୧୯ ବର୍ଷ ପରେ ପୁଣି ଏକାଠି ହେବେ ଏମାନେ

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୯ ବର୍ଷ ପରେ ପୁଣି ଏକାଠି ହେବେ ଶାହାରୁଖ୍, ରାଣୀ ମୁଖାର୍ଜୀ ଓ କାଜୋଲ। ଏହି ତିନି ଜଣଙ୍କୁ ଏକାଠି ସୁପରହିଟ୍‌ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରେ ଦେଖିବାକୁ ମିଳିଥିଲା। ଦର୍ଶକେ ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ବେଶ୍ ପସନ୍ଦ କରିଥିଲେ। ଆଉ ତା’ର ପ୍ରତିଟି ଗୀତ ଆଜି ବି ସିନେ ଦର୍ଶକ ଗୁଣୁ ଗୁଣାନ୍ତି। ସେଥିରେ ସଲମାନଙ୍କର ମଧ୍ୟ ଜବରଦସ୍ତ ନାଚ ଦେଖିବାକୁ ମିଳିଥିଲା। ଜଣାଶୁଣା […]

saharukh

saharukh

Rakesh Mallick
  • Published: Monday, 25 December 2017
  • Updated: 25 December 2017, 09:28 AM IST

Sports

Latest News

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୯ ବର୍ଷ ପରେ ପୁଣି ଏକାଠି ହେବେ ଶାହାରୁଖ୍, ରାଣୀ ମୁଖାର୍ଜୀ ଓ କାଜୋଲ। ଏହି ତିନି ଜଣଙ୍କୁ ଏକାଠି ସୁପରହିଟ୍‌ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରେ ଦେଖିବାକୁ ମିଳିଥିଲା। ଦର୍ଶକେ ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ବେଶ୍ ପସନ୍ଦ କରିଥିଲେ। ଆଉ ତା’ର ପ୍ରତିଟି ଗୀତ ଆଜି ବି ସିନେ ଦର୍ଶକ ଗୁଣୁ ଗୁଣାନ୍ତି। ସେଥିରେ ସଲମାନଙ୍କର ମଧ୍ୟ ଜବରଦସ୍ତ ନାଚ ଦେଖିବାକୁ ମିଳିଥିଲା।

ଜଣାଶୁଣା ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ଶାହାରୁଖ୍‌ଙ୍କୁ ନେଇ ଏକ ଫିଲ୍ମ ବନାଉଛନ୍ତି। ସେଥିରେ କାଜୋଲ ଓ ରାଣୀ ମୁଖାର୍ଜୀଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ସବୁଠୁ ବଡ କଥା ହେଉଛି ଏହି ଫିଲ୍ମରେ ସଲମାନ ମଧ୍ୟ ନଜର ଆସିବେ। ସେ ଶାହାରୁଖ୍‌ଙ୍କ ସହ ଏକ ଡ୍ୟାନ୍ସ ନମ୍ବର କରୁଥିବାର ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story