‘ରାବତା’ ହିଟ୍ ହେଲାନି, କିନ୍ତୁ ଏ ଯୁବତୀ ହୋଇଗଲେ ହିଟ୍

Ordigital Desk
  • Published: Wednesday, 14 June 2017
  • , Updated: 14 June 2017, 11:28 AM IST
<p>ଫିଲ୍ମ ଚାଲିଲାନି, ହେଲେ ଫିଲ୍ମର ଗୀତ ମଚାଉଛି ଧମାଲ। ସୁଶାନ୍ତ ସିଂହ ରାଜପୁତ ଓ କୃତି ସେନନଙ୍କ ଅଭିନୀତଙ୍କ &lsquo;ରାବତା&rsquo; ବକ୍ସ ଅଫିସରେ କିଛି କମାଲ କରିପାରିଲା ନାହିଁ। କିନ୍ତୁ ଏହାର ଗୀତ &lsquo;ମେ ତେରା ବୟଫ୍ରେଣ୍ଡ... ତୁ ମେରି ଗର୍ଲ ଫ୍ରେଣ୍ଡ&rsquo; ବେଶ ଲୋକପ୍ରିୟ ହୋଇଛି। ଏହି ଗୀତରେ ନାଚ କରି ଏବେ ଜଣେ ଝିଅ ବେଶ୍ ପପୁଲାର ହୋଇଯାଇଛନ୍ତି। ସେ ଫିଲ୍ମରେ ଡ୍ୟାନ୍ସ କରି ନାହାନ୍ତି। ନିଜ ଘର ଛାତରେ ନାଚିଛନ୍ତି। ତାଙ୍କ ନାଚକୁ ମୋବାଇଲ୍&zwnj;ରେ ସୁଟ୍ କରାଯାଇ ୟୁଟ୍ୟୁବରେ ଅପଲୋଡ୍ କରାଯାଇଛି। ମେ&rsquo; ୨୩ରେ ଏହି ଭିଡିଓ ଅପ୍&zwnj;ଲୋଡ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକେ ଏହାକୁ ୧,୮୭୧,୬୫୯ ଥର ଦେଖି ସାରିଲେଣି। ସେ ଏତେ ଭଲ ନାଚିଛନ୍ତି ଯେ ଲୋକେ ବାରମ୍ବାର ଏହି ଭିଡିଓଟିକୁ ଦେଖୁଛନ୍ତି।</p>

Related story