ଆଲିୟାଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ମୁହଁ ଖୋଲିଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ହିରୋ ରଣବୀର କପୁର ଏବଂ ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟଙ୍କୁ ନେଇ ଆରମ୍ଭ ହେଲାଣି ଟୁପୁରୁ ଟାପର। ଶୁଣାଯାଉଛି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ହେଲେ କଥାଟି ସତ ନା ମିଛି ସେ ବିଷୟରେ କେହି କିଛି ସ୍ପଷ୍ଟ କରୁ ନ ଥିବା ବେଳେ ରଣବୀର କପୁର ଆଲିୟାଙ୍କୁ ତେରଛା କଥାଟେ କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଛନ୍ତି-  “ହଁ… ଏବେ ସବୁ ନୂଆ ନୂଆ ଲାଗୁଛି,ଏବେ ଅଫେୟାରକୁ ନେଇ […]

romance

romance

Rakesh Mallick
  • Published: Friday, 01 June 2018
  • Updated: 01 June 2018, 05:01 PM IST

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ହିରୋ ରଣବୀର କପୁର ଏବଂ ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟଙ୍କୁ ନେଇ ଆରମ୍ଭ ହେଲାଣି ଟୁପୁରୁ ଟାପର। ଶୁଣାଯାଉଛି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ହେଲେ କଥାଟି ସତ ନା ମିଛି ସେ ବିଷୟରେ କେହି କିଛି ସ୍ପଷ୍ଟ କରୁ ନ ଥିବା ବେଳେ ରଣବୀର କପୁର ଆଲିୟାଙ୍କୁ ତେରଛା କଥାଟେ କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଛନ୍ତି-  “ହଁ... ଏବେ ସବୁ ନୂଆ ନୂଆ ଲାଗୁଛି,ଏବେ ଅଫେୟାରକୁ ନେଇ ତରବର ହୋଇ କିଛି କହିବା ଆବଶ୍ୟକ ନାହିଁ। ଜଣେ କଳାକାର ହିସାବରେ ମୁଁ ଆଲିୟାଙ୍କ କାମ ଦେଖେ ଏବଂ ସେ ସମ୍ପର୍କରେ କୁହେ। ଯଦି ପ୍ରେମ କଥା କହିବେ ତେବେ ନୂଆ ପ୍ରେମ ମନରେ ଉତ୍ସାହ ନେଇଆସେ। କିନ୍ତୁ ମୁଁ ପୂର୍ବ ଅପେକ୍ଷା ଏଥିପ୍ରତି ଅଧିକ ସନ୍ତୁଳନ ରକ୍ଷା କରୁଛି। ହଁ, ଯଦି ଗୋଟେ ପୁଅ ହିସାବରେ କହିବି ତେବେ ମୋର ଆଲିୟାଙ୍କ ସହ କ୍ରସ୍‌ ଅଛି

ଏଥିସହ ସଞ୍ଜୁ ଟ୍ରେଲର ରିଲିଜ୍‌ ହେବା ପରେ ରଣବୀର ନିଜ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଖୁଲାସା କରିଛନ୍ତି।  ସେ କହିଛନ୍ତି ମୋର ୧୦ରୁ କମ୍‌ ଗର୍ଲଫ୍ରେଣ୍ଡ ଅଛନ୍ତି। ପ୍ରେମ କରିବାକୁ ମୁଁ ଭଲପାଏ, ମୁଁ ରୋମାଣ୍ଟିକ୍‌ କିନ୍ତୁ ଠର୍‌କି(ପ୍ରତାରକ) ନୁହେଁ

ଅନ୍ୟପଟେ ଗତ କିଛି ଦିନ ତଳେ ରଣବୀର କପୁରଙ୍କୁ ଡେଟ୍‌ କରିବା ପ୍ରଶ୍ନ ଯେତେବେଳେ ଆଲିୟାଙ୍କୁ ପଚରା ଯାଇଥିଲା ସେ କହିଥିଲେ, ‘ରଣବୀରଙ୍କ ସହ ରିଲେସନ୍‌ସିପ୍‌ରେ ରହିବା ଖବରକୁ ନାଁ ତ ମୁଁ ମିଛ କହୁଛି ନା ସତ। ମତେ ତାଙ୍କର ଫ୍ୟାସନ ସେନ୍ସ ଏବଂ ଆକ୍ଟିଂ ଭଲ ଲାଗେ।’

ଜଣାଇଦେଉଛୁ ଯେ, ଆଗକୁ ରଣବୀର ଏବଂ ଆଲିୟାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରିରୁ ଜଣାପଡିଯିବ କିଏ ସତ କହୁଛି ଆଉ କିଏ ଲୁଚାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story