‘ର’ ଏଜେଣ୍ଟ ହେବେ ସୋନାକ୍ଷୀ

ମୁମ୍ୱାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଆଗାମୀ ଫିଲ୍ମ ‘ଫୋର୍ସ-୨’ରେ ‘ର’ ଏଜେଣ୍ଟ୍ ଭୂମିକାରେ ଦେଖିବାକୁ ମିଳିବ। ସୋନାକ୍ଷୀ ଟ୍ୱିଟ୍  କରି ଏନେଇ ସୂଚନା ଦେଇଛନ୍ତି। ଏହି ଫିଲ୍ମ ପାଇଁ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ୨୦୧୧ରେ ରିଲିଜ ହୋଇଥିବା ଫୋର୍ସର ଏହା ସ୍ୱିକେଲ୍। ଏହି ଫିଲ୍ମରେ ଜନ୍ ଇବ୍ରାହିମ୍ ଓ ଜେନେଲିଆ ଡିସୁଜା ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ଏକ ଆକ୍ସନ ଫିଲ୍ମ। ଏବେ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ ଚାଲିଛି। ଏଥିରେ […]

sonakshi-sinha

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 09:19 AM IST

ମୁମ୍ୱାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଆଗାମୀ ଫିଲ୍ମ ‘ଫୋର୍ସ-୨’ରେ ‘ର’ ଏଜେଣ୍ଟ୍ ଭୂମିକାରେ ଦେଖିବାକୁ ମିଳିବ। ସୋନାକ୍ଷୀ ଟ୍ୱିଟ୍  କରି ଏନେଇ ସୂଚନା ଦେଇଛନ୍ତି। ଏହି ଫିଲ୍ମ ପାଇଁ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି।

୨୦୧୧ରେ ରିଲିଜ ହୋଇଥିବା ଫୋର୍ସର ଏହା ସ୍ୱିକେଲ୍। ଏହି ଫିଲ୍ମରେ ଜନ୍ ଇବ୍ରାହିମ୍ ଓ ଜେନେଲିଆ ଡିସୁଜା ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ଏକ ଆକ୍ସନ ଫିଲ୍ମ। ଏବେ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ ଚାଲିଛି। ଏଥିରେ ଜନଙ୍କ ସହ ସୋନାକ୍ଷୀଙ୍କ ଆକ୍ସନ ଦେଖିବାକୁ ମିଳିବ।

Related story