ଆବେ, ଖାଇବାକୁ ଲୋଭ କରୁଛ ମୋତେ? ଆସ ଖାଇଯାଅ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଃଶବ୍ଦ ରାତିରେ ନିଜର ଖଣ୍ଡିଅ ଖାବରା ଦେହକୁ ଧରି ଆଗେଇ ଚାଲିଛି ଗଙ୍ଗା। ରାସ୍ତାରେ ତାକୁ ଦେଖି ଭୁକୁଥିବା କୁକୁରମାନଙ୍କୁ କାନ୍ଦିକାନ୍ଦି କହୁଛି “ତମେମାନେ କାହିଁକି ମୋତେ ଦେଖି ଭୁକୁଛ? ଆବେ, ଖାଇବାକୁ ଲୋଭ କରୁଛ ମୋତେ? ଆସ ଖାଇଯାଅ। ଆରେ ଏ ମଣିଷମାନେ ତୁମ ପରି (କୁକୁର) ପାଲଟି ମୋ ଦେହଟାକୁ ଝୁଣିଝୁଣି ଖାଇଗଲେ… । ମୁଁ ତୁମକୁ ହାତ ଯୋଡୁଛି, ତମେମାନେ କେବେହେଲେ ମଣିଷ ହେବନି। ସେଇମିତି କୁକୁର ହେଇ […]

yatra

yatra

Jitendra Garnayak
  • Published: Thursday, 01 August 2019
  • Updated: 02 August 2019, 08:40 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଃଶବ୍ଦ ରାତିରେ ନିଜର ଖଣ୍ଡିଅ ଖାବରା ଦେହକୁ ଧରି ଆଗେଇ ଚାଲିଛି ଗଙ୍ଗା। ରାସ୍ତାରେ ତାକୁ ଦେଖି ଭୁକୁଥିବା କୁକୁରମାନଙ୍କୁ କାନ୍ଦିକାନ୍ଦି କହୁଛି “ତମେମାନେ କାହିଁକି ମୋତେ ଦେଖି ଭୁକୁଛ? ଆବେ, ଖାଇବାକୁ ଲୋଭ କରୁଛ ମୋତେ? ଆସ ଖାଇଯାଅ। ଆରେ ଏ ମଣିଷମାନେ ତୁମ ପରି (କୁକୁର) ପାଲଟି ମୋ ଦେହଟାକୁ ଝୁଣିଝୁଣି ଖାଇଗଲେ... । ମୁଁ ତୁମକୁ ହାତ ଯୋଡୁଛି, ତମେମାନେ କେବେହେଲେ ମଣିଷ ହେବନି। ସେଇମିତି କୁକୁର ହେଇ ରହିଥାଅ...।”

ଇଏ ହେଉଛି ‘ଗଙ୍ଗା ଠୁ ପବିତ୍ର ଗଙ୍ଗ ଶିଉଳି’ ନାଟକର ଏକ ଦମ୍‌ଦାର ସଂଳାପ। ଘଟଣାଚକ୍ରରେ ପଡ଼ି ଜଣେ ରକ୍ଷଣଶୀଳ ଘର ଝିଅ ଗଙ୍ଗା ପାଲଟି ଯାଉଛି ବେଶ୍ୟା। ଆଉ ସମାଜକୁ କରୁଛି ଅଟ୍ଟହାସ୍ୟ। ହେଲେ କାହିଁକି? ଏମିତି ଅନେକ ପ୍ରଶ୍ନରେ ଆଗେଇ ଚାଲୁଛି ନାଟକ ‘ଗଙ୍ଗା ଠୁ ପବିତ୍ର ଗଙ୍ଗ ଶିଉଳି’।

ଯାତ୍ରା ‘ରଙ୍ଗମହଲ’ ପ୍ରଯୋଜିତ ଏହି ଚର୍ଚ୍ଚିତ ନାଟକରେ ରହିଛି ଏକକୁ ଆରେକ ବଳି ଲୋମଟାଙ୍କୁରା ଡାଏଲଗ୍। ଯାହାକୁ ଶୁଣିବା ମାତ୍ରେ ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିବ। ଆଖିରୁ ଲୁହ ଗଡ଼ି ଯିବ। ‘ରଙ୍ଗମହଲ’ର ପ୍ରଯୋଜକ ସତ୍ୟ ଜେନାଙ୍କର ଏହା ହେଉଛି ସ୍ୱତନ୍ତ୍ର ପରିକଳ୍ପନା। ଏହି ନାଟକରେ ଆପଣ ପାଇବେ ଦମଦାର ଆକ୍‌ସନ, ହୃଦୟସ୍ପର୍ଶୀ ସଂଳାପ, ସୁମଧୁର ଗୀତ ଓ ନିଖୁଣ ନିର୍ଦ୍ଦେଶନାର ଝଲକ୍‌।

yatra1ନାଟକଟିକୁ ରାଜେନ୍ଦ୍ର ରାଉଳ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମହେଶ ହାଜରା। ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ତାପସ ଦାସ (ଟିଟନ୍)। ଶବ୍ଦକୁ ଗୀତରେ ସଜେଇଛନ୍ତି ଗୀତିକାର ବାପୁ ଗୋସ୍ୱାମୀ।

ନିକଟରେ ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ନିଳାଦ୍ରୀନଗର ସାଇବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ସରିଛି ନାଟକର ଫାଇନାଲ୍ ରିହରସାଲ। ନାଟକ ବିଷୟରେ ସମ୍ୟକ ସୂଚନା ଦେଇ ଅନୁଷ୍ଟାନର ପ୍ରଯୋଜକ ସତ୍ୟ ଜେନା କହିଛନ୍ତି,“ଚଳିତବର୍ଷ ୪ଟି ନୂଆ ନାଟକ ପ୍ରସ୍ତୁତ କରାଯାଇଛି। ସବୁ ନାଟକରେ କିଛି ନା କିଛି ସମାଜ ଉପଯୋଗୀ ବାର୍ତ୍ତା ରହିଛି। ଆଉ ସବୁ ନାଟକ ଦର୍ଶକଙ୍କ ହୃଦୟ ଛୁଇଁବ ବୋଲି ଆଶା ରହିଛି।”

‘ଗଙ୍ଗାଠୁ ପବିତ୍ର ଗଙ୍ଗ ଶିଉଳି’ ଶ୍ରୀ ଜେନାଙ୍କ ସ୍ୱତନ୍ତ୍ର ପରିକଳ୍ପନା ହୋଇଥିବା ବେଳେ ଏଥର ରଙ୍ଗମହଲରେ ‘ ମୁଁ ସେଇ ଭଦ୍ରକିଆ ଟୋକା’, ‘ବଡ଼ ଦାଣ୍ଡର ଭିକାରୀ’ ଓ ‘ସ୍ୱାମୀ ମରିଗଲେ କାନ୍ଦିବି ନାହିଁ’ ଭଳି ମନଛୁଆଁ ନାଟକ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story