ରିଲିଜ୍‌ ହେଲା ‘ପିଙ୍କ୍‌’

ମୁମ୍ବାଇ: ଫିଲ୍ମ ଫ୍ରାଇଡେ ଆଜି ରିଲିଜ୍‌ ହୋଇଛି ଭେଟେରାନ ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପିଙ୍କ୍‌’। ଅନିରୁଦ୍ଧ ରଏ ଚୌଧୁରୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ବିଗ୍‌ବିଙ୍କୁ ପୁଣି ଥରେ  ଦମଦାର ଭୂମିକାରେ ଦେଖିବାକୁ ମିଳିବ। ଥିରେ ଅମିତାଭଙ୍କ ସହିତ ତାପସୀ ପାନ୍ନୁ, କୀର୍ତ୍ତି କୁଲହାରୀ ଏବଂ ଆନ୍ଦ୍ରେ ତୈରଂଭ ପ୍ରମଖଙ୍କୁ ମୁଖ୍ୟ ଭୂମିକାରେ ଅଛନ୍ତି।

pink

Rakesh Mallick
  • Published: Friday, 16 September 2016
  • , Updated: 16 September 2016, 09:40 PM IST

ମୁମ୍ବାଇ: ଫିଲ୍ମ ଫ୍ରାଇଡେ ଆଜି ରିଲିଜ୍‌ ହୋଇଛି ଭେଟେରାନ ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପିଙ୍କ୍‌’। ଅନିରୁଦ୍ଧ ରଏ ଚୌଧୁରୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ବିଗ୍‌ବିଙ୍କୁ ପୁଣି ଥରେ  ଦମଦାର ଭୂମିକାରେ ଦେଖିବାକୁ ମିଳିବ।

ଥିରେ ଅମିତାଭଙ୍କ ସହିତ ତାପସୀ ପାନ୍ନୁ, କୀର୍ତ୍ତି କୁଲହାରୀ ଏବଂ ଆନ୍ଦ୍ରେ ତୈରଂଭ ପ୍ରମଖଙ୍କୁ ମୁଖ୍ୟ ଭୂମିକାରେ ଅଛନ୍ତି।

Related story