ମୁହଁ ଖୋଲିଲେ ରାନୁ ମଣ୍ଡଳଙ୍କ ଝିଅ: କହିଲେ, ମା’ ଦ୍ୱିତୀୟ ବିବାହ କରି ଅଲଗା ରହୁଥିଲେ

ନୂଆଦିଲ୍ଲୀ: କୋଲକାତାର ରନାଘାଟ୍‌ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ରାତାରାତି ସେଲେବ୍ରିଟି ହୋଇଯାଇଥିବା ରାନୁ ମଣ୍ଡଳଙ୍କର ଜଣେ ଝିଅ ଅଛନ୍ତି। ତାଙ୍କ ନାଁ ଏଲିଜାବେଥ୍‌ ସାଥୀ ରୟ,  ଯାହାଙ୍କୁ ସୋଶାଲ୍ ମିଡିଆରେ ଭାରି ନିନ୍ଦା କରାଯାଉଛି। ସେ କାହିଁକି ତାଙ୍କ ମା’ଙ୍କର ଯତ୍ନ ନେଉ ନଥିଲେ ଓ ଏମିତି ରେଳ ଷ୍ଟେସନ୍‌ରେ ଭିକ ମାଗିବାକୁ ଛାଡ଼ି ଦେଇଥିଲେ ବୋଲି ପ୍ରଶ୍ନ କରି ଲୋକେ ତାଙ୍କୁ ବହୁତ ସମାଲୋଚନା କରୁଛନ୍ତି। ତେବେ ଏନେଇ ସେ ମୁହଁ ଖୋଲିଛନ୍ତି। ନ୍ୟୁଜ୍ […]

ranu

ranu

Puspanjali Panda
  • Published: Tuesday, 03 September 2019
  • Updated: 03 September 2019, 02:50 PM IST

Sports

Latest News

ନୂଆଦିଲ୍ଲୀ: କୋଲକାତାର ରନାଘାଟ୍‌ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ରାତାରାତି ସେଲେବ୍ରିଟି ହୋଇଯାଇଥିବା ରାନୁ ମଣ୍ଡଳଙ୍କର ଜଣେ ଝିଅ ଅଛନ୍ତି। ତାଙ୍କ ନାଁ ଏଲିଜାବେଥ୍‌ ସାଥୀ ରୟ,  ଯାହାଙ୍କୁ ସୋଶାଲ୍ ମିଡିଆରେ ଭାରି ନିନ୍ଦା କରାଯାଉଛି। ସେ କାହିଁକି ତାଙ୍କ ମା’ଙ୍କର ଯତ୍ନ ନେଉ ନଥିଲେ ଓ ଏମିତି ରେଳ ଷ୍ଟେସନ୍‌ରେ ଭିକ ମାଗିବାକୁ ଛାଡ଼ି ଦେଇଥିଲେ ବୋଲି ପ୍ରଶ୍ନ କରି ଲୋକେ ତାଙ୍କୁ ବହୁତ ସମାଲୋଚନା କରୁଛନ୍ତି। ତେବେ ଏନେଇ ସେ ମୁହଁ ଖୋଲିଛନ୍ତି।

ନ୍ୟୁଜ୍ ଏଜେନ୍ସୀ ଆଇଏଏନ୍‌ଏସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଏଲିଜାବେଥ୍‌ କହିଛନ୍ତି, “ଲୋକେ ମୋତେ ଦୋଷୀ ବୋଲି କହୁଛନ୍ତି। ଏପରିକି ମୋ ବିରୋଧରେ ସୋଶାଲ୍‌ ମିଡିଆରେ ଏଣୁତେଣୁ ଲେଖୁଛନ୍ତି। ଜଣେ ସିଙ୍ଗଲ୍‌ ମଦର୍‌ ଭାବରେ ମୁଁ ଗୋଟିଏ ଗ୍ରୋସୋରୀ ଦୋକାନ ଚଳାଉଛି। ମୋ ସହିତ ରହିବା ପାଇଁ ମା’ଙ୍କୁ ମୁଁ ବହୁତ ଥର କହିଛି, କିନ୍ତୁ ସେ ମନା କରି ଦେଇଛନ୍ତି।”

