ରେକର୍ଡ: ୟୁଟ୍ୟୁବ୍‌ରେ ୧୦ କୋଟିରୁ ଅଧିକ ଦେଖି ସାରିଲେଣି ‘ବାହୁବଲୀ-୨’ ଟ୍ରେଲର

ମୁମ୍ବାଇ: କେହି ଭାବି ନ ଥିଲେ ଏକ ମେଗା  ବ୍ଲକବଷ୍ଟର ଫିଲ୍ମ ସାଉଥ୍‌ ଇଣ୍ଡିଆନ୍ ଫିଲ୍ମ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେବ।  ‘ବାହୁବଲୀ’ ଏହା କରି ଦେଖାଇଛି। ଆଉ ଏହାର ଶ୍ରେୟ ଯାଉଛି ନିର୍ଦ୍ଦେଶକ ଏସ୍‌ .ଏସ୍‌ ରାଜାମୌଲିଙ୍କୁ। ଏବେ ଅପେକ୍ଷା ୨୦୧୫ର ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ର ସ୍ୱିକେଲ୍‌କୁ। ‘ବାହୁବଲୀ ୨’କୁ ଦେଖିବାକୁ ସିନେ ପ୍ରେମୀ କେତେ ଉତ୍ସୁକତାର ସହିତ ଅନେଇ ବସିଛନ୍ତି, ତାହା ଟ୍ରେଲର ରିଲିଜ୍‌ରୁ ଜଣାପଡ଼ିଯାଉଛି। ଏପ୍ରିଲ ୨୮ରେ  ରିଲିଜ୍‌ ହେବାକୁ ଥିବା […]

bahubali

bahubali

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 09:42 AM IST

ମୁମ୍ବାଇ: କେହି ଭାବି ନ ଥିଲେ ଏକ ମେଗା  ବ୍ଲକବଷ୍ଟର ଫିଲ୍ମ ସାଉଥ୍‌ ଇଣ୍ଡିଆନ୍ ଫିଲ୍ମ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେବ।  ‘ବାହୁବଲୀ’ ଏହା କରି ଦେଖାଇଛି। ଆଉ ଏହାର ଶ୍ରେୟ ଯାଉଛି ନିର୍ଦ୍ଦେଶକ ଏସ୍‌ .ଏସ୍‌ ରାଜାମୌଲିଙ୍କୁ।

ଏବେ ଅପେକ୍ଷା ୨୦୧୫ର ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ର ସ୍ୱିକେଲ୍‌କୁ। ‘ବାହୁବଲୀ ୨’କୁ ଦେଖିବାକୁ ସିନେ ପ୍ରେମୀ କେତେ ଉତ୍ସୁକତାର ସହିତ ଅନେଇ ବସିଛନ୍ତି, ତାହା ଟ୍ରେଲର ରିଲିଜ୍‌ରୁ ଜଣାପଡ଼ିଯାଉଛି। ଏପ୍ରିଲ ୨୮ରେ  ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବ୍‌ରେ ନୂଆ ରେକର୍ଡ କରିଛି। ଏଥିରେ ଟ୍ରେଲରକୁ ୧୦ କୋଟିରୁ ଅଧିକ ଲୋକ ଦେଖିଛନ୍ତି। ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରିଲିଜ୍ ହେବା ପରେ ଏହା ‘ବାହୁବଲୀ’ର ବି ରେକର୍ଡ କାଟି ଦେବ ବୋଲି ଆଶା କରାଯାଉଛି। ‘ବାହୁବଲୀ-୨’ ସାରା ଦେଶରେ ୬୫୦୦ ସ୍କ୍ରିନ୍‌ରେ ରିଲିଜ୍‌ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story