ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଦେଲେ ରାନୁ ମଣ୍ଡଳ

ନୂଆଦିଲ୍ଲୀ: ରାତାରାତି ଷ୍ଟାର୍ ହୋଇ ଯାଇଥିବା ରାନୁ ମଣ୍ଡଳ ତାଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ କୌଣସି ଫୁଟ୍‌ପାଥ୍‌ରେ ଜନ୍ମ ହୋଇ ନଥିଲି। ମୁଁ ଏକ ଭଲ ପରିବାରରୁ ଆସିଛି। କିନ୍ତୁ ମୋ ଭାଗ୍ୟ ଆଜି ମୋତେ ଏମିତି ସ୍ଥିତିରେ ଆଣି ଛିଡ଼ା କରି ଦେଇଛି। ମୋତେ ଯେତେବେଳେ ମାତ୍ର ୬ ମାସ ହୋଇଥିଲା, ସେତେବେଳେ ମୁଁ ମୋ ବାପାମା’ଙ୍କଠାରୁ ଅଲଗା ହୋଇଯାଇଥିଲି। ବାହାଘର ପରେ ମୁଁ ପଶ୍ଚିମବଙ୍ଗରୁ ମୁମ୍ବାଇ ଆସିଥିଲି।’ […]

ranu1

ranu1

Jitendra Garnayak
  • Published: Sunday, 01 September 2019
  • Updated: 01 September 2019, 05:25 PM IST

Sports

Latest News

ନୂଆଦିଲ୍ଲୀ: ରାତାରାତି ଷ୍ଟାର୍ ହୋଇ ଯାଇଥିବା ରାନୁ ମଣ୍ଡଳ ତାଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ କୌଣସି ଫୁଟ୍‌ପାଥ୍‌ରେ ଜନ୍ମ ହୋଇ ନଥିଲି। ମୁଁ ଏକ ଭଲ ପରିବାରରୁ ଆସିଛି। କିନ୍ତୁ ମୋ ଭାଗ୍ୟ ଆଜି ମୋତେ ଏମିତି ସ୍ଥିତିରେ ଆଣି ଛିଡ଼ା କରି ଦେଇଛି। ମୋତେ ଯେତେବେଳେ ମାତ୍ର ୬ ମାସ ହୋଇଥିଲା, ସେତେବେଳେ ମୁଁ ମୋ ବାପାମା’ଙ୍କଠାରୁ ଅଲଗା ହୋଇଯାଇଥିଲି। ବାହାଘର ପରେ ମୁଁ ପଶ୍ଚିମବଙ୍ଗରୁ ମୁମ୍ବାଇ ଆସିଥିଲି।’

ଆଇଏଏନ୍‌ଏସ୍‌କୁ ଦେଇଥିବା ଏକ ସାକ୍ଷାତକାରର ସେ କହିଛନ୍ତି,“ମୋ ସ୍ୱାମୀ ଫିରୋଜ୍ ଖାନ୍‌ (ବଲିଉଡ୍‌ର ସ୍ୱର୍ଗତ ଅଭିନେତା)ଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ। ସେତେବେଳେ ତାଙ୍କ ପୁଅ ଫରଦୀନ କଲେଜ୍‌ରେ ପଢ଼ୁଥିଲେ। ସେମାନେ ଆମ ସହିତ ଭଲ ବ୍ୟବହାର କରୁଥିଲେ ଓ ପରିବାରର ସଦସ୍ୟ ଭାବେ ଦେଖିଥିଲେ।”

ରାନୁ କହିଛନ୍ତି,‘ଆମର ଏକ ଘର ଥିଲା। ମୁଁ ବହୁତ ଦିନ ଏକୁଟିଆ ରହିଛି। ମୁଁ ସବୁବେଳେ ସଂଘର୍ଷ କରୁଥିଲି, କିନ୍ତୁ ଭଗବାନଙ୍କ ଉପରେ ଭରସା ରଖିଥିଲି। ମୁଁ ସ୍ଥିତିକୁ ଦେଖି ଗାଏ। ଗୀତ ଗାଇବାକୁ ସୁଯୋଗ ପାଇବାକୁ ଗାଉ ନଥିଲି। ମୁଁ ଗୀତ ଗାଇବାକୁ ଭଲ ପାଏ। ସେଥିପାଇଁ ଗାଏ।’

ସେ କହିଛନ୍ତି,‘ମୁଁ ଏବେ ବହୁତ ଖୁସି ଅଛି। ମୁଁ ପାଞ୍ଚ, ଛଅଟି ଗୀତ ରେକର୍ଡ କରି ସାରିଲିଣି। ମୁଁ ଏବେ ମୁମ୍ବାଇରେ ରହିବାକୁ ଚାହୁଁଛି। କାରଣ ମୋ ଘରୁ ବିମାନରେ ଆସି ଏଠାରେ ଗୀତ ଗାଇ ପୁଣି ଫେରିବା ଦ୍ୱାରା ମୋତେ କଷ୍ଟ ହେଉଛି। ଅବଶ୍ୟ ଏ ବିଷୟରେ ମୁଁ ବର୍ତ୍ତମାନ କିଛି ଚିନ୍ତା କରିନି। ଭଗବାନ ଅଛନ୍ତି।’

ପଶ୍ଚିମବଙ୍ଗର ରାନାଘାଟ୍‌ ରେଲଓ୍ୱେ ଷ୍ଟେସନ୍‌ରେ ଲତା ମଙ୍ଗେଶକରଙ୍କ ‘ଏକ୍ ପ୍ୟାର୍‌କା ନଗ୍‌ମା ହେ’ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିଆଁ ପ୍ରଥମେ ତାଙ୍କର ଆଗାମୀ ଫିଲ୍ମ ‘‘ହାପି ହାର୍ଡି ଆଣ୍ଡ ହୀର୍’ରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ଏଥିରେ ସେ ଦୁଇଟି ଗୀତ ଗାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story