ରାନୀଙ୍କ ସହିତ ସେଲ୍‌ଫି ପାଇଁ ଠେଲାପେଲା, ଅସମ୍ଭାଳ ଭିଡ

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ରାନୀଙ୍କ ସହିତ ସେଲ୍‌ଫି ପାଇଁ ଅସମ୍ଭାଳ ଭିଡ଼। ଠେଲାପେଲା ହେଲେ ଦର୍ଶକ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଭିଡ଼ ନିୟନ୍ତ୍ରଣ କରିବାକୁ ଆସିଥିଲା ପୁଲିସ୍‌। ରାନୀ ପଣ୍ଡା ମଧ୍ୟ ବେଶୀ ସମୟ ନରହି ସେଠାରୁ ଚମ୍ପଟ ମାରିଥିଲେ। ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲାରୁ। ପୂରା ଘଟଣାଟିଛି। ଖଲ୍ଲିକୋଟ ବଡ଼ଦାଣ୍ଡ ସାହିରେ ଖୋଲିଛି ‘ରାନୀ ପଣ୍ଡା ମୋମୋ ସେଣ୍ଟର’। ଏହି ସେଣ୍ଟରକୁ ଉଦ୍‌ଘାଟନ କରିବା ପାଇଁ ମଙ୍ଗଳବାର ସନ୍ଧ୍ୟା ବେଳେ ପହଞ୍ଚିଥିଲେ ବିବାଦୀୟ […]

Rani

Rani

Manoranjan Sial
  • Published: Wednesday, 21 December 2022
  • Updated: 21 December 2022, 09:02 PM IST

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ରାନୀଙ୍କ ସହିତ ସେଲ୍‌ଫି ପାଇଁ ଅସମ୍ଭାଳ ଭିଡ଼। ଠେଲାପେଲା ହେଲେ ଦର୍ଶକ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଭିଡ଼ ନିୟନ୍ତ୍ରଣ କରିବାକୁ ଆସିଥିଲା ପୁଲିସ୍‌। ରାନୀ ପଣ୍ଡା ମଧ୍ୟ ବେଶୀ ସମୟ ନରହି ସେଠାରୁ ଚମ୍ପଟ ମାରିଥିଲେ। ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲାରୁ।

ପୂରା ଘଟଣାଟିଛି। ଖଲ୍ଲିକୋଟ ବଡ଼ଦାଣ୍ଡ ସାହିରେ ଖୋଲିଛି ‘ରାନୀ ପଣ୍ଡା ମୋମୋ ସେଣ୍ଟର’। ଏହି ସେଣ୍ଟରକୁ ଉଦ୍‌ଘାଟନ କରିବା ପାଇଁ ମଙ୍ଗଳବାର ସନ୍ଧ୍ୟା ବେଳେ ପହଞ୍ଚିଥିଲେ ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ସେଠାରେ ରାନୀ ପହଞ୍ଚିବା ପୂର୍ବରୁ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ଏ ଭିଡ଼ ମୋମୋ ଖାଇବା ପାଇଁ ନଥିଲା। ରାନୀଙ୍କ ସହିତ ସେଲ୍‌ଫି ପାଇଁ ଲାଗିଥିଲା ଅସମ୍ଭାଳ ଭିଡ଼। ପ୍ରଶଂସଙ୍କ ଗହଳୀରେ ରାନୀ ନିଜ କାର୍‌ରୁ ଓହ୍ଲାଇଥିଲେ। ଯିଏ ଯେମିତି ପାରିଲା, ସେତେବେଳେ ରାନୀଙ୍କ ସହିତ ସେଲ୍‌ଫି ନେଲା।

ପ୍ରଶଂସକ ସେଲ୍‌ଫି ଭିତରେ ରାନୀ ପହଞ୍ଚିଲେ “ରାନୀ ପଣ୍ଡା ମୋମୋ ଷ୍ଟଲ୍‌”ରେ। ଷ୍ଟଲକୁ ଉଦ୍‌ଘାଟନ କଲେ। ହେଲେ କେକ୍‌ କାଟି ପାରିଲେ ନାହିଁ। ଆରମ୍ଭ ହେଲା ଠେଲାପେଲା। ରାସ୍ତାରେ ଜାମ୍‌ ଲାଗି ରହିଲା। ସାଧାରଣ ଲୋକମାନେ ଯିବା ଆସିବା କରିପାରିଲେ ନାହିଁ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସେଠାରେ ପହଞ୍ଚିଥିଲା ଖଲ୍ଲିକୋଟ ଥାନା ପୁଲିସ୍‌। ଠେଲାପେଲା ଭିତରେ ପୁଲିସ୍‌ ସମସ୍ତଙ୍କୁ ଘଉଡାଇ ଥିଲା।

ଗଣମାଧ୍ୟମକୁ ରାନୀ ପଣ୍ଡା କହିଛନ୍ତି, ମୁଁ ଏହି ଗଞ୍ଜାମ ମାଟିର ଝିଅ। ବହୁଦିନ ପରେ ଏଠାକୁ ଆସିଥିବାରୁ ବହୁତ ଭଲ ଲାଗିଲା। ଅର୍ଥ ଅଭାବରୁ ଯେଉଁ ଗରିବ ପରିବାର ନିଜ ଝିଅକୁ ବାହା କରାଇପାରୁ ନାହାନ୍ତି। ସେମାନେ ଚାହିଁଲେ, ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବି ବୋଲି ରାନୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story