ଘୁଞ୍ଚିଲା ‘ସରକାର ୩’ର ରିଲିଜ୍ ଡେଟ୍‌

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ସରକାର ୩’ର ରିଲିଜ୍ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। କିଛି ଦିନ ତଳେ ଏପ୍ରିଲ୍ ୭ରେ ଏହି ଫିଲ୍ମକୁ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏବେ ଏହାକୁ ମେ’ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ‘ଇରୋଜ୍ ନାଓ’ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ରାମ ଗୋପାଲ ବର୍ମାଙ୍କ ଏହି ଫିଲ୍ମରେ ଅଭିନେତ୍ରୀ ୟାମି ଗୁପ୍ତା ମଧ୍ୟ ନଜର ଆସିବେ। ୟାମି ଏହି ଫିଲ୍ମରେ ଅନ୍ନୁ କରକରେ ନାମକ […]

yamibacchan

yamibacchan

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 08:08 AM IST

Sports

Latest News

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ସରକାର ୩’ର ରିଲିଜ୍ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। କିଛି ଦିନ ତଳେ ଏପ୍ରିଲ୍ ୭ରେ ଏହି ଫିଲ୍ମକୁ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏବେ ଏହାକୁ ମେ’ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

‘ଇରୋଜ୍ ନାଓ’ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ରାମ ଗୋପାଲ ବର୍ମାଙ୍କ ଏହି ଫିଲ୍ମରେ ଅଭିନେତ୍ରୀ ୟାମି ଗୁପ୍ତା ମଧ୍ୟ ନଜର ଆସିବେ। ୟାମି ଏହି ଫିଲ୍ମରେ ଅନ୍ନୁ କରକରେ ନାମକ ଏକ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ନିଜ ବାପାଙ୍କ ହତ୍ୟାର ପ୍ରତିଶୋଧ ସରକାର ଉପରେ ନେବାକୁ ଚାହୁଁଛନ୍ତି।

ଏଥିରେ ମନୋଜ ବାଜପେୟୀ ଓ ଜ୍ୟାକି ଶ୍ରଫ୍ ପ୍ରମୁଖ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story