ରଣବୀର ଶେଷ୍ଠ ଅଭିନେତା: ଅମୀର

ମୁମ୍ବାଇ: “ଶୁକ୍ରବାର ରିଲିଜ୍‌ ହୋଇଥିବା ‘ଏ ଦିଲ୍ ହେ ମୁସକିଲ୍’ ଭଲ ହୋଇଛି। ଫିଲ୍ମରେ ରଣବୀର କପୁରଙ୍କ ଅଭିନୟରେ ମୋତେ ବହୁତ ଭଲ ଲାଗିଛି”, ବୋଲି ଅମିର ଖାନ୍‌ କହିଛନ୍ତି। ଅମୀର ତାଙ୍କ ଟ୍ୱିଟ୍‌ର ପେଜରେ  ଲେଖିଛନ୍ତି,“କରଣ ଜୋହରଙ୍କ ନିର୍ଦ୍ଦେଶିତ   ଫିଲ୍ମକୁ ସମସ୍ତେ ଦେଖିବା ଉଚିତ୍‌। ମୁଁ ଏହି ଫିଲ୍ମକୁ ଦେଖିଲି, ମୋତେ  ବହୁତ ଭଲ ଲାଗିଲା। କରଣ ଭଲ ଫିଲ୍ମ ବନାଇଛନ୍ତି। ରଣବୀର, ଐଶ୍ୱର୍ଯ୍ୟା ଓ ଅନୁଷ୍କା ଏଥିରେ ଖୁବ୍‌ ଭଲ ଅଭିନୟ କରିଛନ୍ତି। ରଣବୀର […]

ae-dil_sm

ae-dil_sm

Rakesh Mallick
  • Published: Sunday, 30 October 2016
  • Updated: 31 October 2016, 01:16 PM IST

Sports

Latest News

ମୁମ୍ବାଇ: “ଶୁକ୍ରବାର ରିଲିଜ୍‌ ହୋଇଥିବା ‘ଏ ଦିଲ୍ ହେ ମୁସକିଲ୍’ ଭଲ ହୋଇଛି। ଫିଲ୍ମରେ ରଣବୀର କପୁରଙ୍କ ଅଭିନୟରେ ମୋତେ ବହୁତ ଭଲ ଲାଗିଛି”, ବୋଲି ଅମିର ଖାନ୍‌ କହିଛନ୍ତି।

ଅମୀର ତାଙ୍କ ଟ୍ୱିଟ୍‌ର ପେଜରେ  ଲେଖିଛନ୍ତି,“କରଣ ଜୋହରଙ୍କ ନିର୍ଦ୍ଦେଶିତ   ଫିଲ୍ମକୁ ସମସ୍ତେ ଦେଖିବା ଉଚିତ୍‌। ମୁଁ ଏହି ଫିଲ୍ମକୁ ଦେଖିଲି, ମୋତେ  ବହୁତ ଭଲ ଲାଗିଲା। କରଣ ଭଲ ଫିଲ୍ମ ବନାଇଛନ୍ତି। ରଣବୀର, ଐଶ୍ୱର୍ଯ୍ୟା ଓ ଅନୁଷ୍କା ଏଥିରେ ଖୁବ୍‌ ଭଲ ଅଭିନୟ କରିଛନ୍ତି। ରଣବୀର ହେଉଛନ୍ତି ଜଣେ ଶେଷ୍ଠ ଅଭିନେତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos