ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ପୂର୍ବରୁ ପରଦାକୁ ଆସିବେ ଆଇପିଏସ୍ ଶିବାନୀ ରୟ

ମୁମ୍ବାଇ: ଚଳିତ ବର୍ଷ ୟଶରାଜ୍‌ ବ୍ୟାନର୍‌ର ପ୍ରଥମ ଫିଲ୍ମ ‘ୱାର୍‌’  ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ଦ୍ୱିତୀୟ ଫିଲ୍ମର ରିଲିଜ୍ ତାରିଖ ବି ଘୋଷଣା କରି ଦିଆଯାଇଛି। ଏହି ବ୍ୟାନର୍‌ରେ ନିର୍ମିତ ସୁପର୍‌ହିଟ୍‌ ଫିଲ୍ମ ‘ମର୍ଦାନୀ’ର ସିକ୍ୱେଲ୍ ‘ମର୍ଦାନୀ-୨’ ଡିସେମ୍ବର ୧୩ ତାରିଖରେ ରିଲିଜ୍ ହେବ। ସଲମାନ୍‌ଙ୍କ ଫିଲ୍ମ ‘ଦବଙ୍ଗ-୩’ର ଠିକ୍‌ ସପ୍ତାହେ ପୂର୍ବରୁ ଏହା ରିଲିଜ୍‌ ହେବ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାନୀ ମୁଖାର୍ଜୀ। ବଲିଉଡ୍‌ରେ ନିଜର […]

rani

rani

Chinmayee Roy
  • Published: Sunday, 11 August 2019
  • Updated: 11 August 2019, 10:03 AM IST

Sports

Latest News

ମୁମ୍ବାଇ: ଚଳିତ ବର୍ଷ ୟଶରାଜ୍‌ ବ୍ୟାନର୍‌ର ପ୍ରଥମ ଫିଲ୍ମ ‘ୱାର୍‌’  ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ଦ୍ୱିତୀୟ ଫିଲ୍ମର ରିଲିଜ୍ ତାରିଖ ବି ଘୋଷଣା କରି ଦିଆଯାଇଛି। ଏହି ବ୍ୟାନର୍‌ରେ ନିର୍ମିତ ସୁପର୍‌ହିଟ୍‌ ଫିଲ୍ମ ‘ମର୍ଦାନୀ’ର ସିକ୍ୱେଲ୍ ‘ମର୍ଦାନୀ-୨’ ଡିସେମ୍ବର ୧୩ ତାରିଖରେ ରିଲିଜ୍ ହେବ। ସଲମାନ୍‌ଙ୍କ ଫିଲ୍ମ ‘ଦବଙ୍ଗ-୩’ର ଠିକ୍‌ ସପ୍ତାହେ ପୂର୍ବରୁ ଏହା ରିଲିଜ୍‌ ହେବ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାନୀ ମୁଖାର୍ଜୀ।

ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିବା ରାନୀଙ୍କର ଏହା ପୂର୍ବରୁ ‘ମର୍ଦାନୀ’  ଓ ‘ହିଚ୍‌କି’ ଫିଲ୍ମ ରିଲିଜ୍ ହୋଇଥିଲା। ବକ୍ସ ଅଫିସ୍‌ରେ ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରିଥିବା ବେଳେ ‘ମର୍ଦାନୀ ୨’ ବି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।

https://twitter.com/taran_adarsh/status/1160055812095533057

‘ମର୍ଦାନୀ’ରେ ରାନୀ ସିନିଅର ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିବା ବେଳେ ‘ମର୍ଦାନୀ ୨’ରେ ଆଇପିଏସ୍‌ ଭୂମିକାରେ ଅଭିନୟ କରିଛନ୍ତି। ତେବେ ‘ମର୍ଦାନୀ ୨’ରେ ବି ତାଙ୍କ ନାଁ ଶିବାନୀ ଶିବାଜୀ ରୟ ରହିଛି। ଏହି ଫିଲ୍ମରେ ରାନୀଙ୍କର ଜଣେ ୨୧ ବର୍ଷୀୟ ଦୁର୍ଦ୍ଦାନ୍ତ ଅପରାଧୀ ସହ ମୁକାବିଲା ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୋପି ପୁଥ୍ରାନ୍‌। ସେ ଫିଲ୍ମର କାହାଣୀ ବି ଲେଖିଛନ୍ତି। ‘ମର୍ଦାନୀ’ର କାହାଣୀ ବି ସେ ଲେଖିଥିଲେ। ଫିଲ୍ମର ଅଧିକାଂଶ ଶୁଟିଂ ମୁମ୍ବାଇରେ ହୋଇଛି। ଏହା ସହିତ ଜୟପୁର ଓ ରାଜସ୍ଥାନର ଅନେକ ଭିତିରି ଅଞ୍ଚଳରେ ଏହି ଫିଲ୍ମର ଶୁଟିଂ ହୋଇଛି।

ଏହା ପୂର୍ବରୁ ରାନୀଙ୍କ ଫିଲ୍ମ ‘ହିଚ୍‌କି’ ରିଲିଜ୍‌ ହୋଇଥିଲା। ଏହା ଭାରତ ଓ ଅନ୍ୟ ଦେଶରେ ମିଶାଇ ପାଖାପାଖି୨୫୦ କୋଟି ଟଙ୍କା ଆୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story