ମୁମ୍ବାଇ: ଫିଲ୍ମ‘ଟାଇଗର ଜିନ୍ଦା ହେ’ର ସୁଟିଂ ପରେ ଦବଙ୍ଗ ଖାନ୍ ସଲମାନ ଖାନଙ୍କୁ କୋରିଓଗ୍ରାଫର ରେମୋ ଡିସୋଜାଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ସେଥିପାଇଁ ସଲମାନ ରେମୋଙ୍କ ଷ୍ଟୁଡିଓରେ ଡ୍ୟାନ୍ସ ପ୍ରାକ୍ଟିସ୍ ଆରମ୍ଭ କରି ଦେଇଛନ୍ତି।
ରେମୋ କହିଛନ୍ତି, “ବର୍ତ୍ତମାନ ସଲମାନ ମୋ ଟିମ୍ରେ ଟ୍ରେନିଂ ନେଉଛନ୍ତି। ତାଙ୍କର ଡାଏଟ ଓ ୱାକ୍ଆଉଟ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କୌଣସି ଷ୍ଟେପ୍ ପାଇଁ ମସଲ ମୁଭେମେଣ୍ଟ ଆବଶ୍ୟକ।”
ସେ ଆହୁରି କହିଛନ୍ତି,“ମୋ ଫିଲ୍ମରେ ସଲମାନଙ୍କୁ ୧୩ ବର୍ଷର ଝିଅର ପିତା ଭୂମିକାରେ ଦେଖିବାକୁ ମିଳିବ। ସଲମାନ ଜଣେ ଭଲ ଡ୍ୟାନ୍ସସର। ତେବେ ଏଥିପାଇଁ ତାଙ୍କୁ ଓଜନ କମାଇବାକୁ ପଡ଼ିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।