତାଙ୍କ ରୋମାନ୍ସକୁ ନେଇ ଚର୍ଚ୍ଚା ହୁଏ। ବଲିଉଡ୍‌ରେ ପାଦ ଦେବା ପରଠାରୁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସଂପର୍କକୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ସବୁଠୁ ଅଧିକ ଶୁଣୁବାକୁ ମିଳିଥାଏ ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ। ରଣବୀରଙ୍କ ଜୀବନରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଥିବା ନେଇ ଟୁପୁର ଟାପର […]

ranbir-kapoor

ranbir-kapoor

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 10:00 AM IST

Sports

Latest News

ମୁମ୍ବାଇ: ରଣବୀର କପୁରଙ୍କୁ ବଲିଉଡ୍‌ ଲଭର ବୟ କହିଲେ ଅତ୍ୟୁକ୍ତି ହେବନାହିଁ। ସେଥିପାଇଁ ବୋଧେ ଅଭିନୟରୁ ଅଧିକ ତାଙ୍କ ରୋମାନ୍ସକୁ ନେଇ ଚର୍ଚ୍ଚା ହୁଏ। ବଲିଉଡ୍‌ରେ ପାଦ ଦେବା ପରଠାରୁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସଂପର୍କକୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ସବୁଠୁ ଅଧିକ ଶୁଣୁବାକୁ ମିଳିଥାଏ ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ। ରଣବୀରଙ୍କ ଜୀବନରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଥିବା ନେଇ ଟୁପୁର ଟାପର ଆରମ୍ଭ ହୋଇଯାଇଛି।

ଏହି ଚୁଲବୁଲି ଜଣକ ହେଲେ ଆଲିଆ ଭଟ୍ଟ। ଦୁହେଁ ଏବେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ଅଭିନୟ କରୁଛନ୍ତି। ଶୁଣିବାକୁ ମିଳୁଛି ଏବେ ରଣବୀର ଓ ଆଲିଆଙ୍କ ମଧ୍ୟରେ ବନ୍ଧୁତ୍ୱ ବଢିବାରେ ଲାଗିଛି। ଫିଲ୍ମର ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜି ଓ ରଣବୀର ଖୁବ୍‌ ଭଲ ବନ୍ଧୁ। ଏହା ଏକ ବଡ଼ ବଜେଟ୍‌ର ଫିଲ୍ମ ଥିବାରୁ ଫିଲ୍ମକୁ ନେଇ କେତେବେଳେ ରଣବୀରଙ୍କ ଘରେ ଆଲୋଚନା ହୁଏ ତ କେତେବେଳେ ଆୟାନ୍‌ଙ୍କ ଘରେ। ସେଥିପାଇଁ ଆଲିଆ ଓ ରଣବୀର ଲଗାତାର ଭେଟ ହେଉଛନ୍ତି। ଏପରିକି ଶୁଣିବାକୁ ମିଳୁଛି ପ୍ରତିଦିନ ରଣବୀରଙ୍କୁ ଦେଖା କରିବାକୁ ଚେଷ୍ଟା କରୁଛନ୍ତି। ଘଣ୍ଟା ଘଣ୍ଟା ଧରି ସେମାନେ ଏକାଠି ସମୟ ମଧ୍ୟ କାଟୁଛନ୍ତି। ଆଗକୁ କ’ଣ ହେବ ସେ କଥା ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story