ବିବାଦରେ ଫିଲ୍ମ: ୮ ବର୍ଷୀୟ ଭାଇ ସହ ୨୪ ବର୍ଷୀୟା ଭଉଣୀର ପ୍ରେମ

ମୁମ୍ବାଇ: କୁହାଯାଏ ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। କିନ୍ତୁ ମଣିଷ ସାମାଜିକ ପ୍ରାଣୀ ହୋଇଥିବାରୁ, ପ୍ରେମ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମରେ ବନ୍ଧା ହୋଇଥାଏ। ବେଳେବେଳେ ସାମାଜିକ ନୈତିକତା ପ୍ରେମକୁ ଶିକୁଳିରେ ବାନ୍ଧି ଦେଇଥାଏ। ପ୍ରେମିକା-ପ୍ରେମିକ ମଧ୍ୟରେ ପ୍ରେମର ଅର୍ଥ ଯାହା, ଭାଇ-ଭଉଣୀ, ସ୍ୱାମୀ-ସ୍ତ୍ରୀ, ବାପା-ଝିଅଙ୍କ କ୍ଷେତ୍ରରେ ତାହା ନିଶ୍ଚିତ ଭାବରେ ଭିନ୍ନ। ହେଲେ ପ୍ରେମ ଯେବେ ଅନ୍ଧ ପାଲଟିଯାଏ, ତାହା ସାମାଜିକ ନିୟମ ଓ ସମ୍ପର୍କର ଲକ୍ଷ୍ମଣରେଖାକୁ ଡେଇଁଯାଏ। ଏହିପରି ଏକ କାହାଣୀକୁ ନେଇ […]

h-888

h-888

Rakesh Mallick
  • Published: Tuesday, 01 May 2018
  • Updated: 02 May 2018, 04:54 PM IST

ମୁମ୍ବାଇ: କୁହାଯାଏ ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। କିନ୍ତୁ ମଣିଷ ସାମାଜିକ ପ୍ରାଣୀ ହୋଇଥିବାରୁ, ପ୍ରେମ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମରେ ବନ୍ଧା ହୋଇଥାଏ। ବେଳେବେଳେ ସାମାଜିକ ନୈତିକତା ପ୍ରେମକୁ ଶିକୁଳିରେ ବାନ୍ଧି ଦେଇଥାଏ। ପ୍ରେମିକା-ପ୍ରେମିକ ମଧ୍ୟରେ ପ୍ରେମର ଅର୍ଥ ଯାହା, ଭାଇ-ଭଉଣୀ, ସ୍ୱାମୀ-ସ୍ତ୍ରୀ, ବାପା-ଝିଅଙ୍କ କ୍ଷେତ୍ରରେ ତାହା ନିଶ୍ଚିତ ଭାବରେ ଭିନ୍ନ। ହେଲେ ପ୍ରେମ ଯେବେ ଅନ୍ଧ ପାଲଟିଯାଏ, ତାହା ସାମାଜିକ ନିୟମ ଓ ସମ୍ପର୍କର ଲକ୍ଷ୍ମଣରେଖାକୁ ଡେଇଁଯାଏ। ଏହିପରି ଏକ କାହାଣୀକୁ ନେଇ ନିର୍ମିତ ଡିଜିଟାଲ ଚଳଚ୍ଚିତ୍ର ‘ମେରୀ- ନିମୋ’କୁ ନେଇ ଏବେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। କାହାଣୀରେ ଜଣେ ୮ ବର୍ଷର ଭାଇ ସହ  ତା’ର ୨୪ ବର୍ଷୀୟା ସଂପର୍କିୟା ଭଉଣୀର ପ୍ରେମ ସଂପର୍କ ସୃଷ୍ଟି ହୋଇଛି। ଦୁହିଁଙ୍କ ସଂପର୍କ ରକ୍ତ ସମ୍ପର୍କ ନୁହେଁ। ପିଲାଟି ତା ସଂପର୍କୀୟ ଭଉଣୀଙ୍କ ପ୍ରତି ସୃଷ୍ଟି ହୋଇଥିବା ଦୁର୍ବଳତା ବିଷୟରେ କହିପାରୁନି। ବଡ଼ ଭଉଣୀର ବାହାଘର ଠିକ୍‌ ହୋଇଯାଉଛି। କିନ୍ତୁ ୮ ବର୍ଷର ଭାଇ ତାର ପ୍ରେମକୁ ପରିପ୍ରକାଶ କରିପାରୁନି। ସେ ଭୟ କରୁଛି।