ସେ କହିଛନ୍ତି,“ମୋତେ ଜଣାନଥିଲା ଯେ, ମା’ ରେଳ ଷ୍ଟେସନ୍‌ରେ ଗୀତ ଗାଇ ପେଟ ପୋଷୁଥିଲେ। ନିୟମିତ ଭାବରେ ମୁଁ ତାଙ୍କ ପାଖକୁ ଯାଉନଥିଲି। ମୋ ସ୍ୱାମୀ ମୋତେ ଛାଡ଼ପତ୍ର ଦେବା ପରେ ଛୋଟ ପୁଅର ଦେଖାଶୁଣା ମୁଁ ଏକାକୀ କରୁଛି। ମୁଁ ତ ନିଜେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ତଥାପି ଯେତିକି ପାରିଛି, ମୁଁ ମୋ ମା’ଙ୍କର ଯତ୍ନ ନେଇଛି।”

ଏଲିଜାବେଥ୍‌ ଆହୁରି କହିଛନ୍ତି, “ମୋ ମା’ଙ୍କ ଦ୍ୱିତୀୟ ସ୍ୱାମୀ ଜୀବିତ ଅଛନ୍ତି। ସେମାନଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ସେମାନେ ମୁମ୍ବାଇରେ ରହୁଛନ୍ତି। ସେମାନେ କାହିଁକି ମା’ଙ୍କର ଯତ୍ନ ନେଉ ନାହାନ୍ତି? ମା’ଙ୍କର ଏ ଅବସ୍ଥା ପାଇଁ କାହିଁକି ସେମାନଙ୍କୁ ଦୋଷ ଦିଆଯାଉନାହିଁ? ମୁଁ ଚାହୁଁଛି ସେମାନେ ସାମ୍ନାକୁ ଆସନ୍ତୁ ଓ ମା’ଙ୍କ ଯତ୍ନ ନିଅନ୍ତୁ। ମୋ ବାପାଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇସାରିଛି।”

ସେ କହିଛନ୍ତି, ‘ବିବାହ ପରେ ମୁଁ କୋଲକାତାରୁ ମୁମ୍ୱାଇ ପଳାଇଥିଲି ଓ ମା’ଙ୍କ ସହିତ ଅଧିକ ସମ୍ପର୍କ ରଖିପାରି ନଥିଲି। ଏହା ସତ୍ତ୍ୱେ ମୁଁ ଯଥାସମ୍ଭବ ମା’ଙ୍କର ଯତ୍ନ ନେଇଛି। ଏବେବି ମୋ ସହିତ ରହିବା ପାଇଁ ମୁଁ ମା’ଙ୍କୁ ଅନୁରୋଧ କରିବି, କିନ୍ତୁ ତାଙ୍କୁ ବାଧ୍ୟ କରିପାରିବି ନାହିଁ। ଈଶ୍ୱର ଦେଇଥିବା କଣ୍ଠ ପାଇଁ ତାଙ୍କୁ ଆଜି ପରିଚୟ ମିଳିପାରିଛି। ଏଥିପାଇଁ ତାଙ୍କ ଝିଅ ହିସାବରେ ମୋତେ ଗର୍ବ ଲାଗୁଛି।”

ସୂଚନାଯୋଗ୍ୟ, ହିମେଶ ରେଶମିଆଁଙ୍କ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ ଫିଲ୍ମରେ ରାନୁ ତିନିଟି ଗୀତ ଗାଇ ସାରିଲେଣି। ସୋନୁ ନିଗମଙ୍କ ଭଳି ଗାୟକ ବି ତାଙ୍କ ସହିତ ଗୀତ ଗାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅନେକ ଲାଇଭ୍‌ ଶୋ’ ପାଇଁ ବି ରାନୁଙ୍କ ପାଖକୁ ଅଫର୍‌ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story