ଡ୍ରଗ୍ସ ଡିଲର୍ ରଣଦୀପ!

ମୁମ୍ବାଇ: ଡ୍ରଗ୍ସ ଡିଲର ପାଲଟିଲେ ହରିଆଣା ମୋଷ୍ଟ ହ୍ୟାଣ୍ଡସମ ବୟ ରଣଦୀପ ହୁଡ୍ଡା । କେବଳ ସେତିକି ନୁହେଁ ଡ୍ରଗ୍ସ ଡିଲର ସହ ସେ ସାଇକୋ କିଲର ମଧ୍ୟ ସାଜିଛନ୍ତି । ବଲିଉଡର ଭାଇଜନା ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ରାଧେ’ରେ ରଣଦୀପଙ୍କ କିଛି ଏଭଳି ଲୁକ ଦେଖିବାକୁ ମିଳିବ । ଫିଲ୍ମରେ ରଣଦୀପ ଜଣେ ଗୋଆର ଡ୍ରଗ୍ସ ଡିଲର ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ରଣଦୀପଙ୍କୁ ପ୍ରଥମ କରି ଦମଦାର ଖଳନାୟକ ଭୂମିକାରେ […]

Randeep Hooda

Randeep Hooda

Madhupriya Mistry
  • Published: Saturday, 12 December 2020
  • Updated: 12 December 2020, 02:44 PM IST

ମୁମ୍ବାଇ: ଡ୍ରଗ୍ସ ଡିଲର ପାଲଟିଲେ ହରିଆଣା ମୋଷ୍ଟ ହ୍ୟାଣ୍ଡସମ ବୟ ରଣଦୀପ ହୁଡ୍ଡା । କେବଳ ସେତିକି ନୁହେଁ ଡ୍ରଗ୍ସ ଡିଲର ସହ ସେ ସାଇକୋ କିଲର ମଧ୍ୟ ସାଜିଛନ୍ତି । ବଲିଉଡର ଭାଇଜନା ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ରାଧେ’ରେ ରଣଦୀପଙ୍କ କିଛି ଏଭଳି ଲୁକ ଦେଖିବାକୁ ମିଳିବ ।

ଫିଲ୍ମରେ ରଣଦୀପ ଜଣେ ଗୋଆର ଡ୍ରଗ୍ସ ଡିଲର ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ରଣଦୀପଙ୍କୁ ପ୍ରଥମ କରି ଦମଦାର ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏଥିପାଇଁ ପୁରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଣ୍ଠୁ ସର୍ଜରୀ ପରେ ଅକ୍ଟୋବର ମାସରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ରଣଦୀପ । ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

View this post on Instagram

A post shared by Randeep Hooda (@randeephooda)

ଲକଡାଉନ ଯୋଗୁଁ ୭ ମାସର ବ୍ରେକ ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଅକ୍ଟୋବର ମାସରେ ସାଲମାନ ଖାନ ଏବଂ ଫିଲ୍ମର ପୁରା ଟିମ ସୁଟିଂ ସେଟରୁ ‘ରାଧେ’ର ଫାଷ୍ଟ ଲୁକ୍ ଶେଆର କରିଥିଲେ ।

ଫିଲ୍ମ ‘ରାଧେ’ର ଲିଡ ରୋଲରେ ସଲମାନ ଖାନ ଥିବା ବେଳେ ତାଙ୍କ ଅପଜିଟରେ ମଲଙ୍ଗ ଗାର୍ଲ ଦିଶା ପଟାନି ନଜର ଆସିବେ । ଅନ୍ୟ ପ୍ରମୁଖ ଭୂମିକାରେ ଜ୍ୟାକି ସ୍ରଫଙ୍କୁ ଦେଖିବାକୁ ମିଳିବ । ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story