ଏମିତି ଏକ କାହାଣୀକୁ ନେଇ ମୁଭି  ‘ମେରୀ- ନିମୋ’ ଗତିଶୀଳ ହୋଇଛି। ଆସନ୍ତୁ କାହାଣୀ ସମ୍ପର୍କରେ ସମ୍ୟକ ତଥ୍ୟ ଜାଣିବା। ଫିଲ୍ମ ‘ତନୁ ୱେଡ୍‌ସ ମନୁ’ରେ ଆନନ୍ଦ ଏଲ୍‌ ରୟଙ୍କ ସହ କାମ କରିଥିବା ରାହୁଲ ସାଙ୍କଲ୍ୟା ନିଜ ନିର୍ଦ୍ଦେଶନାରେ ଏମିତି ଏକ କାହାଣୀ ନେଇ ଡିଜିଟାଲ ପରଦାକୁ ଆସୁଛନ୍ତି। ‘ମେରୀ ନିମୋ’ର କାହାଣୀ ମଧ୍ୟପ୍ରଦେଶର ଏକ ଛୋଟ ପରିବାରକୁ ନେଇ ପର୍ଯ୍ୟବଶିତ। ଯେଉଁଠି ନିମୋ ତଥା ଅଞ୍ଜଲି ପାଟିଲ୍‌ ନିଜ ପରିବାର ସହ ରହୁଛନ୍ତି। ନିମୋର ୩ ଜଣ ଭଉଣୀ ମଧ୍ୟ ଅଛନ୍ତି। ତେବେ ତାଙ୍କ ଘର ପାଖରେ ନିଜ ମାଉସୀ ରହୁଛନ୍ତି। ଆଉ ନିମୋର ମାଉସୀଙ୍କ ୮ ବର୍ଷର ପୁଅଟିଏ ରହୁଛି। ସେହି ପୁଅଟିର ନିମୋଙ୍କ ସହ ପ୍ରେମ ସୃଷ୍ଟି ହୋଇଛି।

ପୁଅଟିର ସମସ୍ତ ଯତ୍ନ ଭଉଣୀ ନିମୋ ହିଁ ନେଇଥାଏ। ଇତି ମଧ୍ୟରେ ନିମୋର ବିବାହ ସ୍ଥିର ହୋଇଯାଏ। ବିବାହ ସ୍ଥିର ହେବା ପରେ ବି ସେହି ଆଠ ବର୍ଷର ପୁଅଟି ତା’ ବଡ଼ ଭଉଣୀ ପିଛା ଛାଡ଼ି ନଥାଏ। ହେଲେ ଭାଇର ପ୍ରେମ ସମ୍ପର୍କରେ ଭଉଣୀ ନିମୋକୁ ଅଜଣା ଥାଏ। ଏଠି କଥା ଉଠୁଛି ଏତେ ଛୋଟ ପିଲାଟିକୁ ପ୍ରେମ କେମିତି ହେଲା? ନିମୋର ବିବାହ ହୋଇପାରିଲା ନା ନାହିଁ? ନିମୋର ଘର ଲୋକ କ’ଣ ନିଷ୍ପତ୍ତି ନେଲେ ? କାହାଣୀରେ କ’ଣ ଟ୍ୱିଷ୍ଟ ଆସୁଛି? ତାହା ଆପଣ ପୁରା ଫିଲ୍ମ ଦେଖିଲେ ହିଁ ଜାଣିପାରିବେ। ୧ଘଣ୍ଟା ୩୦ ମିନିଟ୍‌ ଅବଧିର ଏହି ଚଳଚ୍ଚିତ୍ରରେ ଅଞ୍ଜଲି ପାଟିଲ୍‌, ମାଷ୍ଟର କରଣ ଦାବେମ୍‌ ପ୍ରମୁଖ  ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story